Browsing Tag

landslide

ବିଲକୁ ପାଣି ମଡ଼ାଇବା ହେଲା କାଳ, ପୋଖରି ହିଡ଼ ଧସି ୨ ମୃତ

ଟିଟଲାଗଡ଼(କେନ୍ୟୁଜ୍):  ଟିଟିଲାଗଡ଼ ବ୍ଲକ୍‌ ଡୁଙ୍ଗୁରି ଗୁଡା ଗାଁରେ ମାଟି ଅତଡା ଧସି ୨ ବ୍ଯକ୍ତିଙ୍କ ମୃତ୍ୟୁ ହୋଇଛି। ମିଳିଥିବା ସୂଚନା ଅନୁସାରେ  ଟିଟିଲାଗଡ଼ ଅଞ୍ଚଳରେ ବର୍ତ୍ତମାନ ବର୍ଷା ଅଭାବରୁ ମରୁଡ଼ି ପରିସ୍ଥିତି ସ୍ରୁଷ୍ଟି ହୋଇଛି।  ଡୁଣ୍ଡୁରିଗୁଡ଼ା ଗାଁର ଗଣେଶ ବାଗ ଓ ପରଦେଶୀ ଭୋଇ ଗାଁ…

ଲଗାଣ ବର୍ଷାରେ ଗଜପତି ଜିଲ୍ଲାରେ ଭୂସ୍ଖଳନ, ପାହାଡ଼ରୁ ମାଟି ଅତଡ଼ା ସହ ବର୍ଷା ଜଳ ପଶିଆସିଛି ଗାଁ ଭିତରକୁ

ଗଜପତି(କେନ୍ୟୁଜ୍): ଲଗାଣ ବର୍ଷାରେ ଭୂସ୍ଖଳନ । ଗତ କିଛି ଦିନ ଧରି ଲାଗିରହିଥିବା ଲଗାଣ ବର୍ଷା ଯୋଗୁ ଗଜପତି ଜ଼ିଲ୍ଲା ଗୁମ୍ମା ବ୍ଲକ ବଡକଳା କୋଟ ଗ୍ରାମପଞ୍ଚାୟତ ଅନ୍ତର୍ଗତ ବଙ୍ଗଡିସିଂ ଓ ଜଙ୍ଗଜଙ୍ଗଲ ଗାଁରେ ଭୂସ୍ଖଳନ ହୋଇଛି। ପାହାଡ଼ ଉପରୁ ମାଟି ଅତଡ଼ା ସହ ବର୍ଷା ଜଳ ଗାଁ ମଧ୍ୟକୁ ଚାଲିଆସିଥିବା…

ମଣିପୁରରେ ଆର୍ମି କ୍ୟାମ୍ପ ନିକଟରେ ଭୂସ୍ଖଳନ: ୭ ଯବାନଙ୍କ ମୃତଦେହ ଉଦ୍ଧାର, ଅନେକ ନିଖୋଜ

ମଣିପୁର ନୋନୀ ଜିଲ୍ଲାରେ ହୋଇଥିବା ଭୂ-ସ୍ଖଳନରେ ୭ ଯବାନଙ୍କ ସହିତ ୧୪ ଲୋକଙ୍କ ମୃତ୍ୟୁ ହୋଇଛି। ତା୩ ସହିତ ୧୨ରୁ ଉର୍ଦ୍ଧ୍ୱ ଲୋକ ନିଖୋଜ ରହିଛନ୍ତି। ମଣିପୁର ନୋନୀ ଜିଲ୍ଲା ତୁପୁଲ ରେଳ ଷ୍ଟେସନ ନିକଟରେ ମୁତୟନ ହୋଇଥିବା ୧୦୭ ଟେରିଟୋରିଆଲ ଆର୍ମି ଭୂସ୍ଖଳନର ଶିକାର ହୋଇଥିଲେ। …

କେନ୍ଦ୍ରାପଡା: ପୋଖରୀ କୂଳରେ ବାଲି ଅତଡା ଖସି ଦୁଇ ନାବାଳକ ମୃତ

କେନ୍ଦ୍ରାପଡା(କେନ୍ୟୁଜ୍‌): ବାଲି ଅତଡା ଖସି ଦୁଇ ନାବାଳକ ମୃତ। ପୋଖରୀ କୂଳରେ ବାଲି ଅତଡା ଖସି ଦୁଇ ନାବାଳକ ମୃତ। କେନ୍ଦ୍ରାପଡା ମାଗୁରଗଣ୍ଡ ପାଟଣାରେ ଅଭାବନୀୟ ଘଟଣା । ଦୁଇ ନାବାଳକଙ୍କ ବୟସ ନଅ ଓ ବାର ବର୍ଷ। ପୋଖରୀ କୂଳରେ ଖେଳୁଥିବାବେଳେ ବାଲି ଅତଡା ଧସେଇ ହୋଇପଡିଥିଲା। ପୋଖରୀ କୂଳରେ…

