Browsing Tag

landmine explosion

ଲ୍ଯାଣ୍ଡମାଇନ୍ ବିସ୍ଫୋରଣରେ ସାମ୍ବାଦିକ ମୃତ

କଳାହାଣ୍ଡି(କେନ୍ଯୁଜ୍): ଲ୍ଯାଣ୍ଡମାଇନ୍ ବିସ୍ଫୋରଣରେ ସାମ୍ବାଦିକ ମୃତ । ଖବର ସଂଗ୍ରହରେ ଯାଇଥିବାବେଳେ ବିସ୍ଫୋରଣରେ ମୃତ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ଏମ୍.ରାମପୁର ଥାନା କର୍ଲାଖୁଣ୍ଟା ବ୍ରିଜ ନିକଟରେ । ମୃତକ ହେଲେ ମଦନପୁର ରାମପୁର ଥାନା ଅନ୍ତର୍ଗତ ମୋହନଗିରି ଯୁବ…