Browsing Tag

landmine blast in malkangiri

ମାଲକାନଗିରି ସୀମାନ୍ତ ଛତିଶଗଡ଼ ନାରାୟଣପୁରରରେ ଲାଲ୍‌ ତାଣ୍ଡବ: ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ ASI ସହିଦ୍‌

ମାଲକାନଗିରି(କେନ୍ଯୁଜ୍): ଛତିଶଗଡ଼ ନାରାୟଣପୁରରରେ ଲାଲ୍‌ ତାଣ୍ଡବ। ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ନାରାୟଣପୁର ଜିଲ୍ଲାରେ ମାଓବାଦୀଙ୍କ ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣ। ଏଥିରେ ITBP 53 ବାଟାଲିୟନର ASI ରାଜେନ୍ଦ୍ର ସିଂ ସହିଦ୍‌ ହୋଇଛନ୍ତି। ଜଣେ ହେଡ୍‌ କନଷ୍ଟେବଳ ମଧ୍ୟ ଗୁରୁତର…

ପୁଣି ମାଓବାଦୀଙ୍କ ଉନ୍ମତ୍ତକାଣ୍ଡ, ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଚାଲିଗଲା ଦୁଇ ନୀରୀହ ଆଦିବାସୀଙ୍କ ଜୀବନ

ମାଲକାନଗିରି: ପୁଣି ମାଓବାଦୀଙ୍କ ଲଙ୍କାକାଣ୍ଡ । ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଚାଲିଗଲା ଦୁଇ ନୀରୀହ ଆଦିବାସୀଙ୍କ ଜୀବନ । ଅଘଟଣ ଘଟିଛି ମାଲକାନଗିରି ସୀମାନ୍ତ ଆନ୍ଧ୍ରର ବିଶାଖାପାଟଣା ଜିଲ୍ଲା ପେଡାବାୟାଲୁ ମଣ୍ଡଳମର ଚିନ୍ତାଲାଭେଦି ଜଙ୍ଗଲରେ । ମୃତକ ଦୁଇଜଣ ହେଲେ ମୋଣ୍ଡିପାଲ୍ଲୀ ଗାଁର ମୋହନ…