Browsing Tag

laxmi ratan shukla”s wife

ପୂର୍ବତନ କ୍ରିକେଟର୍ ଓ ପଶ୍ଚିମ ବଙ୍ଗ କ୍ରୀଡ଼ା ମନ୍ତ୍ରୀ ଲକ୍ଷ୍ମୀ ରତନ ଶୁକ୍ଳାଙ୍କ ପତ୍ନୀ କରୋନା ପଜିଟିଭ୍‌

କୋଲକାତା : ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟ୍ ଖେଳାଳି ତଥା ବର୍ତ୍ତମାନ ପଶ୍ଚିମବଙ୍ଗର କ୍ରୀଡ଼ା ରାଷ୍ଟ୍ର ମନ୍ତ୍ରୀ ଲକ୍ଷ୍ମୀରତନ ଶୁକ୍ଳାଙ୍କ ପତ୍ନୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ତେଣୁ ତାଙ୍କର ପୂରା ପରିବାର ଏବେ କ୍ୱାରେଣ୍ଟାଇନ୍‌ରେ । ବଙ୍ଗଳା ରଣଜୀ ଦଳର ପୂର୍ବତନ ଅଧିନାୟକ ଲକ୍ଷ୍ମୀ…