Browsing Tag

LPG

ଏଲପିଜି ଗ୍ୟାସ୍ ସିଲିଣ୍ଡର ଉପରେ ସବସିଡି ପାଉଥିବା ଲୋକଙ୍କୁ ଝଟକା, କିଛି ଜଣଙ୍କୁ ମିଳିବ ୨୦୦ ଟଙ୍କା

ବର୍ତ୍ତମାନ ଏଲପିଜିକୁ ନେଇ ଆସିଛି ଅନ୍ୟ ଏକ ବଡ଼ ସୂଚନା। ଏଲପିଜି ସିଲିଣ୍ଡର ଉପରେ ୨୦୦ ଟଙ୍କା ସବସିଡି ବର୍ତ୍ତମାନ କେବଳ ଉଜ୍ଵଳା ଯୋଜନାର ହିତାଧିକାରୀଙ୍କ ପାଇଁ ଉପଲବ୍ଧ ହେବ। ଅନ୍ୟ ଲୋକଙ୍କୁ କେବଳ ବଜାର ମୂଲ୍ୟରେ LPG କିଣିବାକୁ ପଡିବ। ପୁଣି ଯୋଜନାର ହିତାଧିକାରୀମାନେ ଗୋଟିଏ ବର୍ଷରେ ୧୨…

ଆର୍ଥିକ ବର୍ଷ ଆରମ୍ଭରୁ ମହଙ୍ଗା ମାଡ, ୨୫୦ ଟଙ୍କା ବଢିଲା LPG ସିଲିଣ୍ଡର ଦାମ୍‌

ଏପ୍ରିଲ ମାସ ଆରମ୍ଭ ହେଉ ହେଉ ଅଣସବସିଡି ଗ୍ୟାସ୍‌ ସିଲିଣ୍ଡର ଦାମ୍‌ ବୃଦ୍ଧି ପାଇଛି। ଅଣ ସବସିଡି ଗ୍ୟାସ୍ ସିଲିଣ୍ଡରର ମୂଲ୍ୟ ୨୫୦ ଟଙ୍କା ବୃଦ୍ଧି ପାଇଛି। ଘରୋଇ ଏଲପିଜି ସିଲିଣ୍ଡ ନୁହେଁ କର୍ମସିଆଲ ସିଲିଣ୍ଡର ଦାମ୍‌ରେ ଏହି ଦରବୃଦ୍ଧି ଘଟିଛି। ଏହା ପୂର୍ବରୁ ୧୦ ଦିନ ତଳେ ଘରୋଇ ସିଲିଣ୍ଡର…

LPG ସବସିଡିକୁ ନେଇ ସରକାର ନେବେ ନୂଆ ନିଷ୍ପତ୍ତି, ଖୁବ ଶୀଘ୍ର ହେବ ଲାଗ

ରୋଷେଇ ଗ୍ୟାସ ସବସିଡିକୁ ନେଇ ଆସିଲା ବଡ଼ ଅପଡେଟ। ଏବେ ଏହାର ସବସିଡିକୁ ନେଇ ନୂଆ ପ୍ଲାନ ବାହାରିଛି। ତେଣୁ ଗ୍ରାହକମାନଙ୍କୁ ଖୁବ ଶୀଘ୍ର ଏଥିପାଇଁ ବଡ଼ ଅପଡେଟ ମିଳିବାକୁ ଯାଉଛି। ଘରୋଇ ଗ୍ୟାସର ଦାମରେ ଶସ୍ତା ହେବାକୁ ଯାଉଛି। ଋଷ ଓ ୟୁକ୍ରେନର ଯୁଦ୍ଧ ମଧ୍ୟରେ କ୍ରୁଡ ଅଏଲର ଦାମ ବଢ଼ିଯାଇଛି। ଏହାରି…

ଏଲପିଜି ସବସିଡି ମିଳୁଛି କି ନାହିଁ ଜାଣିବା ପାଇଁ ଫଲୋ କରନ୍ତୁ ଏହି ଷ୍ଟେପ

ଏଲପିଜି ସବସିଡିକୁ ନେଇ ଆସିଲା ଏକ ବଡ଼ ସୂଚନା। ଆଜି କାଲି ସମସ୍ତେ ଏଲପିଜି ସିଲିଣ୍ଡରକୁ ବ୍ୟବହାର କରୁଛନ୍ତି। ତେଣୁ ଏହା ସମ୍ବନ୍ଧୀୟ ସବୁ ଖବର ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ଯଦି ଆପଣ ଏଲପିିଜି ଗ୍ୟାସକୁ ବ୍ୟବହାର କରୁଛନ୍ତି ତେବେ ସବସିଡି ସମ୍ପର୍କରେ ନିହାତି ଭାବେ ଶୁଣିଥିବେ। ଏବେ…

ବଜେଟ୍‌ ପୂର୍ବରୁ ବଡ଼ ଆଶ୍ୱସ୍ତି! ୯୧ ଟଙ୍କା କମିଲା ଗ୍ୟାସ୍‌ ସିଲିଣ୍ଡର ଦାମ୍‌; ଜାଣନ୍ତୁ ନିଜ ସହରର ତାଜା ଦର

