Browsing Tag

love story

ନିଜ ଝିଅର ଘର ଉଜାଡି ଦେଲା ମା’, ହାଟରେ ପଡି ଦାଣ୍ଡରେ ଗଡୁଛି ଶାଶୁ ଜ୍ୱାଇଁଙ୍କ ପ୍ରେମ ସମ୍ପର୍କ

ରାଜସ୍ଥାନ ବାଡମେର ଜିଲ୍ଲାରେ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି  । ଜଣେ ମା' ନିଜ ଝିଅର ଘର ଉଜାଡି ଦେଇଛନ୍ତି  । ଆଶ୍ଚର୍ଯ୍ୟ ହେବେ ନିଜ ଝିଅର ସ୍ୱାମୀକୁ ନେଇ ଭାଗୀ ଯାଇଛନ୍ତି ଶାଶୁ  । ଶାଶୁ ଓ ଜ୍ୱାଇଁଙ୍କ ମଧ୍ୟରେ ଦୀର୍ଘ ଏକ ବର୍ଷ ଧରି ଅବୈଧ ସମ୍ବନ୍ଧ ଥିବା ନେଇ ଜଣାଯାଇଛି  ।…

ପ୍ରେମ ଆଗରେ ହାର ମାନିଲା ରୁଷ- ୟୁକ୍ରେନ ଯୁଦ୍ଧ ସ୍ଥିତି, ପ୍ରେମିକକୁ ଭେଟିବାକୁ ସାତ ସମୁଦ୍ର ପାର କରି ଆସିଲେ…

କୁହାଯାଏ ପ୍ରେମ ଶାଶ୍ୱତ ଓ ଚିରନ୍ତନ ।  ପ୍ରେମ କେମିତି, କାହା ସହିତ, କେଉଁ ପରିସ୍ଥିତିରେ ହେବ ତାହା ହୁଏତ କେହି କହିପାରିବେ ନାହିଁ ।  ପ୍ରେମ ଏମିତି ଏକ ଜିନିଷ ଯାହା କୌଣସି ଦେଶର ସୀମା, ଯୁଦ୍ଧର ଭୟଙ୍କର ସ୍ଥିତି, ଶତ୍ରୁ ପକ୍ଷର କଟାକ୍ଷ ନଜର ଆଦିକୁ ମଧ୍ୟ ମାନେ ନାହିଁ ।  ନିଜ ପ୍ରେମକୁ…

ପ୍ରେମର ନିଆରା ଉଦାହରଣ; ୬୭ ବର୍ଷୀୟା ବୃଦ୍ଧାଙ୍କୁ ପ୍ରେମ କରିବସିଲେ ୨୮ ବର୍ଷୀୟ ଯୁବକ

ପ୍ରେମ କାହାକୁ, କେମିତି, କାହା ସହିତ ହେବ ସେବିଷୟରେ ହୁଏତ କେହି କହିପାରିବେ ନାହିଁ  । ଆଉ ଏମିତିରେ କହିବାକୁ ଗଲେ ପ୍ରେମ ଅନ୍ଧ  । ଏମିତିକି ପ୍ରେମ ସାମ୍ନାରେ ବୟସ, ଜାତି, ଧର୍ମ, ବର୍ଣ୍ଣ ଆଦି ବି କିଛି ମାନେ ରଖେନାହିଁ  । ଏମିତି ହିଁ ଏକ ପ୍ରେମ କାହାଣୀ ଏବେ ନଜରକୁ ଆସିଛି  । ଯାହା…

ସାଉଥ ପରେ ଏବେ ବଲିଉଡରେ ଡେବ୍ୟୁ ଦେଖାଇବେ ଐଶ୍ୱର୍ଯ୍ୟା ରଜନୀକାନ୍ତ, ଲଭ୍ ଷ୍ଟୋରୀ ଫିଲ୍ମ ଉପରେ କରିବେ କାମ

ସୁପରଷ୍ଟାର ରଜନୀକାନ୍ତଙ୍କ ଝିଅ ଐଶ୍ୱର୍ଯ୍ୟା ରଜନୀକାନ୍ତ ସାଉଥ ଇଣ୍ଡଷ୍ଟ୍ରିର ଜଣେ ଲୋକପ୍ରିୟ ନିର୍ଦ୍ଦେଶକ ଏବଂ ଗାୟିକା। ଏବେ ଐଶ୍ୱର୍ଯ୍ୟା ମଧ୍ୟ ତାଙ୍କ ଚମତ୍କାର ଦେଖାଇବାକୁ ହିନ୍ଦୀ ଇଣ୍ଡଷ୍ଟ୍ରିରେ ପାଦ ଥାପିବାକୁ ଯାଉଛନ୍ତି। ଐଶ୍ୱର୍ଯ୍ୟା ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରିରେ ନିର୍ଦ୍ଦେଶକ…

