Browsing Tag

Leftover Khichdi

ଖେଚୁଡି ବଳିପଡିଥିଲେ ଚିନ୍ତା କରନ୍ତୁ ନାହିଁ, ମାତ୍ର ୧୫ ମିନିଟରେ ବନାନ୍ତୁ ଏମିତି ସ୍ବାଦିଷ୍ଟ କଟଲେଟ୍

ଭାରତୀୟ ବ୍ଯଞ୍ଜନ ମଧ୍ୟରେ ଖେଚୁଡି ସବୁଠାରୁ ହାଲୁକା ଏବଂ ସ୍ବାସ୍ଥ୍ଯ ପାଇଁ ଉତ୍ତମ ଖାଦ୍ୟ ମଧ୍ୟରେ ଅନ୍ଯତମ। କିନ୍ତୁ ଛୋଟ ଠାରୁ ଆରମ୍ଭ କରି ବଡ ପର୍ଯ୍ଯନ୍ତ ଖେଚୁଡି ଖାଇବାକୁ ସମସ୍ତେ ପସନ୍ଦ କରନ୍ତି ନାହିଁ। ଯଦି ଆପଣଙ୍କ ଘରେ ଏଭଳି ପିରସ୍ଥିତି ରହିଥାଏ, ତେବେ ଆପଣଙ୍କ ଏହି ସମସ୍ଯାର ସାମାଧାନ…