Browsing Tag

leader dead

୫ ଦିନ ହେଲାଣି ଦୁବାଇରେ ମୃତ୍ୟୁ, କିନ୍ତୁ ଆଜି ଯାଏ ଘରକୁ ଫେରିନି ମୃତ ଦେହ

ଗଞ୍ଜାମ(କେନ୍ୟୁଜ୍): ୫ ଦିନ ହେଲାଣି ଦୁବାଇରେ ମୃତ୍ୟୁ ହେଲାଣି। କିନ୍ତୁ ଆଜି ଯାଏ ମୃତ ଦେହ ଘରକୁ ଫେରିନି। ଯାହାକୁ ନେଇ ପରିବାର ଲୋକଙ୍କ ମଧ୍ୟରେ ଉଦ୍‌ବେଗ। ଗଞ୍ଜାମ ଖଲ୍ଲିକୋଟ ବ୍ଲକ କୈଠଡ଼ାର ଜୟ ଦଳେଇଙ୍କର ଗତ ୧୬ ତାରିଖରେ ଦୁବାଇରେ ମୃତ୍ୟୁ ହୋଇଥିଲା। ଜୟଙ୍କ ଶବ ଶୀଘ୍ର କିପରି ଫେରିବ ସେ…