Browsing Tag

last rites

ଜାତିଆଣ ମନୋଭାବ ପାଇଁ ଶବ ଛୁଇଁଲେନି ଗାଁ ଲୋକେ, କୋକେଇକୁ ଘୋଷାରି ଘୋଷାରି ଶ୍ମଶାନ ନେଲା ପୁଅ

ଜୟପୁର(କେନ୍ୟୁଜ୍):  ଭୁଲ ହେଇଗଲା ଅନ୍ୟ ଜାତିରେ ଖାଇବା, ଆଉ  ସେଥିପାଇଁ ଘର ଆଗରୁ ଉଠିଲାନି ଶବ ଓ  ଆସିଲେନି ଗାଁ ଲୋକେ  । ଶେଷରେ ଶବକୁ ଘୋଷାରି ଘୋଷାରି ନେଲା ପୁଅ । ଏମିତି କିଛି ଘଟଣା ଘଟିଛି ଜୟପୁର ବୈରାଗି ମଠ ଗାଁରେ।  ବୈରାଗୀ ମଠ ଗାଁରେ ଛୁଆଁ ଅଛୁଆଁ ଆଗରେ ମାନବିକତା ମଧ୍ୟ ହଜିଯାଇଛି।…

ଅଭାଗା ପୁଅ ମେଘନାଦ, ବାପା କି ମା’ କାହାରିକୁ ବି ମୁଖାଗ୍ନି ଦେଇ ପାରିଲାନି

ବୌଦ୍ଧ (କେନ୍ୟୁଜ୍‌) : ପୁଅର ଏମିତି ଭାଗ୍ୟ। ମା’ର ମଲା ମୁହଁ ଦେଖିଲା ସିନା ହେଲେ ମା’କୁ ମୁଖାଗ୍ନି ଦେଇ ପାରିଲା ନାହିଁ । ବୌଦ୍ଧ ଜିଲ୍ଲା କଣ୍ଟାମାଲ ବ୍ଲକ ବିଲସପୁର ଗ୍ରାମ ପଂଚାୟତ ପଦର ପଡା ଗାଁର ମେଘନାଦ ସାହୁ । ଗତ ସେବା ସମବାୟ ନିର୍ବାଚନରେ ଦୁଇ ଗୋଷ୍ଠୀ ଭିତରେ ଗଣ୍ଡଗୋଳ ହେଲା । ଏହି…

ମାରିଦେଲେ ଶାଶୁଘର ଲୋକେ; ଗୟାରେ ବିବାହିତ ଝିଅକୁ ମୁଖାଗ୍ନି ଦେଲା ମା’…ନିଜେ କଲା ଅନ୍ତିମ ସଂସ୍କାର

ବିହାରରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ମା’ ନିଜ ବିବାହିତ ଝିଅର ମୁଖାଗ୍ନି ଦେଇଛି। ଶାଶୁଘରେ ଝିଅକୁ ହତ୍ୟା ପରେ ମା’ ହିଁ ଝିଅର ଅନ୍ତିମ ସଂସ୍କାର କରିଛି। ଗୟାର ବିଷ୍ଣୁପଦ ଶ୍ମଶାନ ଘାଟରେ ମା’ ଦେଇଛି ମୁଖାଗ୍ନି। ଏହି ପୂରା ଦୃଶ୍ୟ ଦେଖି ଲୋକଙ୍କ ଆଖି ଛଳଛଳ…

ଓଏନ୍‌ଜିସି ହେଲିକପ୍ଟର ଦୁର୍ଘଟଣା: ପଞ୍ଚଭୂତରେ ଲୀନ ହେଲେ ଯୁବ ଓଡ଼ିଆ ବୈଜ୍ଞାନିକ ସତ୍ୟମ୍ବଦ ପାତ୍ର