ବେଲୁନ୍‌କୁ ସ୍ତ୍ରୀଠୁ ବି ଅଧିକ ଭଲ ପାଆନ୍ତି ଏହି ବ୍ୟକ୍ତି, କୁହନ୍ତି- ଏହାକୁ ଛୁଇଁଲେ ଦେହ ଶିହରି ଉଠେ

ବର୍ତ୍ତମାନ ଦୁନିଆ ଆଧୁନିକ ହୋଇଯାଇଛି। ଫଳରେ ଲୋକମାନେ ସ୍ୱାଧୀନଭାବେ ନିଜର ମନର କଥାକୁ ସମସ୍ତଙ୍କ ସାମ୍ନାରେ ରଖି ପାରୁଛନ୍ତି। ସେମିତି କିଛି ହୋଇଛି ୭୧ ବର୍ଷୀୟ ଜୁଲିୟସ୍‌ଙ୍କ ସହ। ଜୁଲିୟସ୍‌ଙ୍କୁ ବେଲୁନ୍‌ ଏମିତି ପସନ୍ଦ ଆସିଛି ଯେ ସେ ସେଥିପାଇଁ ସ୍ତ୍ରୀକୁ ବି ଛାଡ଼ି ଦେଇଛନ୍ତି। ଜୁଲିୟସ୍‌…

ପ୍ରେମ କରିବ ତ ଏମିତି, ଦୃଷ୍ଟିବାଧିତ ଜାଣିବି ପ୍ରେମିକର ସାତଜନମର ସାଥି ହେଲେ ପ୍ରେମିକା

ବଲାଙ୍ଗୀର(କେନ୍ୟୁଜ୍):  ଏଭଳି ଏକ ପ୍ରେମ କାହାଣୀ ଯାହା ପାଠକଙ୍କର ମନେରହିବ ନିଶ୍ଚିତ। ପ୍ରଥମେ  ମିସ କଲରୁ ପ୍ରେମ । ଆଉ ପ୍ରେମ ପରେ ବିବାହ । ହେଲେ ଏ ପ୍ରେମ ବିବାହ ଟିକେ ନିଆରା । ପ୍ରେମିକ ଜଣେ ଦୃଷ୍ଟିହୀନ ବୋଲି ଜାଣି ବି ସାତ ଜନମର ସାଥି କରିଥିଲେ ପ୍ରେମିକା ।ଏପରି ଏକ ପ୍ରେମ କାହାଣୀ…

ଖୁଡିକୁ ନେଇ ଫେରାର ହେଲା ପ୍ରେମିକ ପୁତୁରା, ଖୋଜୁଛନ୍ତି କକା

ନୂଆଦିଲ୍ଲୀ : କୁହାଯାଏ ଯେ ପ୍ରେମ ଅନ୍ଧ ଏବଂ ପ୍ରେମରେ ପଡିଥିବା ବ୍ୟକ୍ତି ସମ୍ପର୍କ କିମ୍ବା ସମାଜ ବିଷୟରେ ଚିନ୍ତା କରେ ନାହିଁ । ଏପରି ଏକ ଆଶ୍ଚର୍ଯ୍ୟଜନକ ମାମଲା ରାଜସ୍ଥାନର ଭରତପୁରରୁ ଆସିଛି। ଯେଉଁଠାରେ ପୁତୁରା ତାଙ୍କ ନବବିବାହିତା ଖୁଡିଙ୍କୁ ଭଲ ପାଉଥିଲେ ଏବଂ ଦୁହିଁଙ୍କ ମଧ୍ୟରେ ପ୍ରେମ…

ଜଣେ ଯୁବକ ଉପରେ ପ୍ରେମ ପାଗେଳୀ ହେଲେ ତିନି ଭଉଣୀ, ଶେଷରେ କଲେ ଏମିତି କାମ

କୁହାଯାଏ ପ୍ରେମ ଅନ୍ଧ। ଜାତି-ଅଜାତି, ଧନୀ- ଗରିବ କିଛି ମାନେ ନାହିଁ ପ୍ରେମ। ପ୍ରେମରେ ପଡ଼ିବା ପରେ ପ୍ରେମୀଯୁଗଳ କେବଳ ପରଷ୍ପରକୁ ପାଇବାକୁ ଚାହାଁନ୍ତି । ପ୍ରେମ କେତେବେଳେ କାହାକୁ ହୋଇଯିବ କହି ହେବ ନାହିଁ। ଏହା ସତ୍ବେ ଏମିତି କିଛି ପ୍ରେମ କାହାଣୀ ନଜରକୁ ଆସେ ଯାହାକି ଚର୍ଚ୍ଚାର ପରିସରକୁ…

ଯାହାର ସ୍ତ୍ରୀ ଲମ୍ବା, ସେ ବି ରହିଲା ଚର୍ଚ୍ଚାରେ! ଯୁବକ ବନାଇଲେ ଜବରଦସ୍ତ ଓ୍ଵାର୍ଲ୍ଡ ରେକର୍ଡ, ଜାଣନ୍ତୁ କ୍ୟୁଟ୍‌…

