Browsing Tag

landon

ନିଜର ପିନ୍ଧା ଦୁର୍ଗନ୍ଧମୟ ମୋଜା ବିକ୍ରି କରି ମାଲାମାଲ୍‌ ଏହି ଯୁବକ; ହଳେ ମୋଜାକୁ ଲୋକେ କିଣୁଛନ୍ତି ୨୮୦୦ ଟଙ୍କାରେ…!

ନିଜର ପିନ୍ଧା ମୋଜା ଅନଲାଇନରେ ବିକ୍ରି କରୁଛନ୍ତି ଏହି ଯୁବକ। ଆଉ ଏଥିରୁ ମୋଟା ଅଙ୍କର ଅର୍ଥ ମଧ୍ୟ ସେ ରୋଜଗାର କରୁଛନ୍ତି। ଶୁଣି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଘଟଣାଟି ଏକଦମ୍‌ ସତ। ଆସନ୍ତୁ ଜାଣିବା ଏହା ବିଷୟରେ…। ଏଠାରେ ଜଣେ ଯୁବକ ନିଜର ପିନ୍ଧା ମୋଜା ବିକ୍ରି କରି ପାଖାପାଖି ଦେଢ଼ ଲକ୍ଷ ଟଙ୍କା…