କାମାକ୍ଷାନଗର (କେନ୍ୟୁଜ): ଓଏନ୍‌ଜିସି ହେଲିକପ୍ଟର ଦୁର୍ଘଟଣାରେ ମୃତ ଓଡିଆ ଯୁବକ ସତ୍ୟମ୍ବଦ ପାତ୍ରଙ୍କ ଶରୀର ପଞ୍ଚଭୂତରେ ଲୀନ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ଆଜି ଭୋର୍ ପ୍ରାୟ ୪ଟାରେ ସତ୍ୟମ୍ବଦଙ୍କ ପାର୍ଥିବ ଶରୀର ତାଙ୍କ ଗାଁ ଢେଙ୍କାନାଳ ଜିଲ୍ଲା ଭୁବନରେ ପହଞ୍ଚିଥିଲା। ଏହାପରେ ଏକ…

ପୁରୀ ସ୍ୱର୍ଗଦ୍ୱାରରେ ହେବ ଅଭିନେତା ରାଇମୋହନଙ୍କ ଅନ୍ତିମ ସଂସ୍କାର

ଭୁବନେଶ୍ୱର (କେନ୍ୟୁଜ): ଅଭିନେତା ରାଇମୋହନ ପରିଡ଼ାଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ସାରା ଓଲିଉଡ଼ ଏବେ ସ୍ତବ୍ଧ ହୋଇଯାଇଛି । ତାଙ୍କର ଆତ୍ମହତ୍ୟାକୁ କେହି ସହଜରେ ଗ୍ରହଣ କରିପାରୁନାହାନ୍ତି । ଆଜି ସକାଳ ଭୁବନେଶ୍ୱର ପଳାଶୁଣି ପ୍ରାଚୀବିହାର ସ୍ଥିତ ତାଙ୍କ ବାସଭବନରେ ଜମିଥିଲା ଭିଡ଼ । କାରଣ ନିଆଁ…

ବାପାଙ୍କ ଶେଷ ଇଚ୍ଛା ପୂରଣ କଲା ଝିଅ: ପରିବାର ବିରୋଧରେ ଯାଇ କୋକେଇକୁ କାନ୍ଧ ଦେବା ସହ ଦେଲା ମୁଖାଗ୍ନି

ପୁଅର କର୍ତ୍ତବ୍ୟ କଲା ଝିଅ। ଉତ୍ତର ପ୍ରଦେଶର ଇଟାବର ଜିଲ୍ଲାର ଏକ ଝିଅ ସାମାଜିକ ନୀତି ନିୟମକୁ ଭ୍ରୁକ୍ଷେପ ନ କରି ପୁଅ ଭଳି ବାପାଙ୍କ ମୁହଁରେ ନିଆଁ ଦେଇଛି। ଉସରାହାର ଥାନା ଅନ୍ତର୍ଗତ ସରସଇନାବରରେ ବାପାଙ୍କ ଶେଷ ଇଚ୍ଛାକୁ ପୂରଣ କରିବା ପାଇଁ ଝିଅ କେବଳ ବାପାଙ୍କୁ କାନ୍ଧ ଦେଇନି, ବରଂ…

ବନ୍ଧୁ ହେବ ତ’ ଏମିତି: ସାଥୀର ମୃତ୍ୟୁକୁ ସହିନପାରି ଏମିତି କଲା ମୟୂର, ଭିଡିଓ ହେଉଛି ଭାଇରାଲ

ବର୍ତ୍ତମାନ ଇଣ୍ଟରନେଟରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯାହା କେତେକଙ୍କ ହୃଦୟକୁ ଛୁଇଁ ଯାଇଛି । ଭାଇରାଲ ହେଉଥିବା ଭିଡିଓକୁ ଦେଖିବା ପରେ ପ୍ରକୃତ ବନ୍ଧୁ କିପରି ହେବା ଦରକାର ଆପଣ ଜାଣିପାରିବେ । ମଣିଷ ତ' ନିଜର ସ୍ୱାର୍ଥ ହିସାବରେ ବନ୍ଧୁ ଖୋଜିଥାଏ କିନ୍ତୁ ପକ୍ଷୀ କିପରି ନିଜ ବନ୍ଧୁ…

ପଞ୍ଚଭୂତରେ ବିଲୀନ ହେଲେ ସାରସ୍ୱତ ସାଧକ, ପୁଡୁଚେରୀର ମୁଥିଆଲପେଟ ଶ୍ମଶାନରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ…

