Browsing Tag

laxmi bilas bank

ଦେବାଳିଆ ସ୍ଥିତିରେ ଆଉ ଏକ ଘରୋଇ ବ୍ଯାଙ୍କ, ୨୫ ହଜାର ଟଙ୍କାରୁ ଅଧିକ ଟଙ୍କା ଉଠାଇପାରିବେନି ଗ୍ରାହକ

ଲକ୍ଷ୍ମୀ ବିଳାସ ବ୍ଯାଙ୍କ ସ୍ଥିତି ଏବେ ବେଶ ଖରାପ ହୋଇପଡିଛି। ଘରୋଇ ସେକ୍ଟରରେ ଆଉ ଏକ ସଂକଟଗ୍ରସ୍ତ ବ୍ୟାଙ୍କକୁ ଆରବିଆଇ ମୋରାଟୋରିୟମ ତାଲିକାରେ ସାମିଲ କରିଛନ୍ତି। ଲକ୍ଷ୍ମୀ ବିଳାସ ବ୍ୟାଙ୍କ ଉପରେ ନଭେମ୍ଵର ୧୬ରୁ କଟକଣା ଲାଗୁ କରାଯାଇଛି। ଏଥିସହ ଖାତାଧାରୀ ବର୍ତ୍ତମାନ ଉକ୍ତ ବ୍ୟାଙ୍କରୁ ୨୫…