Browsing Tag

love marriage

ପ୍ରେମ ବିବାହରେ ବାଧା ଉପୁଜୁଥିଲେ ଗୁରୁବାର ଦିନ ଆପଣାନ୍ତୁ ଏହି ଟିପ୍ସ, ଦୂର ହେବ ସବୁ ସମସ୍ୟା

ଆଜିକାଲି ଅଧିକାଂଶ ଯୁବକ ଯୁବତୀ ପ୍ରେମ ବିବାହ କରିବାକୁ ପସନ୍ଦ କରୁଛନ୍ତି । ପ୍ରକୃତ ପ୍ରେମ ମିଳିବାକୁ ଭାଗ୍ୟର କଥା ଭାବରେ ଧରାଯାଏ । କିନ୍ତୁ ଯଦି ବି କେବେ ବ୍ୟକ୍ତିଙ୍କୁ ପ୍ରକୃତ ପ୍ରେମ ମିଳିଯାଏ ବିବାହ ନେଇ ଘର ଲୋକେ ସହମତି ଦେଇନଥାନ୍ତି । ଏମିତି ହୋଇ ବିବାହକୁ ସଫଳ ରୂପ ଦେବାରେ ଅନେକ…

ଘର କାମ କରିବାକୁ ଆସୁଥିବା ମିସ୍ତ୍ରୀ ମାଲିକ ଝିଅକୁ ନେଇ ଫେରାର, ଭିଡିଓ କରି କହିଲା ଆମେ ଦୁଇ ପ୍ରେମପକ୍ଷୀ

ଭଞ୍ଜନଗର (କେନ୍ୟୁଜ୍): ଆଜିକାଲି ନିତିଦିନିଆ ହୋଇଗଲାଣି , ନିଖୋଜ , ଅପହରଣ , ବିଚାରହୀନ ପ୍ରେମ ଓ ପ୍ରେମ ବିବାହ  ଘଟଣା । କିଏ ସଫଳ ହେଉଛି ତ’ , ଆଉକିଏ ବିଫଳ । ପୁଣି କିଏ ଆଇନତଃ ସ୍ବୀକୃତି ପାଉଛି ତ କିଏ ସାମାଜିକ ଅଧିକାର ମଧ୍ୟ ପାଉଛି । ଆଉ କେହି ସବୁ ସମ୍ପର୍କ ଠାରୁ ଛିଟିକି ପଡୁଛି ।…

ପ୍ରେମ, ପ୍ରତାରଣା ତାପରେ ବିବାହ: ସବୁ ପୁରୁଣା କଥାକୁ ଭୁଲି ସାତ ଜନ୍ମର ସାଥୀ ହେଲେ ଭିନ୍ନ ଭିନ୍ନ ଧର୍ମର ଦୁଇ…

ବାଲେଶ୍ୱର: ପ୍ରେମ, ପ୍ରତାରଣା ତାପରେ ବିବାହ । ନା ବାଜିଲା ବାଜା ରୋଷଣୀ, ନା ଯାଇଥିଲେ ବନ୍ଧୁବାନ୍ଧବ । ତଥାପି ବିବାହ ବନ୍ଧନରେ ଆବଦ୍ଧ ହେଲେ ୨ ପ୍ରେମୀ ଯୁଗଳ । ଦିନେ ପରିବାରର ଅସମ୍ମତି ଯୋଗୁଁ ଥାନାକୁ ଯାଇଥିବା ପ୍ରେମ ଆଜି ବିବାହ ମଣ୍ଡପରେ ସମାଧାନ ହେଇଛି । ବାଲେଶ୍ୱର ସହରରେ ଏଭଳି ଘଟଣା…

ପ୍ରେମ ବିବାହକୁ ବିରୋଧ କରୁଛନ୍ତି କି ବାପା-ମା’? ଏହି ଉପାୟରେ ତାଙ୍କୁ ମନାନ୍ତୁ…

ସମୟ ସହ ଲୋକଙ୍କ ଚିନ୍ତାଧାରାରେ ମଧ୍ୟ ପରିବର୍ତ୍ତନ ଘଟିଛି। ଖାସ୍‌ କରି ବିବାହକୁ ନେଇ ପୂର୍ବରୁ ଲୋକଙ୍କ ମନରେ ଥିବା ଭ୍ରାନ୍ତଧାରଣା ଏବେ ବଦଳିବାରେ ଲାଗିଛି। ଲୋକମାନେ ପୂର୍ବରୁ ଆରେଞ୍ଜ ମ୍ୟାରେଜ୍‌କୁ ପ୍ରାଧାନ୍ୟ ଦେଉଥିବା ବେଳେ ଏବେ ଲଭ୍‌ ମ୍ୟାରେଜ୍‌କୁ ବି ଗ୍ରୀନ୍‌ ସିଗ୍‌ନାଲ…

ନିମାପଡ଼ା : ସଂଗରୋଧ କେନ୍ଦ୍ରରେ ବିବାହ ବନ୍ଧନରେ ବାନ୍ଧି ହେଲେ ପ୍ରେମୀ ଯୁଗଳ, ଫେରିଥିଲେ ସୁରତ୍‌ରୁ

