Browsing Tag

lawyers protest

ଏସସିବି ମେଡିକାଲରେ ଆଇନଜୀବୀଙ୍କୁ ଆକ୍ରମଣ ଘଟଣା ପ୍ରସଙ୍ଗ: କେସ୍‌ ଡାଏରି ଦାଖଲ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ(କେନ୍ୟୁଜ୍):ଏସସିବି ମେଡିକାଲରେ ଆଇନଜୀବୀଙ୍କୁ ଆକ୍ରମଣ ଘଟଣା ପ୍ରସଙ୍ଗକୁ ହାଇକୋର୍ଟ ଗୁରୁତ୍ୱର ସହ ଗ୍ରହଣ କରିଛନ୍ତି । ଏନେଇ ମଙ୍ଗଳାବାଗ ଥାନାରେ ରୁଜୁ ମାମଲାରେ ତଦନ୍ତର ଅଗ୍ରଗତି ନେଇ ଅବଗତ କରବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଏଥିସହ କେସ୍‌ ଡାଏରି ଦାଖଲ ପାଇଁ…

ସହାୟତା ନ ମିଳିବାରୁ ପରିବା ବିକି ପ୍ରତିବାଦ କଲେ ଆଇନଜୀବୀ

କଟକ; ଆଇନଜୀବୀଙ୍କ ଅଭିନବ ପ୍ରତିବାଦ। ଏଥର ହଟ୍ଟଗୋଳ କିମ୍ବା ରାସ୍ତା ରୋକ କରି ନୁହେଁ ବରଂ ପରିବା ବିକ୍ରି କରି କିଛିଟା ଭିନ୍ନ ଢଙ୍ଗରେ ପ୍ରତିବାଦ ଜଣାଇଲେ ଓକିଲ ସଂଘ । କଟକ ସ୍ଥିତ "ହାଇକୋର୍ଟ ବାର ଆସୋସିଏସନ" ସମ୍ମୁଖରେ ପରିବା ବିକି ଅଭିନବ ଶୈଳୀରେ ପ୍ରତିବାଦ କଲେ ଆଇନଜୀବୀ । ୧୦ ବର୍ଷରୁ…