Browsing Tag

love sex dhoka

ବିବାହର ପ୍ରଲୋଭନ ଦେଖାଇ ଲିଭ୍ ଇନ୍ ରିଲେସନ୍ ତାପରେ ମିଳିଲା ଧୋକା, ଏବେ ପ୍ରେମିକଙ୍କ ଘର ଆଗରେ ଧାରଣାରେ ଯୁବତୀ

ମାହାଙ୍ଗା(କେନ୍ୟୁଜ): ପ୍ରେମରେ ପ୍ରତାରଣା। ବିବାହର ପ୍ରଲୋଭନ ଦେଖାଇ ଲିଭ୍ ଇନ୍ ରିଲେସନ, ଭିଡିଓକଲ, ଅଡିଓକଲ ସହ 80ହଜାର ଟଙ୍କା ଧାର ନେବାପରେ ଯୁବତୀ ଜଣଙ୍କୁ ଯୁବକ କଲା ପ୍ରତାରଣା । ବିବାହର ପ୍ରତିଶୃତି ଦେଇ ଜୈନିକା ଯୁବତୀଙ୍କ ସର୍ବସ୍ୱ ନେବାପରେ ଅନ୍ୟତ୍ର ବିବାହ ପାଇଁ ଯୋଜନା କରୁଥିବା…

ପ୍ରଥମେ ଭଲ ପାଇଲା, ପରେ ଶାରୀରିକ ସମ୍ପର୍କ ପରେ ଧୋକା ଦେଲା ପ୍ରେମିକ

ସୋର(କେନ୍ୟୁଜ): ଲଭ, ସେକ୍ସ ଆଉ ଧୋକା । ପ୍ରଥମେ ଭଲ ପାଇଲା, ପରେ ଶାରୀରିକ ସମ୍ପର୍କ ପରେ ଧୋକା ଦେଲା ପୁଅ । ଏମିତି ଏକ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଖଇରା ନଟପଡା ଗାଁରେ । ନଟପଡା ଗାଁର ନରେନ୍ଦ୍ର ବିଦାନ୍ତ ମୁମ୍ବାଇରେ ଏକ ଘରୋଇ କମ୍ପାନିରେ କାମ କରୁଥିଲେ । ସେଠାରେ ତାଙ୍କର ରାୟଗଡା…

ପୁଣି ପ୍ରେମ ପ୍ରତାରଣା: ବିବାହିତ ପ୍ରେମିକଙ୍କ ଘର ଆଗରେ ୭ ମାସର ଗର୍ଭବତୀ ପ୍ରେମିକାର ଧାରଣା

ନବରଙ୍ଗପୁର(କେନ୍ୟୁଜ୍): ବିବାହିତ ପ୍ରେମିକର ଘର ସମ୍ମୁଖରେ ୭ ମାସ ଗର୍ଭବତୀ ପ୍ରେମିକାର ଧାରଣା । ଏଭଳି ଘଟଣା ଦେଖବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ଥାନା ଘାଟଗୁଡ଼ା ପଂଚାୟତ ଅନ୍ତର୍ଗତ ଛତ୍ରବର ଗ୍ରାମରେ। ପ୍ରକାଶଯୋଗ୍ୟ ଯେ ଛତ୍ରବର ଗାଁର ଲାଜର ଖରା ନାମକ ଜଣେ ବିବାହିତ…

ରାଜଧାନୀରେ ପୁଣି ଲଭ ସେକ୍ସ ଧୋକା ଅଭିଯୋଗ: ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଭାଇରାଲ କରି ଗିରଫ ହେଲା ପ୍ରେମିକ

ଭୁବନେଶ୍ବର(କେନ୍ୟୁଜ୍): ରାଜଧାନୀରେ ପୁଣି  ଲଭ ସେକ୍ସ ଧୋକା ଅଭିଯୋଗ । ପ୍ରତିଶୋଧ ପାଇଁ ଭିଡିଓ ଭାଇରାଲ କରି ଗିରଫ ହେଲା ଅଭିଯୁକ୍ତ ପ୍ରେମିକ । ଅଭିଯୁକ୍ତ ସିତେଶ କୁମାର ପ୍ରଧାନଙ୍କୁ ଗିରଫ କଲା ସହିଦନଗର ଥାନା ପୋଲିସ । ଅଭିଯୋଗ ଅନୁସାରେ ସିତେଶ ଅଢ଼େଇ ବର୍ଷ ହେବ ଜଣେ ଯୁବତୀଙ୍କ ସହିତ…

