Browsing Tag

latest entertainment news

ବିବାହ ପୂର୍ବରୁ ବୟଫ୍ରେଣ୍ଡଙ୍କ ସହ ଏମିତି ହରକତ କଲେ ରାକ୍ଷୀ ସାଓ୍ଵନ୍ତ; ବିନା ଓଢ଼ଣୀରେ ଏୟାରପୋର୍ଟରେ ଆସିଲେ ନଜର

ଆଇଟମ୍‌ କ୍ୱିନ୍‌ ରାକ୍ଷୀ ସାଓ୍ଵନ୍ତଙ୍କୁ ନିକଟରେ ବୟଫ୍ରେଣ୍ଡ ଆଦିଲ ଦୁର୍ରାନୀଙ୍କ ସହିତ ମୁମ୍ବାଇରେ ସ୍ପଟ୍‌ କରାଯାଇଥିଲା। ଏହି ସମୟରେ ରାକ୍ଷୀ ଓ ଆଦିଲଙ୍କ ଫଟୋ ସାମ୍ନାକୁ ଆସିଛି। ଦୁହିଁଙ୍କ ଲୁକ୍‌ ସୋସିଆଲ ମିଡିଆରେ ଖୁବ୍‌ ଚର୍ଚ୍ଚା ସାଉଁଟୁଛି। ଅଭିନେତ୍ରୀ ତଥା ଡ୍ୟାନ୍ସର ରାକ୍ଷୀ…

ଫିଲ୍ମ ପ୍ରମୋସନ ବେଳେ ଅଭିନେତ୍ରୀଙ୍କ ସହ ଯୌନ ଉତ୍ପୀଡ଼ନ! କହିଲେ, ‘କେହି ଜଣେ ମୋତେ ଅଶ୍ଳୀଳ ଭାବରେ ଧରି ପକାଇଲେ’

ମାଲାୟାଲମ୍‌ ଫିଲ୍ମର ଜଣେ ଲୋକପ୍ରିୟ ଅଭିନେତ୍ରୀ ଯୌନ ଉତ୍ପୀଡ଼ନର ଶିକାର ହୋଇଛନ୍ତି। ଏ ନେଇ ସେ ନିଜ ଇନ୍‌ଷ୍ଟାଗ୍ରାମରେ ଏକ ପୋଷ୍ଟ୍‍ ସେୟାର କରି ଆଶ୍ଚର୍ଯ୍ୟଜନକ ଖୁଲାସା କରିଛନ୍ତି। ସେ କହିଛନ୍ତି ଯେ ଏକ ମଲ୍‌ରେ ଫିଲ୍ମ ପ୍ରମୋସନ ବେଳେ ତାଙ୍କ ସହିତ ଯୌନ ଉତ୍ପୀଡ଼ନ ହୋଇଛି। କେରଳର କୋଝିକୋଡ୍‌…

ଦର୍ଶକଙ୍କ ପାଇଁ ଖୁସି ଖବର! ୧୦୦ ଟଙ୍କାରେ ଦେଖି ପାରିବେ ‘ବ୍ରହ୍ମାସ୍ତ୍ର’; କେବଳ ଏତିକି ଦିନ ପାଇଁ ରହିଛି ଅଫର୍‌…

ରଣବୀର କପୁରଙ୍କ ଫିଲ୍ମ 'ବ୍ରହ୍ମାସ୍ତ୍ର' ବକ୍ସ ଅଫିସରେ ଭଲ ପ୍ରଦର୍ଶନ କରୁଛି। ରିଲିଜ ହେବା ଦିନଠାରୁ ଏହି ଫିଲ୍ମ ଜବରଦସ୍ତ ରୋଜଗାର କରି ଆସୁଛି। ୨୩ ସେପ୍ଟେମ୍ବର ଜାତୀୟ ସିନେମା ଦିବସ ଅବସରରେ ଏହି ଫିଲ୍ମ ରେକର୍ଡ ବ୍ରେକ୍‌ ବିଜନେସ୍‌ କରିଥିଲା। ଏ ପର୍ଯ୍ୟନ୍ତ ଫିଲ୍ମ ଭାରତୀୟ ବକ୍ସ ଅଫିସରେ…

୧୪ ବର୍ଷୀୟ ଲୋକପ୍ରିୟ କଳାକାର ମା’ଙ୍କୁ କଲେ ହତ୍ୟା; କୋର୍ଟ ଶୁଣାଇଲେ ଆଜୀବନ କାରାଦଣ୍ଡ

‘ରିଭରଡେଲ୍‌’ ଓ ‘ଡାଏରୀ ଅଫ୍‌ ଏ ଓ୍ଵିମ୍ପି’ର କିଡ୍‌ ଷ୍ଟାର ରୟାନ ଗ୍ରାନ୍ଥମ୍‌ଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ମା’ ବାରବରା ହ୍ଵାଇଟ୍‌ଙ୍କୁ ହତ୍ୟା କରିବା ଅଭିଯୋଗରେ କୋର୍ଟ ତାଙ୍କୁ ଏହି ଦଣ୍ଡ ଶୁଣାଇଛନ୍ତି। ମିଳିଥିବା ସୂଚନା ମୁତାବକ, ୨୦ ସେପ୍ଟେମ୍ବରରେ କୋର୍ଟ ଶୁଣାଣି…

