Browsing Tag

late night sleep

କିଶୋରୀ ଅବସ୍ଥାରେ ଠିକ୍‌ ସମୟରେ ଶୋଉନାହାନ୍ତି କି? ତେବେ ହୋଇପାରନ୍ତି ମେଦବହୁଳର ଶିକାର

ରିସର୍ଚ୍ଚ ଅନୁଯାୟୀ ୧୧ ରୁ ୧୬ ବର୍ଷ ବୟସର ଝିଅମାନେ ଠିକ୍‌ ସମୟରେ ଶୋଇବା ଆବଶ୍ୟକ। ଟିନ୍‌ ଏଜ୍‌ର ଯେଉଁ ଝିଅମାନେ ରାତିରେ ଡେରିରେ ଶୋଇବାର ଅଭ୍ୟାସ ରଖିଥାନ୍ତି, ସେମାନଙ୍କର ଓଜନ ବଢିବାର ମଧ୍ୟ ଆଶଙ୍କା ରହିଥାଏ। ଅକଲ୍ୟାଣ୍ଡ କାଲିଫର୍ଣ୍ଣିଆର ବିଶେଷଜ୍ଞ ୧୧ ରୁ ୧୬ ବର୍ଷର ଝିଅମାନଙ୍କୁ ନେଇ…

ବିଳମ୍ବରେ ଶୋଇବା ଅଭ୍ୟାସ ଅଛି କି ? ତାହେଲେ ଆଜିଠୁ ହୋଇଯାନ୍ତୁ ସାବଧାନ. . .

କଣ ଆପଣଙ୍କର ମଧ୍ୟ ବିଳମ୍ବରେ ଶୋଇବାର ଅଭ୍ୟାସ ଅଛି କି ? କଣ ଆପଣ ମଧ୍ୟ ସେମାନଙ୍କ ମଧ୍ୟରେ ଜଣେ ଯିଏ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଚେଇଁ ରହି ମୋବାଇଲରେ ଟିଭି କିମ୍ବା ୱେବ ସିରିଜ ଦେଖୁଛନ୍ତି ? ତାହେଲେ ହୋଇଯାନ୍ତୁ ସାବଧାନ, ଏକ ରିସର୍ଚ୍ଚରୁ ଜଣାପଡିଛି ଯେ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ…