Browsing Tag

laxmana nanda saraswaoti

ଚଳଚଞ୍ଚଳ କନ୍ଧମାଳ ଜଲେଶପଟା ଓ ଚକାପାଦ ଆଶ୍ରମ : ଆଜି ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ଦଶମ ଶ୍ରାଦ୍ଧ ବାର୍ଷିକୀ

କନ୍ଧମାଳ (କେନ୍ୟୁଜ୍) : ଆଜି ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ଦଶମ ଶ୍ରାଦ୍ଧ ବାର୍ଷିକୀ । ଚଳଚଞ୍ଚଳ କନ୍ଧମାଳ ଜିଲ୍ଲା ଜଲେଶପଟା ଓ ଚକାପାଦ ଆଶ୍ରମ । ସ୍ୱାମୀଜୀଙ୍କ ଶ୍ରାଦ୍ଧ ବାର୍ଷିକୀ ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଏହି ଅବସରରେ ଆଜି ଆଶ୍ରମ ପରିସରରେ ଶାନ୍ତି ଶୋଭାଯାତ୍ରା, ହୋମ…