ବ୍ରାଜିଲରେ ବନ୍ୟା ଯୋଗୁ ଭୂସ୍ଖଳନ! ମୃତ୍ୟୁ ସଂଖ୍ୟା ୯୧କୁ ବୃଦ୍ଧି, ୨୪ରୁ ଅଧିକ ନିଖୋଜ

ବ୍ରାଜିଲରେ ଏବେ ଭୟଙ୍କର ବନ୍ୟା ପରିସ୍ଥିତି। ପ୍ରବଳ ବର୍ଷା ଯୋଗୁ ଏଠାରେ ଭୂସ୍ଖଳନ ହୋଇ ବହୁ ଲୋକଙ୍କ ପ୍ରାଣହାନି ଘଟିଛି। ସରକାରୀ ତଥ୍ୟ ମୁତାବକ, ବନ୍ୟା ଓ ଭୂସ୍ଖଳନରେ ମୃତ୍ୟୁ ସଂଖ୍ୟା ୯୧କୁ ବୃଦ୍ଧି ପାଇଛି ଏବଂ ୨୪ରୁ ଅଧିକ ଲୋକ ନିଖୋଜ ଅଛନ୍ତି। ଉତ୍ତର ବ୍ରାଜିଲର ପରନାମବୁକୋ ରାଜ୍ୟର…

ଉତ୍ତରକାଶୀରେ ଯମୁନୋତ୍ରୀ ରାଜପଥର ୧୫ ମିଟର ରାସ୍ତା ଧସିଲା; ଫସି ରହିଛନ୍ତି ୪୨୦୦ ତୀର୍ଥଯାତ୍ରୀ

ଉତ୍ତରକାଶୀ: ଯମୁନୋତ୍ରୀ ଧାମଠାରୁ ୨୫ କିଲୋମିଟର ପଛକୁ ରାଣାଚଟି ନିକଟରେ ଯମୁନୋତ୍ରୀ ରାଜପଥର ୧୫ ମିଟର ରାସ୍ତା ଧସିଯାଇଛି। ଫଳରେ କେବଳ ଛୋଟ ଗାଡ଼ିଗୁଡ଼ିକ ହିଁ ଏଠାରେ ଯିବାଆସିବା କରି ପାରୁଛନ୍ତି। ଏହି କାରଣରୁ ବସ୍‌ ଯୋଗେ ଜାନକିଚଟିରୁ ବଡ଼କୋଟ ଆସୁଥିବା ପାଖାପାଖି ୧୨୦୦ ଯାତ୍ରୀ ଏବଂ ବଡ଼କୋଟରୁ…

ତାଳଦଣ୍ଡା କେନାଲ ମାଟିବନ୍ଧ ଧସି ୨ ମୃତ ଘଟଣା: ମୃତକଙ୍କ ପରିବାରକୁ ୩ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ଘୋଷଣା କଲେ…

କଟକ(କେନ୍ୟୁଜ୍):  କଟକରେ ଛତ୍ରବଜାରରେ ଅଘଟଣ। ତାଳଦଣ୍ଡା କେନାଲ ମାଟିବନ୍ଧ ଧସି ୨ମୃତ। ଜଣଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ଏସସିବି ମେଡିକାଲ ଟ୍ରମା କେୟାର ଆଇସିୟୁରେ ଭର୍ତ୍ତି କରାଯାଇଛି। ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ବ୍ୟକ୍ତ କରିଛନ୍ତି। ମୃତକଙ୍କ ପରିବାରକୁ ୩ଲକ୍ଷ…

ବ୍ରାଜିଲରେ ଭୂସ୍ଖଳନ ଓ ବନ୍ୟା ତାଣ୍ଡବ! ୯୪ ଜଣଙ୍କ ମୃତ୍ୟୁ; ପାହାଡ଼ ଧସି ୫୪ ଘର ଧ୍ୱଂସ…

ବ୍ରାଜିଲରେ ମଙ୍ଗଳବାର ପ୍ରବଳ ବର୍ଷା କାରଣରୁ ଏଠାରେ ଭୂସ୍ଖଳନ ହୋଇଛି। ଏଥିରେ ଏ ପର୍ଯ୍ୟନ୍ତ ୯୪ ଜଣ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ହଜାର ହଜାର ଲୋକ ପ୍ରଭାବିତ ହୋଇଥିବା ସୂଚନା ରହିଛି। ରାଷ୍ଟ୍ରପତି ଜାୟର ବୋଲସୋନାରୋ ଏ ନେଇ ଦୁଃଖ ପ୍ରକାଶ କରିବା ସହିତ ମନ୍ତ୍ରୀମାନଙ୍କୁ ମୃତକଙ୍କ ପରିବାର…

ପ୍ରବଳ ବର୍ଷା ଯୋଗୁ ଦାର୍ଜିଲିଂର ଅଧିକାଂଶ ସ୍ଥାନରେ ଭୂସ୍ଖଳନ, ସାମ୍ନାକୁ ଆସିଲା ଛାତିଥରା ଦୃଶ୍ୟ

