Browsing Tag

latest odisha news

ଚିନ୍ତା ବଢାଉଛି କରୋନାର ନୂଆ ଭାଇରସ ଓମିକ୍ରନ୍‌, ସ୍ୱାସ୍ଥ୍ୟ ଭିତ୍ତିଭୂମି ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ

ଚିନ୍ତା ବଢାଉଛି କରୋନାର ନୂଆ ଭାଇରସ ଓମିକ୍ରନ୍‌ । ଭାଇରସ ବିରୋଧରେ ଟିକା କାମ ନ ଦେବାରୁ ଏବଂ WHO ଏହାକୁ ଭାଇରସ ଅଫ କନସର୍ଣ୍ଣ ତାଲିକାରେ ରଖିବା ଭୟକୁ ଦ୍ୱିଗଣା କରିଛି । ଫଳରେ କେନ୍ଦ୍ର ଏ ନେଇ ରାଜ୍ୟ ସରକାରଙ୍କୁ ସତର୍କ କରାଇଛି । ଟେଷ୍ଟି ବଢାଇବା, ହଟ୍‌ସ୍ପଟରେ କଟକଣା କଡାକଡି କରିବା,…

ଲକଡାଉନରେ ପୁରୀ ବୁଲିବାକୁ ଆସି ଆଉ ଫେରି ପାରିଲେନି ଦମ୍ପତି, ଶେଷରେ ରାସ୍ତା ଉପରେ ପ୍ରସବ କଲେ ମହିଳା

ପୁରୀ: ରାସ୍ତା ଉପରେ କନ୍ୟା ସନ୍ତାନକୁ ଜନ୍ମ ଦେଲେ ପ୍ରସୂତି । ଏଭଳି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ପୁରୀ ଜିଲ୍ଲାରେ । ଲକଡାଉନରେ ପୁରୀ ବୁଲିବାକୁ ଆସି ଫସି ଯାଇଛନ୍ତି ଦମ୍ପତ୍ତି । ଘରକୁ ଫେରିନପାରି ଏକ ଘର ବାରଣ୍ଡାରେ ୪ ପିଲାମାନଙ୍କୁ ଧରି ପଡ଼ିରହିଛନ୍ତି । ସେଠାରେ ହିଁ…

ରାଜ୍ୟରେ ପୁଣି ଚିହ୍ନଟ ହେଲେ ଆଉ ୧୭୪ ନୂଆ କରୋନା ଆକ୍ରାନ୍ତ, ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୪୫୧୨ କୁ ବୃଦ୍ଧି

ଭୁବନେଶ୍ବର: ରାଜ୍ୟରେ ପୁଣି ଚିହ୍ନଟ ହେଲେ ଆଉ ୧୭୪ ନୂଆ କରୋନା ଆକ୍ରାନ୍ତ । ଏହାକୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୫୧୨ କୁ ବୃଦ୍ଧି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି। ତେବେ ଏହି ୧୭୪ ନୂଆ କରୋନା ଆକ୍ରାନ୍ତଙ୍କ ଭିତରୁ ୧୪୬ଜଣ କ୍ବାରେଣ୍ଟାଇନରେ…

ଘର ଭିତରେ ଥିବା ଭୂତଳ ସୁଡ଼ଙ୍ଗରେ ଶ୍ୱାସରୁଦ୍ଧ ହୋଇ ଚାଲିଗଲା ତିନି ଭାଇଙ୍କ ଜୀବନ

ଗଜପତି: ଘର ଭିତରେ ଥିବା ଭୂତଳ ସୁଡ଼ଙ୍ଗରେ ପଶି ୩ ଭାଇଙ୍କ ମୃତ । ଏଭଳି ଏକ ଅଭାବନୀୟ ଘଟଣା ଘଟିଯାଇଛି ଗଜପତି ଅଡବା ଥାନା ବିରିକୋଟ ଗାଁରେ। ଗତକାଲି ରାତି ପାଖାପାଖି ୯ଟା ବେଳେ ଘର ଭିତରେ ଥିବା ଏକ ସୁଡ଼ଙ୍ଗ ଭିତରୁ କିଛି ସାମଗ୍ରୀ ଆଣିବାକୁ ପ୍ରଥମେ ମଝିଆ ଭାଇ ସଞ୍ଜୀବ(୨୭) ଯାଇଥିଲେ । ତେବେ…