Browsing Tag

LEGAL OR ILLEGAL ?

ଗଜପତି ଜିଲ୍ଲାରେ ମୋବାଇଲ ପେଟ୍ରୋଲ ଟାଙ୍କି, ଖୁଚୁରାରେ ଏମିତି ବିକ୍ରି କେବେ ଠାରୁ ?

ପାରଳାଖେମୁଣ୍ଡି (କେନ୍ୟୁଜ୍) : ଗଜପତି ଜିଲ୍ଲା ରାୟଗଡ଼ା ବ୍ଲକର ବିଭିନ୍ନ ଗ୍ରାମରେ ଦେଖିବାକୁ ମିଳୁଛି ଏକ ମୋବାଇଲ ଟ୍ୟାଙ୍କର । ଇଣ୍ଡିଆନ୍ ଅଏଲର ଏଭଳି ବାଟଘାଟରେ କେବେ ଠାରୁ ବୁଲି ବୁଲି ଖୁଚୁରାରେ ତେଲ ବିକିଲାଣି ଜଣା ନାହିଁ । ତେବେ ଏହି ଟ୍ୟାଙ୍କର ତେଲ ଦେଉଥିବାର ଦୃଶ୍ୟ ଆମେ କ୍ୟାମେରାରେ…