ରାକ୍ଷୀ ସାଓ୍ଵନ୍ତଙ୍କୁ କୌଣସି ପରିସ୍ଥିତିରେ ବାହା ହେବେ ନାହିଁ ଆଦିଲ ଦୁର୍ରାନୀ! ଏହି କାରଣରୁ ଟାଳିଲେ ବିବାହ;…

ନିଜର ବୋଲ୍ଡନେସ୍‌ ଏବଂ କଥା ଚାତୁରୀ ପାଇଁ ରାକ୍ଷୀ ସାଓ୍ଵନ୍ତ ସବୁବେଳେ ଚର୍ଚ୍ଚାରେ ରହି ଥାଆନ୍ତି। ଅନେକ ଲୋକ ରାକ୍ଷୀ ସାଓ୍ଵନ୍ତଙ୍କୁ ପସନ୍ଦ କରୁଥିବା ବେଳେ କିଛି ଲୋକଙ୍କୁ କିନ୍ତୁ ରାକ୍ଷୀ ବିଲ୍‌କୁଲ ବି ପସନ୍ଦ ଆସି ନ ଥାଆନ୍ତି। କହି ରଖୁଛୁ, ରାକ୍ଷୀ ସାଓ୍ଵନ୍ତ ଓ ତାଙ୍କ ବୟଫ୍ରେଣ୍ଡ ଆଦିଲ…

ଭଉଣୀ ବାହାଘର ପାଇଁ ଘର ବିକି ଦେଇଥିଲେ ରାଜୁ ଶ୍ରୀବାସ୍ତବ! ପରେ ୧୦ ଗୁଣା ଅଧିକ ପଇସା ଦେଇ ପୁଣି କିଣିଥିଲେ

କମେଡିଆନ ରାଜୁ ଶ୍ରୀବାସ୍ତବଙ୍କର ବୁଧବାର ଦିଲ୍ଲୀର ଏମ୍ସ ହସ୍ପିଟାଲରେ ଦେହାନ୍ତ ହୋଇଛି। ରାଜୁ ୪୨ ଦିନ ଧରି ହସ୍ପିଟାଲରେ ଭର୍ତ୍ତି ଥିଲେ। ଅଗଷ୍ଟ ୧୦ରେ ସେ ଦିଲ୍ଲୀର ଏକ ହୋଟେଲରେ ଜିମ୍‌ରେ ବ୍ୟାୟାମ କରୁଥିବା ବେଳେ ହଠାତ୍‌ ତଳେ ପଡ଼ି ଯାଇଥିଲେ। ସେଠାରେ ହିଁ ତାଙ୍କୁ ହୃଦଘାତ ଆସିଥିଲା। ରାଜୁ…

ଏଥର ନୋ ରୁଲ୍ସ ସହିତ ଆସୁଛି ‘ବିଗ୍‌ ବସ୍‌ ୧୬’; ଖୁବ୍‌ ହେବ ମାଡ଼ଗୋଳ! ଶୋ’ର ନୂଆ ପ୍ରୋମୋ ସମସ୍ତଙ୍କୁ କରିଦେଲା…

ସଲମାନ ଖାନ ନିଜ ବିବାଦୀୟ ରିୟାଲିଟି ଶୋ’ 'ବିଗ୍ ବସ୍' ସିଜନ୍ ୧୬ ସହିତ ପୁଣିଥରେ ଟିଭି ପରଦାକୁ ଆସିବା ପାଇଁ ପ୍ରସ୍ତୁତ ହେଉଛନ୍ତି। ଏହି ରିୟାଲିଟି ଶୋ’ର ଶେଷ ସିଜନ ବହୁତ ଧମାକାଦାର ରହିଥିଲା, ଏହି କାରଣରୁ ପ୍ରଶଂସକମାନେ ଶୋ’ର ନୂଆ ସିଜନକୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ନିକଟରେ…

‘ଜେଲରେ କେବଳ ପାଣି ପିଇ ବଞ୍ଚୁଥିଲି; ୧୦ ଦିନରେ କମିଗଲା ୧୦ କିଲୋ ଓଜନ’…! ଜେଲରୁ ବାହାରି କେଆର୍‌କେଙ୍କ ବିବାଦୀୟ…

କମାଲ ଆର୍‌ ଖାନଙ୍କୁ କିଏ ବା ନ ଜାଣିଛି। କିଛି ନା କିଛି କାରଣକୁ ନେଇ ସେ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି। ନିକଟ ଅତୀତରେ କମାଲ ଖାନ ଜେଲ୍‌ ମଧ୍ୟ ଯାଇଥିଲେ। ଏକ ବିବାଦୀୟ ଟ୍ଵିଟ୍‌ କାରଣରୁ ତାଙ୍କୁ ଜେଲ୍‌ ଯିବାକୁ ପଡ଼ିଥିଲା। ତେବେ କିଛି ଦିନ ଶାନ୍ତ ପଡ଼ିବା ପରେ ଏବେ ସେ ପୁଣିଥରେ ଏକ ଟ୍ଵିଟ୍‌…

