Browsing Tag

launche in india

୧୦୦୯୦ mAh ବ୍ୟାଟେରୀ ସହିତ ଲଞ୍ଚ୍ ହେଲା ସାମସଙ୍ଗର ନୂଆ ଟାବଲେଟ୍

ଫେଷ୍ଟିଭାଲ୍ ସିଜନକୁ ନଜରରେ ରଖି ସାମସଙ୍ଗ ନିଜ ଆଣ୍ଡ୍ରଏଡ୍ ଟାବଲେଟ୍ ଗ୍ୟାଲେକ୍ସି ଟ୍ୟାବ୍ ଏସ୍ ୭ ଏଫଇର ନୂଆ ଭେରିଏଣ୍ଟ ଗ୍ୟାଲେକ୍ସି ଟ୍ୟାବ୍ ଏସ୍ ୭ ଏଫଇ ୱାଇଫାଇ ଲଞ୍ଚ୍ କରିଛି । ଆସନ୍ତୁ ଜାଣିବା ଏହାର ଦାମ୍ ଓ ଫିଚର୍ସ ସମ୍ପର୍କରେ । ଏଥିରେ ୧୨.୪ ଇଞ୍ଚର WQVGA ଡିସପ୍ଲେ ଦିଆଯାଇଛି ।…