Browsing Tag

landslide victory for Sheikh Hasina

ବାଂଲାଦେଶ ନିର୍ବାଚନ : ହସିନା ଓ ସହଯୋଗୀଙ୍କୁ ୨୮୮, ବିରୋଧୀଙ୍କୁ ମିଳିଛି ମାତ୍ର ୬ଟି ଆସନ

ଢାକା : ସେଖ୍‌ ହସିନାଙ୍କ ପାର୍ଟି ବାଂଲାଦେଶ ସାଧାରଣ ନିର୍ବାଚନରେ ବିପୁଳ ବିଜୟ ହାସଲ କରିଛି । ତାଙ୍କ ଆଓ୍ଵାମୀ ଲିଗ୍‌ ପାର୍ଟି ଏବଂ ସହଯୋଗୀ ଦଳ ମିଶି ମୋଟ୍‌ ୩୦୦ ଆସନରୁ ୨୮୮ଟି ଆସନରେ ବିଜୟୀ ହୋଇଛି । ଆଶ୍ଚର୍ଯ୍ୟର କଥା ହେଉଛି ତାଙ୍କ ବିରୋଧୀ ଦଳ ବାଂଲାଦେଶ ନେସନାଲ ପାର୍ଟି ମାତ୍ର ୬ଟି…