Browsing Tag

Lebanese capital beirut

ଲେବାନନ୍‌ ରାଜଧାନୀ ବିରଟରେ ଭୟଙ୍କର ବିସ୍ଫୋରଣ: ୭୦ରୁ ଅଧିକ ଲୋକଙ୍କ ମୃତ୍ୟୁ, ୪ହଜାରରୁ ଉର୍ଦ୍ଧ୍ବ ଆହତ

ବିରଟ: ଲେବାନନ୍‌ ରାଜଧାନୀ ବିରଟରେ ବିସ୍ଫୋରଣ । ସହରର ବନ୍ଦର ଅଞ୍ଚଳରେ ଏହି ଭୟଙ୍କର ବିସ୍ଫୋରଣ ଘଟିଥିବା ଜଣାପଡିଛି । ବିସ୍ଫୋରଣରେ ୭୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି। ପ୍ରାୟ ୪ହଜାରରୁ ଅଧିକ ଆହତ ହୋଇଛନ୍ତି। ବିସ୍ଫୋରଣ ପରେ ଆକାଶ ଧୂଆଁରେ ଆଚ୍ଛାଦିତ ହୋଇଯାଇଥିବା ଦେଖିବାକୁ ମିଳିଥିଲା।…