ସିବିଆଇ ହାତକୁ ଗଲା ସୋନାଲି ଫୋଗଟ୍‌ ହତ୍ୟା ମାମଲା! ବୟାନ ଦେଲେ ଗୋଆ ମୁଖ୍ୟମନ୍ତ୍ରୀ…

ସୋନାଲି ଫୋଗଟ୍‌ ହତ୍ୟା ମାମଲାରେ ବଡ଼ କଥା ସାମ୍ନାକୁ ଆସିଛି। ଏବେ ଏହି ମାମଲାର ତଦନ୍ତ କରିବ ସିବିଆଇ। ଏ ନେଇ ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାଓ୍ଵନ୍ତଙ୍କ ବୟାନ ସାମ୍ନାକୁ ଆସିଛି। କହି ରଖୁଛୁ କି, ଅନେକ ଦିନରୁ ସିବିଆଇ ଏହି ମାମଲାକୁ ତଦନ୍ତ କରୁ ବୋଲି ଦାବି ହୋଇ ଆସୁଥିଲା। ଏ ସମ୍ପର୍କରେ…

ପୁଣି ଅଜା ହେଲେ ସୁପରଷ୍ଟାର ରଜନୀକାନ୍ତ; ଝିଅ ସୌନ୍ଦର୍ଯ୍ୟା ଜନ୍ମ ଦେଲେ ଶିଶୁପୁତ୍ର…ଫ୍ୟାନ୍ସଙ୍କ ସହ ସେୟାର କଲେ ପ୍ରଥମ…

ପୁଣିଥରେ ମା’ ହୋଇଛନ୍ତି ସୌନ୍ଦର୍ଯ୍ୟା ରଜନୀକାନ୍ତ। ସାଉଥ୍‌ ଏବଂ ହିନ୍ଦୀର ମେଗାଷ୍ଟାର ରଜନୀକାନ୍ତଙ୍କ ଘରେ ପୁଣି ଖୁସିର ଲହରୀ ଦେଖିବାକୁ ମିଳିଛି। ତାଙ୍କ ଝିଅ ତଥା ଲୋକପ୍ରିୟ ପ୍ରଯୋଜିକା ସୌନ୍ଦର୍ଯ୍ୟା ରଜନୀକାନ୍ତ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଛନ୍ତି। ତାଙ୍କ ଘରେ ପୁଣିଥରେ କୁଅାଁ କୁଅାଁ…

ଏ ପର୍ଯ୍ୟନ୍ତ ଫେରିନାହିଁ ରାଜୁଙ୍କ ଚେତା, ୨୮ ଦିନ ହେବ ଭେଣ୍ଟିଲେଟରରେ; ପତ୍ନୀ କହିଲେ ବର୍ତ୍ତମାନର ଅବସ୍ଥା…

ଲୋକପ୍ରିୟ ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବ ଅଗଷ୍ଟ ୧୦ ତାରିଖରୁ ହସ୍ପିଟାଲରେ ଭର୍ତ୍ତି ଅଛନ୍ତି। ହୃଦ୍‌ଘାତ କାରଣରୁ ରାଜୁଙ୍କୁ ଦିଲ୍ଲୀର ଏମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ଏତେ ଦିନ ପରେ ବି ରାଜୁ ଶ୍ରୀବାସ୍ତବଙ୍କ ଚେତା ଫେରିପାରି ନାହିଁ। କିଛି ଦିନ ତଳେ ଖବର ଆସିଥିଲା କି,…

ଜସ୍ମିନ୍‌ ଭାସିନ୍‌ଙ୍କୁ ବର୍ଷାରେ ଭିଜୁଥିବାର ଦେଖି ରୋମାଣ୍ଟିକ୍‌ ହେଲେ ଅଲି ଗୋନି; ହଟ୍‌ ଭିଡିଓ ହେଉଛି ଭାଇରାଲ

ଅଲି ଗୋନି ଓ ଜସ୍ମିନ୍ ଭାସିନ୍‌ଙ୍କ ଯୋଡ଼ିକୁ ଫ୍ୟାନମାନେ ବେଶ୍‌ ପସନ୍ଦ କରନ୍ତି। ଦୁହିଁଙ୍କ ପ୍ରେମ କାହାକୁ ବା ଅଛପା। ଦୁଇ ଜଣ 'ବିଗ୍ ବସ୍ ୧୪'ରେ ପରସ୍ପରର ବନ୍ଧୁ ହୋଇଥିଲେ ଏବଂ ଶୋ’ରେ ହିଁ ଅଲି ସମସ୍ତଙ୍କ ସାମ୍ନାରେ ଜସ୍ମିନଙ୍କୁ ପ୍ରେମ ପ୍ରସ୍ତାବ ଦେଇଥିଲେ। ତେବେ ନିକଟ ଅତୀତରେ ସେମାନଙ୍କ…