Browsing Tag

latrine tank death

ମଞ୍ଚେଶ୍ବର : ଅକାଳରେ ଚାଲିଗଲା ଜୀବନ, ପାଇଖାନା ଟାଙ୍କିରେ ଶ୍ୱାସରୁଦ୍ଧ ହୋଇ ୩ ଶ୍ରମିକ ମୃତ

ଭୁବନେଶ୍ୱର (କେନ୍ୟୁଜ୍) : ରାଜଧାନୀରେ ବଡ ଧରଣର ଅଘଟଣ। ପାଇଖାନା ଟାଙ୍କିରେ କାମ କଲା ବେଳେ ଫଲ୍ସ ଖସି ପଡିବାରୁ ଶ୍ୱାସରୁଦ୍ଧ ହୋଇ ୩ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ଏହିଭଳି ଏକ ଅଭାବନୀୟ ଘଟଣା ଘଟିଛି ମଞ୍ଚେଶ୍ବର ଥାନା ଅନ୍ତର୍ଗତ ପାଣ୍ଡରା ଅଞ୍ଚଳରେ। ଏକ ଘରୋଇ କନ୍‌ଷ୍ଟ୍ରକସନ କମ୍ପାନୀର…