ଇଂଲଣ୍ଡର କପଲ ଜେମ୍ସ ଓ କ୍ଲୋ ଲଷ୍ଟେଡ୍‌ଙ୍କ ଲଭ୍‌ ଷ୍ଟୋରୀ ଜାଣିଲେ ଆପଣ ପ୍ରଶଂସା ନ କରି ରହିପାରିବେ ନାହିଁ। କୁହାଯାଏ, ପ୍ରେମ କୌଣସି ଜାତି, ଧର୍ମ, ବର୍ଣ୍ଣ ଦେଖେନି। ଅର୍ଥାତ୍‌ ଆପଣ ଯାହାକୁ ବି ପ୍ରେମ କରୁଛନ୍ତି, ତାଙ୍କଠାରେ କୌଣସି ଅଭାବକୁ ଦେଖିବେ ନାହିଁ। ଠିକ୍‌ ଏମିତି ହିଁ ଜେମ୍ସ ଓ…

ମେକ୍ସିକୋର ଏହି ଗଳିକୁ ଆଜି ବି ଆସନ୍ତି ଶତାଧିକ କପଲ, ଏଠି ଛିଡ଼ାହୋଇ ପରସ୍ପରକୁ କିସ କରିବା ପଛରେ ରହିଛି ଏକ ଦୁଃଖଦ…

ଦୁନିଆରେ ଏମିତି ଅନେକ ଜାଗା ଅଛି, ଯାହା 'ଲଭର୍ସ ପଏଣ୍ଟ' ନାଁରେ ଜଣାଶୁଣା। ଏଠାରେ ପ୍ରେମୀ ଜୋଡା ଏକାନ୍ତରେ ସମୟ ବିତାଇବାକୁ ପସନ୍ଦ କରିଥାନ୍ତି। କିନ୍ତୁ କିଛି ଜାଗା ଏମିତି ବି ଅଛି, ଯେଉଁଠି ପ୍ରେମିକ, ପ୍ରେମିକା ଖୁଲମଖୁଲା କିସ କରିଥାନ୍ତି। ତେବେ ଏହି ଜାଗା ରହିଛି ମେକ୍ସିକୋରେ, ଯେଉଁଠି…

ଗଞ୍ଜାମ ଜିଲ୍ଲା ନନ୍ଦିଆଗଡ଼ାର ଶାହଜାହାନ ନରସିଂହ, ପତ୍ନୀଙ୍କୁ ଭଲ ପାଆନ୍ତି ଏମିତି ‘ଜୀଇବା ବେଳେ ସାଥୀରେ ଥିଲି ମରିବା…

ଅଶି ବର୍ଷ ବୟସରେ ଅନ୍ୟମାନଙ୍କ ପାଇଁ ସେ ଏବେ ପାଲଟିଛନ୍ତି ଉଦାହରଣ। ଦେଖାଇଛନ୍ତି ଭଲ ପାଇବାର ନିଆରା ଦୃଶ୍ୟ । ଜୀବିତବସ୍ଥାରେ କେତେ ଭଲପାଉଥିଲେ, ପତ୍ନୀଙ୍କ ମୃତ୍ୟୁ ପରେ ତାହା ସେ ନିଜେ କରି ଦେଖାଇଛନ୍ତି । ବିଦଙ୍ଗତ ପତ୍ନୀଙ୍କ ଇଚ୍ଛା ପୁରଣ କରିଛନ୍ତି ପରିଣତ ବୟସରେ । ତାଜ ମହଲ…

ନିଆରା ଅନ୍ଦାଜରେ ପ୍ରେମିକାଙ୍କୁ ଦେଲେ ‘ବିବାହ ପ୍ରସ୍ତାବ’, ପୁଣି ହେଲା ଏମିତି କିଛି, ଦେଖନ୍ତୁ ଭିଡିଓ

ଲୋକେ ନିଜ ପ୍ରେମିକାଙ୍କୁ ପ୍ରପୋଜ୍‌ କରିବା ପାଇଁ ଅଲଗା ଅଲଗା ତରିକା ଆପଣାଇ ଥାଆନ୍ତି। କିଏ ପାହାଡ଼ ଶୀର୍ଷକୁ ଚାଲିଯାଏ ତ ଆଉ କିଏ ଉଚ୍ଚ ଅଟ୍ଟାଳିକା ଉପରେ ଛିଡ଼ା ହୋଇ ନିଜ ମନର କଥା କହିଥାଏ। କିନ୍ତୁ ବ୍ରିଟେନର ଷ୍ଟିଫେନ୍‌ କାହିଲ ନାମକ ବ୍ୟକ୍ତି ନିଜ ପ୍ରେମିକାଙ୍କୁ ଏକ ନିଆରା ଷ୍ଟାଇଲରେ…