Browsing Tag

latest announcement

ସରକାରଙ୍କ ଲାଗୁ ହେଲା ନୂଆ ନିୟମ, ଏବେ କର୍ମଚାରୀଙ୍କୁ ମିଳିବ ୩ଦିନ ଛୁଟି

କର୍ମଚାରୀଙ୍କ ଫାଇଦା ପାଇଁ ସରକାରଙ୍କ ନୂଆ ନିୟମ। ଏବେ କର୍ମଚାରୀ ଅଫିସରେ ସପ୍ତାହକୁ ମାତ୍ର ସାଢ଼େ ଚାରି ଦିନ କରିବେ କାମ । ଏହି ଖବର ନିଶ୍ଚିତ ଭାବେ ଅଫିସ କର୍ମଚାରୀଙ୍କୁ ଖୁସି କରିଦେବ । ସଂଯୁକ୍ତ ରାଷ୍ଟ୍ର ଆରବ ଅମିରତ ବା UAE ସରକାର କର୍ମଚାରୀଙ୍କ ପାଇଁ ଏହି ନିୟମ ବାହାର କରିଛନ୍ତି।…