Browsing Tag

laxmipur bdo dismissed

ଚାକିରିରୁ ବରଖାସ୍ତ ହେଲେ ଲକ୍ଷ୍ମୀପୁର ବିଡିଓ ଦିଲୀପ କୁମାର ପଟ୍ଟନାୟକ

କୋରାପୁଟ (କେନ୍ୟୁଜ୍‌) : ଏମିତି କିଛି କାମ କଲେ ଯେ ସରକାର ତାଙ୍କୁ ଏକାଥରେ ଚାକିରିରୁ ବରଖାସ୍ତ କରିଦେଲେ । ସେ ହେଉଛନ୍ତି କୋରାପୁଟ ଲକ୍ଷ୍ମୀପୁର ବ୍ଲକ୍‌ର ବିଡିଓ ଦିଲୀପ ପଟ୍ଟନାୟକ । ତାଙ୍କୁ ବରଖାସ୍ତ କରାଯାଇଥିବା ସମ୍ପର୍କରେ ରାଜ୍ୟ ସରକାରଙ୍କ ତରଫରୁ ଚିଠି ଆସିଛି । ପୁରୀ ଜିଲ୍ଲା…