Browsing Tag

landslides

ଉତ୍ତରକାଶୀ ଓ ପିଥୋରାଗଡ଼ରେ ଭୂସ୍ଖଳନ; ଫସିଲେ ୪୦୦ରୁ ଊର୍ଦ୍ଧ୍ୱ ତୀର୍ଥଯାତ୍ରୀ

ନୂଆଦିଲ୍ଲୀ : ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା ଦେଖାଯାଉଛି। ପିଥୋରାଗଡ଼ରେ ଭୂସ୍ଖଳନ କାରଣରୁ ୪୦ ଯାତ୍ରୀ ଫସିଛନ୍ତି । ଜିଲ୍ଲା ପ୍ରଶାସନ ରାଜପଥରେ ଯାତାୟତ ବନ୍ଦ କରିଛି । ସେହିପରି ଉତ୍ତରକାଶୀରେ ମଧ୍ୟ ସମାନ ଅବସ୍ଥା । ଗଂଗୋତ୍ରୀ ଧାମରୁ ଫେରୁଥିବା ରାଜସ୍ଥାନର ୪୦୦ ତୀର୍ଥଯାତ୍ରୀ ମଧ୍ୟ ଭୂସ୍ଖଳନ…

ହିମାଚଳରେ ବର୍ଷା ବିତ୍ପାତ : ଭୂସ୍ଖଳନ ଯୋଗୁ ଭିନ୍ନ ଭିନ୍ନ ସ୍ଥାନରେ ୨୨ ମୃତ, ୬ ନିଖୋଜ ; ଅରେଞ୍ଜ ଆଲର୍ଟ ଜାରି

ନୂଆଦିଲ୍ଲୀ : ଗତ ୨୪ ଘଣ୍ଟା ମଧ୍ୟରେ ହିମାଚଳ ପ୍ରଦେଶରେ ପ୍ରବଳ ବର୍ଷା ରେକର୍ଡ କରାଯାଇଛି। ଶିମଲାରେ ମଧ୍ୟ ପ୍ରବଳ ବର୍ଷା ଜାରି ରହିଛି। କାଙ୍ଗଡା, ଚମ୍ବା ଓ ମଣ୍ଡିରେ ବର୍ଷାର ସର୍ବାଧିକ ପ୍ରଭାବ ଦେଖିବାକୁ ମିଳିଛି । ରାଜ୍ୟରେ ବିଗତ ୨ ଦିନ ମଧ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ଓ ଭୂସ୍ଖଳନ…

ବ୍ରାଜିଲରେ ପ୍ରବଳ ବର୍ଷାଜନିତ ଭୂସ୍ଖଳନ ଘଟଣା: ମୃତ୍ୟୁ ସଂଖ୍ଯା ୧୧୭କୁ ବୃଦ୍ଧି

ବ୍ରାଜିଲ: ବ୍ରାଜିଲର ଐତିହାସିକ ରାଜକୀୟ ନଗରୀ ପେଟ୍ରୋପଲିସ ଓ ଆଖପାଖ ଅଞ୍ଚଳରେ ପ୍ରବଳ ବର୍ଷାଜନିତ ଭୂସ୍ଖଳନ ଯୋଗୁଁ ୧୧୭ଙ୍କ ମୃତ୍ୟୁ ହୋଇଛି । ରିଓ ଡି ଜେନେରିଓ ନିକଟ ଏକ ପାର୍ବତ୍ୟ ସହର ଚଳିତମାସ ତମାମ ଲାଗି ରହିଥିବା ବର୍ଷା ଯୋଗୁଁ ଧ୍ୱସ୍ତବିଧ୍ୱସ୍ତ ହୋଇପଡିଛି । ୩୦୦ ଘର ଭାଙ୍ଗିଯିବା…

କରୋନା ମହାମାରୀ ଭିତରେ ଲୋକଙ୍କ ପ୍ରାଣ ନେଲା ଭୂସ୍ଖଳନ, ୨୦ ମୃତ ଅନେକ ଆହତ

କରୋନା ମହାମାରୀ ଭିତରେ ଆସାମରେ ଏକ ହୃଦୟ ବିଦାରକ ଘଟଣା ଘଟିଯାଇଛି। ଏଠାରେ ଭୂସ୍ଖଳନ ହେବା କାରଣରୁ ପ୍ରାୟ ୨୦ ଜଣ ଲୋକ ପ୍ରାଣ ହରାଇଥିବାବେଳେ ଅନେକ ଲୋକ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରୁ ଅଧିକାଂଶ ଦକ୍ଷିଣ ଅସାମର ବାରାକ ଉପତ୍ୟକା ଅଞ୍ଚଳର ତିନୋଟି ଭିନ୍ନ ଭିନ୍ନ ଜିଲ୍ଲାରୁ ଥିବା ଜଣାପଡିଛି।…