ଦୁଇ ବର୍ଷ ପୂର୍ବେ ଘରୁ ପଳାଇଥିଲେ ଉଭୟେ: ଏବେ ମିଳୁନି ପ୍ରେମିକାର ପତ୍ତା, ପ୍ରେମିକ ଥାନାରେ ଅଟକ

ବାଂଶପାଳ(କେନ୍ଯୁଜ୍): ପୁଅ ଆଉ ଝିଅ ଅଲଗା ଜାତିର ଥିଲେ। ହେଲେ ଗଢି ଉଠିଥିଲା ପ୍ରେମ ସମ୍ପର୍କ। ହେଲେ ୨ ବର୍ଷ ପୂର୍ବେ ଉଭୟେ ବାହା ହେବା ପାଇଁ ଘର ଛାଡିଥିଲେ। ପ୍ରାୟ ବର୍ଷେ ରୁ ଅଧିକ ସମୟ ଧରି ଝିଅର ସମ୍ପର୍କୀୟଙ୍କ ଘରେ ରହିଥିଲେ। ଏହା ପରେ ଠିକ୍ ବର୍ଷେ ପରେ ଘରକୁ ଫେରିଥିଲେ । କିନ୍ତୁ ଅଧା…

ପୁଣି ଲଭ୍-ସେକ୍ସ-ଧୋକା : ଖୋଜି ଖୋଜି ଉତ୍ତରପ୍ରଦେଶରୁ ଓଡ଼ିଶା ପହଂଚିଲେ ସ୍ତ୍ରୀ

ଯାଜପୁର ଟାଉନ୍(କେନ୍ଯୁଜ୍): ସାତ ଜନ୍ମର ସାଥି ହେବା ନେଇ ପରସ୍ପରକୁ ଦେଇଥିଲେ ପ୍ରତିଶୃତି। ମନ୍ଦିରରେ ପୁରୋହିତଙ୍କ ଉପସ୍ଥିତିରେ ସିନ୍ଦୁର ପିନ୍ଧି ଯେଉଁ ସ୍ବାମୀକୁ ନିଜର ଇହ କାଳ ପର କାଳର ଦେବତା ରୂପେ ବାଛି ନେଇଥିଲେ, ଆଜି ସେ ଧୋକା ଦେଇ ଚମ୍ପଟ ମାରିଛି । ଆଉ ଶେଷରେ ସୁଦୂର…

କେନ୍ଦୁଝର: ପ୍ରେମିକାକୁ ୭ ମାସର ଗର୍ଭବତୀ କରି ପ୍ରେମିକ ଫେରାର୍

କେନ୍ଦୁଝର(କେନ୍ଯୁଜ୍): ପ୍ରେମିକାକୁ ୭ ମାସର ଗର୍ଭବତୀ କରି ପ୍ରେମିକ ଫେରାର। କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଅଞ୍ଚଳରୁ ଏହି ଅଭିଯୋଗ ଆସିଛି। ପୀଡିତାଙ୍କ ପରିବାର ଲୋକେ ଥାନାରେ ଲିଖିତ ଅଭିଯୋଗ କରିବା ପରେ ତଦନ୍ତ ଜାରି ରହିଛି। ଯୁବକ ଜଣକ ବିବାହର ପ୍ରତିଶ୍ରୁତି ଦେଇ ପୀଡିତାଙ୍କ ସହ ଶାରୀରିକ…

ପୁଣି ସାମ୍‌ନାକୁ ଆସିଲା ଲଭ୍‌ ସେକ୍ସ ଧୋକାର କାହାଣୀ: ଗର୍ଭବତୀ ପ୍ରେମିକା ଏବେ ଥାନାର ଦ୍ବାରସ୍ଥ

ଯାଜପୁର(କେନ୍ଯୁଜ୍): ଯାଜପୁରରୁ ପୁଣି ସାମ୍‌ନାକୁ ଆସିଲା ଲଭ୍‌ ସେକ୍ସ ଧୋକାର କାହାଣୀ। ବାଲିଚନ୍ଦ୍ରପୁର ଥାନା ଅଞ୍ଚଳରୁ ଆସିଛି ଅଭିଯୋଗ। ନଳିପୁର ଗାଁର ଜଣେ ଯୁବତୀଙ୍କୁ ପଡ଼ୋଶୀ ଯୁବକ ସାଦତ ଖାଁ ୫ବର୍ଷ ଧରି ଭଲ ପାଇଆସୁଥିଲେ। ବିବାହର ପ୍ରତିଶ୍ରୁତି ଦେଇ ଶାରିରୀକ ସଂପର୍କ ରଖିବା ପରେ ଗର୍ଭବତୀ…

