Browsing Tag

led light

ଏମିତି ଏକ ଗାଁ ବିଂଝାରପୁରର ଶାସନ୍ଦା, ଯେଉଁଠି ଘରେ ଘରେ ଯୋଗାଇ ଦିଆଯାଇଛି ଏଲଇଡି ବଲ୍‌ବ

ଯାଜପୁର ଟାଉନ୍‌ (କେନ୍ୟୁଜ୍): ଘରେ ଘରେ ବିଜୁଳି ଆଲୁଅ । ସେଥିପାଇଁ ସରକାରଙ୍କ ସୌଭାଗ୍ୟ ଯୋଜନା । ଆଉ ଯୋଜନା ମାଧ୍ୟମରେ ଲୋକଙ୍କୁ ଯୋଗାଇ ଦିଆଯାଉଛି ଏଲଇଡି ବଲବ । ଏହି କ୍ରମରେ ଯାଜପୁର ବିଦ୍ୟୁତ ବିଭାଗ ପକ୍ଷରୁ ବିଞ୍ଝାରପୁର ଶାସନ୍ଦା ଗାଁରେ ୩୬୦ ପରିବାରଙ୍କୁ ଯୋଗାଇ ଦିଆଯାଇଛି ବଲବ ।…