Browsing Tag

leaking gas

ଥମୁନି ଆସାମର ତୈଳ କୂପରେ ଲାଗିଥିବା ନିଆଁ: ପ୍ରଭାବିତ ହେଲେଣି ସାତ ହଜାର ଲୋକ, ମିଳିଲା ୨ଜଣଙ୍କ ମୃତ ଶରୀର

ଆସାମ୍‌ : ଆସାମ୍‌ ତିନ୍‌ ସୁକିଆ ଜିଲ୍ଲାର ବାଗ୍‌ଜାନ୍‌ରେ ଥିବା ଅଏଲ୍‌ ଇଣ୍ଡିଆ ଲିମିଟେଡ୍‌ର ତୈଳ କୂପରେ ଗତ ଦୁଇ ଦିନ ହେବ ଭିଷଣ ଭାବରେ ନିଆଁ ଲାଗିଥିବା ଜଣାଯାଇଛି । ମଙ୍ଗଳବାର ଘଟିଥିବା ଏହି ଅଗ୍ନିକାଣ୍ଡ ଥମିବାର ନା ନେଉନି । ନିଆଁ ଯୋଗୁ ତୈଳ କୂପରୁ ପ୍ରବଳ ଭାବରେ କଳା ଧୂଆଁ ବାହାରୁଥିବା…