ଉତ୍ତରାଖଣ୍ଡ ହେଉ କି ହିମାଚଳ, ସବୁ ଉତ୍ତର-ପୂର୍ବ ରାଜ୍ୟରେ ପ୍ରବଳ ବର୍ଷା ଓ ଭୂସ୍ଖଳନ ଯୋଗୁ ପାହାଡ଼ିଆ ଲୋକଙ୍କ ଜୀବନ ବିପନ୍ନ ହୋଇପଡ଼ିଛି। ଉତ୍ତର ବଙ୍ଗର କଲିମ୍‌ପୋଙ୍ଗ୍‌, ଦାର୍ଜିଲିଂ ଓ ସିକ୍କିମ୍‌ର କେତେକ ସ୍ଥାନରେ ଭୂସ୍ଖଳନ ଯୋଗୁ ଯାତ୍ରୀମାନେ ଯେଉଁଠି ଥିଲେ ସେଠାରେ ହିଁ ଫସି ରହିଛନ୍ତି।…

ହିମାଚଳ ପ୍ରଦେଶ: ସିମ୍‌ଲାରେ ପୁଣି ଭୂସ୍ଖଳନ, ପାହାଡ଼ ଧସି ରାସ୍ତା ବନ୍ଦ; ଦେଖନ୍ତୁ ଭିଡିଓ

ହିମାଚଳ ପ୍ରଦେଶର ସିମ୍‌ଲାରେ ପୁଣିଥରେ ଲ୍ୟାଣ୍ଡସ୍ଲାଇଡ୍‌ ହୋଇଛି। ସୋମବାର ସକାଳେ ହୋଇଥିବା ଲ୍ୟାଣ୍ଡସ୍ଲାଇଡ୍‌ ଯୋଗୁ ଜାତୀୟ ରାଜପଥ ୫ରେ ଯାତାୟାତ ବାଧାପ୍ରାପ୍ତ ହୋଇଛି। ସକାଳୁ ସକାଳୁ ଏଠାରେ ମାତ୍ର କିଛି ସେକେଣ୍ଡ ମଧ୍ୟରେ ପାହାଡ଼ର ଗୋଟେ ପାର୍ଶ୍ୱ ଭୁଶୁଡ଼ି ପଡ଼ିଥିଲା। ଏହି ଭୂସ୍ଖଳନ ଯୋଗୁ…

ହିମାଚଳ ପ୍ରଦେଶ କିନୌରରେ ପାହାଡ ଧସିବା ଘଟଣାରେ ମୃତ୍ୟୁ ସଂଖ୍ୟା ୧୪ କୁ ବୃଦ୍ଧି

ହିମାଚଳ ପ୍ରଦେଶ (କେନ୍ଯୁଜ୍): ହିମାଚଳ ପ୍ରଦେଶ କିନୌରରେ ପାହାଡ ଧସିବା ଘଟଣାରେ ମୃତ୍ୟୁ ସଂଖ୍ୟା ୧୪ କୁ ବୃଦ୍ଧି । ଆଜି ଆଉ ୪ ମୃତଦେହ ଉଦ୍ଧାର ହୋଇଛି। ଏବେ ବି ଅନେକ ନିଖୋଜ ଅଛନ୍ତି । ବଡ଼ ବଡ଼ ପଥର ଖଣ୍ଡରେ ପୋତି ହୋଇ ଯାଇଛି ଗାଡ଼ି ମୋଟର ଓ ରାଜପଥ । ଆଇଟିବିପି, ଏନଡିଆରଏଫ ଓ ସିଆଇଏସଏଫ୍‌…

ହିମାଚଳରେ ଭୂସ୍ଖଳନ: ଚାପି ହୋଇ ରହିଛି ଯାତ୍ରୀବାହୀ ବସ୍‌ ଓ କାର, ଫସିଛନ୍ତି ୪୦ରୁ ଅଧିକ ଲୋକ

ହିମାଚଳ ପ୍ରଦେଶର କନୌରରେ ବୁଧବାର ଦ୍ୱିପ୍ରହର ସମୟରେ ଏକ ବଡ଼ଧରଣର ଦୁର୍ଘଟଣା ଘଟିଛି। ଏଠାରେ ଭୂସ୍ଖଳନ ହେବା ଯୋଗୁ ଯାତ୍ରୀବାହୀ ବସ୍‌ ମାଟି ଅତଡ଼ା ଭିତରେ ଚାପି ହୋଇ ରହିଛି। ବସ୍‌ ସହ ଅନ୍ୟ ଦୁଇ କାର୍‌ ମଧ୍ୟ ଦବି ଯାଇଛି। ଏହି ଦୁର୍ଘଟଣା କନୌର ଜିଲାର ଚୌରାସ୍ଥିତ ଜାତୀୟ ରାଜପଥରେ ଘଟିଛି।…