Browsing Tag

leaflet

ମାନବବାଦ ସଂଗଠନର ଶପଥପାଠ ପତ୍ର, ପଢନ୍ତୁ କିଭଳି ନୀରିହ ଜନତାଙ୍କ ମନରେ ହିଂସା ଓ ଘୃଣାର ବିଷ ଭରୁଥିଲା ମାନସ ଦାସ

କେନ୍ୟୁଜ୍(ବ୍ୟୁରୋ):କେନ୍ୟୁଜ୍ ହାତରେ ଲାଗିଛି ରାଷ୍ଟ୍ରୀୟ ସାମାଜିକ ନ୍ୟାୟ ମଞ୍ଚର ଲିଫ୍‌ଲେଟ । ଯେଉଁ ଲିଫଲେଟରେ ରହିଛି ସଙ୍ଗଠନରେ ସଦସ୍ୟଙ୍କ ପାଇଁ ଶପଥ ପାଠ । ଲିଫଲେଟରେ ଅଜବ ଅଜବ ଲେଖାଯାଇଛି । ‘ମୋ ସମାଜର ପରମ ଶତ୍ରୁ ଆର୍ଯ୍ୟ’ ବୋଲି ଉଲ୍ଲେଖ ରହିଛି । ଦୀର୍ଘ ଦିନ ହେଲା ଏମିତି…