Browsing Tag

last rites of mother

ମାତୃ ଦିବସରେ ସବୁଦିନ ପାଇଁ ମା’କୁ ହରାଇଲା ଝିଅ, ସମ୍ପନ୍ନ କଲା ଶେଷକୃତ୍ୟ

ଜୟପୁର: ମାତୃ ଦିବସ ସମସ୍ତଙ୍କ ଜୀବନର ଏକ ସ୍ବତନ୍ତ୍ର ଦିନ । ସେହି ଦିନ ପ୍ରତ୍ୟେକଟି ପିଲା ନିଜ ମା ପାଇଁ କିଛି ନା କିଛି କରିବାକୁ ଚାହିଁଥାଏ । କାହିଁନା ମା ତା ଜୀବନରେ ସବୁ କିଛି ତା ଛୁଆ ପାଇଁ ଉତ୍ସର୍ଗ କରିଦେଇଥାଏ । ଏମିତି କହିଲେ ମା ଆଉ ଛୁଆର ସ୍ନେହ ତ ସାରା ଜୀବନ ପାଇଁ । ହେଲେ ଏହି…