Browsing Tag

leap year

ଆଜି February ୨୯ : ପ୍ରତି ଚାରିବର୍ଷରେ ଥରେ କାହିଁକି ପଡେ ୨୯ ଦିନ, ଯଦି ଏହି ଦିନ ନ ଆସିବ ତେବେ କଣ ହେବ?

ଆପଣ ତ ଜାଣିଥିବେ ଯେ ଚଳିତ ବର୍ଷ ଅର୍ଥାତ ୨୦୨୦ ଏକ ‘ଲିପ୍‌ ଇୟର’ ଅଟେ। ଅର୍ଥାତ ଏହି ବର୍ଷ ଫେବୃୟାରୀରେ ୨୯ ଦିନ ରହିଛି। ଆଉ ଆଜି ହେଉଛି ଫେବୃୟାରୀ ୨୯। ଲିପ୍‌ ଇୟରରେ ଅନ୍ୟ ବର୍ଷ ତୁଳନାରେ ଗୋଟେ ଦିନ ଅଧିକ ରହିଥାଏ। କିନ୍ତୁ କଣ ଆପଣ ଜାଣନ୍ତି ଏମିତି କାହିଁକି ହୋଇଥାଏ? ଆମ କ୍ୟାଲେଣ୍ଡରରେ…