Browsing Tag

landslide i

ଓଡ଼ିଶା-ଆନ୍ଧ୍ର ସୀମାନ୍ତ ସାଲୁର ଘାଟିରେ ପାହାଡ଼ରୁ ମାଟି ଅତଡ଼ା ଖସି ରାସ୍ତା ଅବରୋଧ, ଦୀର୍ଘ ଘଣ୍ଟା ପରେ ସ୍ୱାଭାବିକ ହେଲା…

କେନ୍ୟୁଜ୍: ପାହାଡ଼ରୁ ଖସିଲା ମାଟି ଅତଡ଼ା। ମାଟି ଅତଡ଼ା ଖସି ରାସ୍ତା ଅବରୋଧ। ଓଡ଼ିଶା-ଆନ୍ଧ୍ର ସୀମାନ୍ତ ସାଲୁର ଘାଟିରେ ଏହି ଘଟଣା ଘଟିଥିଲା। ଯାହାଫଳରେ ୨୬ ନମ୍ବର ଜାତୀୟ ରାଜପଥ ଅବରୋଧ ହେବା ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ଶହଶହ ଗାଡ଼ି ଛିଡା ହୋଇରହିଥିଲା। କିନ୍ତୁ ଦୀର୍ଘ ଘଣ୍ଟା ପରେ…