ଲଭ-ସେକ୍ସ-ଧୋକ୍କା: ସହିନପାରି ନିଜ ହାତ କାଟି ଯୁବତୀଙ୍କ ଆତ୍ମହତ୍ୟା ଉଦ୍ଯମ

ସୋର: ଲଭ-ସେକ୍ସ-ଧୋକ୍କା । ପ୍ରଥମେ ପ୍ରେମ, ଶାରୀରିକ ସମ୍ପର୍କ ପରେ ପ୍ରତାରଣା । ବାଲେଶ୍ୱର ଜିଲ୍ଲା ଖଇରା ଥାନା ଉଦେଇପୁର ଗାଁରୁ ଆସିଛି ଏଭଳି ଅଭିଯୋଗ । ଗାଁର ଜଣେ ୨୧ବର୍ଷୀୟ ଯୁବତୀଙ୍କ ସହ ସେହି ଗାଁର ଶ୍ରୀକାନ୍ତ ଦାସଙ୍କ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଶ୍ରୀକାନ୍ତ ଯୁବତୀଙ୍କୁ…

ରାଜଧାନୀରେ ପୁଣି  ଲଭ ସେକ୍ସ ଧୋକ୍କାର ଅଭିଯୋଗ, ସହିଦ ନଗର ଥାନାରେ ମାମଲା

ଭୁବନେଶ୍ବର(କେନ୍ୟୁଜ୍): ରାଜଧାନୀରେ ପୁଣି  ଲଭ ସେକ୍ସ ଧୋକ୍କାର ଅଭିଯୋଗ। ସହିଦନଗର ଥାନାରେ ହୋଇଛି ମାମଲା। ଅଭିଯୋଗ ମୁତାବକ ଜନୈକା ଯୁବତୀ  ଭୁବନେଶ୍ବର ନୟାପଲ୍ଲୀ ଗଡ଼ ସାହିରେ ରୁହନ୍ତି। ସେ କୌଣସି ଏକ ବେସରକାରୀ ସଂସ୍ଥାରେ କରୁଥିବାରୁ ପ୍ରତିଦିନ ବସରେ ଯିବା ଆସିବା କରନ୍ତି।  ବସରେ ଯିବା…

ପୁଣି ଲଭ୍‌, ସେକ୍ସ ଓ ଧୋକା: ଗର୍ଭବତୀ ଥିବା ପ୍ରେମିକାକୁ ଛାଡି ରସିକିଆ ପ୍ରେମିକ ଫେରାର୍

ଯାଜପୁର ଟାଉନ: ପୁଣି ଲଭ୍‌, ସେକ୍ସ ଓ ଧୋକାକୁ ନେଇ ଆଉ ଏକ ଘଟଣା ସାମ୍ନାକୁ ଆସିଛି । ପ୍ରଥମେ ଭଲପାଇବା, ତାପରେ ବିବାହର ପ୍ରତିଶ୍ରୁତି ଆଉ ତାପରେ ଶାରୀରିକ ସମ୍ପର୍କ। ପୁଣି ଏଭଳି ଏକ କରୁଣ କାହାଣୀ ଆସିଛି ଯାଜପୁର ଜିଲା ବିଂଝାରପୁର ଥାନା ଅଳକୁଣ୍ଡ ଅଂଚଳୁ। ଏହି ଅଞ୍ଚଳର ଜନୈକ ଯୁବତୀଙ୍କ ସହିତ…

ଲଭ୍‌-ସେକ୍ସ-ଧୋକା : ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖି ଯୁବକ ଫେରାର

ଭଦ୍ରକ (କେନ୍ୟୁଜ) : ଯୁବତୀଙ୍କୁ ବିବାହର ପ୍ରତିଶ୍ରୁତି ଦେବା ସହ ଶାରୀରିକ ସମ୍ପର୍କ ରଖି ଯୁବକ ଫେରାର । ଭଦ୍ରକ ବନ୍ତ ଅଞ୍ଚଳରୁ ଆସିଛି ଏଭଳି ଅଭିଯୋଗ । ଏନେଇ ଯୁବତୀ ଜଣକ ବନ୍ତ ଥାନାରେ ଅଭିଯୋଗ କରିବା ସହ ଏସପିଙ୍କୁ ଭେଟି ନ୍ୟାୟ ଦାବି କରିଛନ୍ତି । ସମ୍ପୃକ୍ତ ଯୁବକକୁ ତୁରନ୍ତ ଗିରଫ କରିବା…