Browsing Tag

last five years

ବ୍ୟାଙ୍କ ସମିଶ୍ରଣ ଦ୍ୱାରା ପ୍ରଭାବିତ ହୋଇଛନ୍ତି ୩,୪୨୭ଟି ସରକାରୀ ବ୍ୟାଙ୍କ ଶାଖା, ଖୁଲାସା କଲା RTI

ବ୍ୟାଙ୍କଗୁଡ଼ିକ ମଧ୍ୟରେ ମିଶ୍ରଣ ହେବା ପରେ ଶତାଧିକ ବ୍ୟାଙ୍କ ପ୍ରଭାବିତ ହୋଇଥିବା ଜଣାଯାଇଛି। ଗତ ୫ଟି ବିତ୍ତୀୟ ବର୍ଷ ମଧ୍ୟରେ ବ୍ୟାଙ୍କ ବିଲୟ କିମ୍ବା ଶାଖାଗୁଡ଼ିକୁ ବନ୍ଦ କରିଦିଆଯିବା ଯୋଗୁ ସାର୍ବଜନୀନ କ୍ଷେତ୍ରର ୨୬ଟି ସରକାରୀ ବ୍ୟାଙ୍କର ମୋଟ ୩,୪୨୭ଟି ଶାଖାର ମୂଳ ଅସ୍ତିତ୍ୱ ପ୍ରଭାବିତ…