Browsing Tag

LED TV

ଘରକୁ କରି ଦିଅନ୍ତୁ ସିନେମା ହଲ୍‌…! ପୂରା ୩୨ ଇଞ୍ଚ୍‌ର ସ୍ମାର୍ଟ ଟିଭି କିଣନ୍ତୁ ମାତ୍ର ୧୧ ହଜାରରେ

ଭାରତରେ ସ୍ମାର୍ଟ ଏଲଇଡି ଟିଭି ବହୁତ ଟ୍ରେଣ୍ଡ କରୁଛି ଏବଂ ଏହାର ଦାମ୍‌ ବି ପୂର୍ବାପେକ୍ଷା ବହୁତ କମି ଯାଇଛି, ଯାହାଫଳରେ ଲୋକେ ବର୍ତ୍ତମାନ ବିନା ଦ୍ୱିଧାରେ ଏହାକୁ କିଣିବାରେ ଲାଗିଛନ୍ତି। କହି ରଖୁଛୁ, ଫ୍ଲିପକାର୍ଟରେ 'ବିଗ୍ ବିଲିୟନ ଡେଡ୍ ସେଲ୍‌' ଆରମ୍ଭ ହେବାକୁ ଆଉ ମାତ୍ର କିଛି ଦିନ ଥିବା…

LED TV କିଣିବାକୁ ଚିନ୍ତା କରୁଛନ୍ତି କି? ତେବେ ଦେଖନ୍ତୁ ଶସ୍ତା, ସୁନ୍ଦର ଏବଂ ମଜବୁତ ଏଲଇଡି ତାଲିକା

ନୂଆଦିଲ୍ଳୀ : ଆଜି ଆମେ ଆପଣଙ୍କ ପାଇଁ ଏପରି ଏଲଇଡ଼ି ଟେଲିଭିଜନ ଆଣିଛୁ ଯାହାର ମୂଲ୍ଯ ୮ହାଜରରୁ କମ ରହିଥିବା ବେଳେ ଏହାର ଡ଼ିସପ୍ଲେ ୨୨ ଇଞ୍ଚ ପର୍ଯ୍ଯନ୍ତ ରହିଛି। ଏହା ଛଡ଼ା ଏଥିରେ ଲାଗିଥିବା ସ୍ପିକର୍ସ ଆପଣଙ୍କୁ ଡ଼ଲବି ସାଉଣ୍ଡର ଅନୁଭବ ଦେବା। ଆସନ୍ତୁ ଜାଣିବା ଏହି ଶସ୍ତା ସୁନ୍ଦର ଟେଲିଭିଜନର କଣ…