ଗୋପ: ପୁରୀ ଜିଲ୍ଲା ନିମାପଡା ବ୍ଳକ୍ ଶଗଡା ପଞ୍ଚାୟତର ସଂଗରୋଧ କେନ୍ଦ୍ରରେ ଥିବା ଏକ ପ୍ରେମୀ ଯୁଗଳଙ୍କ ବିବାହ ଅନୁଷ୍ଠିତ ହୋଇଛି । ସୂଚନା ଅନୁଯାୟୀ ଶଗଡା ଗ୍ରାମର ସୌରଭ ଦାସ ଗତ ବର୍ଷ ଡେରାଙ୍ଗ ଘୋରଡିଆ ଗ୍ରାମର ପିଙ୍କି ଦାସଙ୍କୁ ଭଲପାଇ ସୁରତ ନେଇ ପଳାଇଥିଲେ । ହେଲେ କରୋନା ଲକ୍ ଡାଉନ୍…

ପ୍ରେମିକାକୁ ଭେଟିବାକୁ ଆସି ଲକ୍‌ଡାଉନରେ ଫସିଲେ ପ୍ରେମିକ, ଶେଷରେ ଗାଁ ମନ୍ଦିରରେ ହେଲା ଉଭୟଙ୍କ ବିବାହ

ସୁବର୍ଣ୍ଣପୁର: ପ୍ରେମିକାକୁ ଭେଟିବାକୁ ଆସି ଲକ୍‌ଡାଉନରେ ଫସିଲେ ପ୍ରେମିକ । ଏଭଳି ଏକ ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଳା ବୀରମହାରାଜପୁର ଥାନା ଦାଦରପାଲି ଗାଁରେ ।  ସୂଚନା ଅନୁଯାୟୀ ଉଲୁଣ୍ଡା ଥାନା ଗଇଲଗୁଡି ଗାଁର କାର୍ତ୍ତିକ ଝାଙ୍କର ଗତକାଲି ଦୁର୍ଜନତଇଲା ପଞ୍ଚାୟତ ଦାଦରପାଲି ଗାଁକୁ ନିଜ…

ବର୍ଷକର ପ୍ରେମ ସମ୍ପର୍କ ଜାଣିବା ପରେ ଝିଅକୁ ପଠାଇଦେଲେ ପ୍ରେମିକ ଘରକୁ, ଆଉ ତା’ପରେ ଘଟିଗଲା ଏଭଳି ଘଟଣା

ବର୍ଷକର ପ୍ରେମ ସମ୍ପର୍କ ଜଣାପଡ଼ିବା ପରେ ଯେବେ ଯୁବତୀଙ୍କ ଗାଁରେ ପଞ୍ଚାୟତ ବସିଲା, ସେତେବେଳେ ଯୁବତୀଙ୍କୁ ତାଙ୍କ ପ୍ରେମିକ ଘରେ ରହିବା ପାଇଁ ନିଷ୍ପତ୍ତି ଶୁଣାଯାଇଥିଲା। ଆଉ ଯେତେବେଳେ ଝିଅର ପରିବାର ଲୋକେ ପ୍ରେମିକ ଘରେ ଯାଇ ପହଞ୍ଚିଥିଲେ, ସେଠି ଦେଖିବାକୁ ପାଇଥିଲେ ଝିଅର ମୃତଦେହ। ସୁଯୋଗ…

ବିବାହ ପରେ ସାଥୀଙ୍କ କାନରେ କୁହନ୍ତୁ ଏହି କଥା, ବଢ଼ିଯିବ ପ୍ରେମ

ପ୍ରେମରେ ପଡ଼ିବା ବହୁତ ସହଜ, ହେଲେ ତାକୁ ନିଭାଇବା ଭାରି କଷ୍ଟ। ଅନେକ ସମୟରେ ଦେଖାଯାଏ କି କେତେଜଣ ତାଙ୍କ ସାଥୀଙ୍କୁ ସର୍ବଦା ଭଲ ପାଇବା ଦେଇଥାଆନ୍ତି। କିନ୍ତୁ ଯେତେବେଳେ ନିଭାଇବା କଥା ଉଠେ, ସେତେବେଳେ ହାତ ଛାଡ଼ିବା ପାଇଁ ବେଶି ସମୟ ଲାଗି ନ ଥାଏ। ବିବାହ ଭଳି ଏକ ପବିତ୍ର ସମ୍ପର୍କରେ…

ଟ୍ରାଫିକ୍ ନିୟମର ଉଲ୍ଲଙ୍ଘନ କରିବା ପ୍ରେମୀ ଯୁଗଳଙ୍କ ପାଇଁ ପାଲଟିଲା ଆଶୀର୍ବାଦ, ଘରେ ଚାଲାଣ ପାଇବା ପରେ ପରିବାର ଲୋକେ…

ଗୁଜୁରାଟ: ଗୁଜୁରାଟରେ ଟ୍ରାଫିକ୍ ନିୟମ ଭାଙ୍ଗିଥିବା ଏକ ପ୍ରେମୀ ଯୁଗୋଳଙ୍କ ପାଇଁ ବିବାହର କାରଣ ପାଲଟିଛି । ସୂଚନା ଅନୁଯାୟୀ ଏହି ପ୍ରେମୀ ଯୁଗୋଳ ବାଇକରେ ଯାଉଥିଲେ । ସେହି ସମୟରେ ସେମାନେ ଟ୍ରାଫିକ୍ ନିୟମ ଅବମାନନା କରିଥିଲେ । ଯାହାଫଳରେ ଟ୍ରାଫିକ୍ ପୋଲିସ୍ ନିମୟ ଉଲ୍ଲଙ୍ଘନ କରିବା କାରଣକୁ…