କେନ୍ୟୁଜ୍(ବ୍ୟୁରୋ):  ଭାରତୀୟ କଥା ସାହିତ୍ୟର ଶିଖର ପୁରୁଷ, ଆନ୍ତର୍ଜାତିକ ଖ୍ୟାତିସଂପନ୍ନ ଲେଖକ, ବିଶିଷ୍ଟ କଥାକାର, ବାଗ୍ମୀ ମନୋଜ ଦାସଙ୍କ ଶେଷକୃତ୍ୟ ପୁଡୁଚେରୀ ମୁଥିଆଲପେଟ୍‌ ଶ୍ମଶାନରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷ ହୋଇଛି। ଗତକାଲି ପୁଡୁଚେରୀସ୍ଥିତ ଶ୍ରୀଅରବିନ୍ଦ ଆଶ୍ରମରେ ଶେଷ…

ବାକ୍‌ ଶକ୍ତି ନଥିଲେ ବି ଲୁହଭିଜା ଆଖିରେ ଗୀତାଙ୍କ ଶ୍ରଦ୍ଧାଞ୍ଜଳି, ସଂକେତରେ କହିଲେ ମାଆ ପରି ଥିଲେ ସୁଷମା ସ୍ୱରାଜ

ସୁଷମାଙ୍କୁ ସ୍ୱତନ୍ତ୍ର ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ଗୀତା । ବାକ୍‌ ଶକ୍ତି ନଥିବା ଗୀତା ଲୁହଭିଜା ଆଖିରେ ତାଙ୍କୁ ସାଂକେତିକ ଭାଷାରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ସୁଷମା ତାଙ୍କ ପାଇଁ ମାଆ ଭଳି ଥିଲେ ବୋଲି କହିଛନ୍ତୀ ଗୀତା । ସୁଷମାଙ୍କ ସହ ତାଙ୍କର ତାଙ୍କର ଗଭୀର ଭାବାତ୍ମକ ସଂପର୍କ ଥିଲା ।…

ବାଲିଗୁଡ଼ା ପୋଇଗୁଡ଼ା ଘାଟି ଦୁର୍ଘଟଣା, ୧୦ ମୃତକଙ୍କ ଶେଷକୃତ୍ୟ ସମ୍ପନ୍ନ

କନ୍ଧମାଳ(କେନ୍ୟୁଜ୍) : ବାଲିଗୁଡ଼ା ବ୍ରାହ୍ମଣୀଗାଁର ପୋଇଗୁଡ଼ା ଘାଟି ଦୁର୍ଘଟଣାରେ ୧୦ ଜଣ ମୃତକଙ୍କ ଶେଷକୃତ୍ୟ ସମ୍ପନ୍ନ । ଶୋକାକୁଳ ପରିବେଶରେ କଲିଙ୍ଗି ଓ ଗଦାପୁରରେ ସେମାନଙ୍କ ଶେଷକୃତ୍ୟ ହୋଇଛି । କାନ୍ଦ ବୋବାଳିରେ ଫାଟି ପଡ଼ିଥିଲା ସାରା ଅଞ୍ଚଳ। ମଦ୍ୟପାନ କରି ଟ୍ରକ ଚଲାଇଥିବା ଡ୍ରାଇଭର…

ଦଶାହ ଭୋଜିରେ ଯୋଗ ନଦେବାରୁ କାନ ଧରି ଉଠ ବସ୍‌ କରାଇଲେ ସରପଞ୍ଚ : ଭିଡିଓ ଭାଇରାଲ୍‌

ନବରଙ୍ଗପୁର : ସାମାନ୍ୟ ଭୁଲ ପାଇଁ ଶାସ୍ତି । ଦଶାହ ଭୋଜିରେ ଯୋଗ ନଦେବାରୁ ଦଣ୍ଡ ମିଳିଲା । କାନ ଧରି ଉଠ ବସ୍‌ ହେବାକୁ ପଡ଼ିଲା । ଏଭଳି ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ହାତିବେଡ଼ା ଗାଁରେ । ଉଠ ବସ୍‌ କରାଉଥିବା ବ୍ୟକ୍ତି ଜଣଙ୍କ ହେଉଛନ୍ତି ପୂର୍ବତନ ସରପଞ୍ଚ ରାମ ମାଝୀ ।…