ବଜେଟ୍‌ ଘୋଷଣା ପୂର୍ବରୁ କମିଲା ଗ୍ୟାସ୍‌ ସିଲିଣ୍ଡର ଦାମ୍‌। ବଜେଟ୍‌ ଉପସ୍ଥାପନ ହେବାର ଠିକ୍‌ ପୂର୍ବରୁ ସରକାର ସାଧାରଣ ଜନତାଙ୍କୁ ଏହି ଆଶ୍ୱସ୍ତି ପ୍ରଦାନ କରିଛନ୍ତି। ତୈଳ କମ୍ପାନୀମାନେ କମର୍ସିଆଲ ଗ୍ୟାସ୍‌ ସିଲିଣ୍ଡରର ଦାମ୍‌କୁ ହ୍ରାସ କରିଛନ୍ତି। ଇଣ୍ଡିଆନ୍‌ ଅଏଲ ୧୯ କେଜିର କମର୍ସିଆଲ…

ଦୀପାବଳି ପୂର୍ବରୁ ମହଙ୍ଗା ମାଡ଼, ପୁଣି ୨୬୬ ଟଙ୍କା ବଢିଲା LPG ଦାମ୍‌

ଦୀପାବଳି ପୂର୍ବରୁ ନଭେମ୍ବର ମାସ ପହିଲାରୁ ଆରମ୍ଭ ହୋଇଛି ମହଙ୍ଗା ମାଡ । ସାଧାରଣ ଗ୍ରାହକ ଏବେ ଚିନ୍ତାରେ। ଖାସ କରି ଏଲପିଜି ଗ୍ୟାସ ସିଲିଣ୍ଡରର ମୂଲ୍ୟ ଆଜି ୨୬୬ ଟଙ୍କା ବୃଦ୍ଧି କରାଯାଇଛି । ଏହି ବୃଦ୍ଧି କେବଳ କର୍ମସିଆଲ ସିଲିଣ୍ଡରରେ ଘଟିଛି । ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟରେ କୌଣସି…

ନୂଆ ବର୍ଷରୁ ମହଙ୍ଗା ମାଡ଼, ବଢିଲା କର୍ମସିଆଲ ଗ୍ଯାସ ସିଲିଣ୍ଡର ଦାମ୍

ନୂଆ ବର୍ଷର ଆରମ୍ଭ ମହଙ୍ଗା ମାଡ଼ରୁ ଆରମ୍ଭ ହୋଇଛି। ପ୍ରତିମାସରେ ଆଇଓସିଏଲ ପକ୍ଷରୁ ଏଲପିଜି ଦାମ୍ ରେ ପରିବର୍ତ୍ତନ କରାଯାଏ। ୱେବସାଇଟରେ ଦିଲ୍ଲୀରେ ୧୪.୨ କିଲୋ ଅଣ ସବିସିଡି ଏଲପିଜି ସିଲିଣ୍ଡର ଦାମ୍ ୬୯୪ ହୋଇଛି। କଲିକତାରେ ଏହାର ଦାମ୍ ୭୨୦.୫୦ ଟଙ୍କା, ମୁମ୍ବାଇରେ ୬୯୪ ଟଙ୍କା ଏବଂ ଚେନ୍ନାଇରେ…

ଏଠାରେ ଗ୍ୟାସ୍‌ ସିଲିଣ୍ଡର ବୁକିଂ କରିବାରେ ମିଳୁଛି କ୍ୟାସବ୍ୟାକ୍‌, ଅଫର ମାତ୍ର ଅଳ୍ପ ଦିନ ପାଇଁ ଜଲଦି କରନ୍ତୁ

ଗ୍ୟାସ୍ ସିଲିଣ୍ଡର ପ୍ରାୟ ସବୁ ଘରେ ଥିବ। କାହିଁକିନା ଏହା ବହୁତ ଜରୁରୀ ଜିନିଷ ମଧ୍ୟରୁ ଗୋଟିଏ। ଆପଣ ପ୍ରତି ମାସ ଗ୍ୟାସ ସିଲିଣ୍ଡରର ବୁକ୍ କରୁଥିବେ। କାହା ପାଖରେ ଭାରତ ଗ୍ୟାସ କନେକସନ୍ ଅଛିତ କାହା ପାଖରେ ଇଣ୍ଡେନ କିମ୍ବା ଏଚ୍‌ପି। ସରକାରଙ୍କ ଦ୍ୱାରା ମିଳୁଥିବା ସବସିଡି ବ୍ୟତୀତ ଯଦି ଆପଣ…

ଲକ୍‍ଡାଉନ ପ୍ରଭାବ : ମାର୍ଚ୍ଚରୁ ପେଟ୍ରୋଲ- ଡିଜେଲ ବିକ୍ରି ହ୍ରାସ, ବଢୁଛି LPG ର ଡିମାଣ୍ଡ

କରୋନା ଭାଇରସ ସମଗ୍ର ବିଶ୍ୱରେ ବ୍ୟାପିବାରେ ଲାଗିଛି । ବିଶ୍ୱର ଅନେକ ଦେଶରେ ଲକ୍‍ଡାଉନ ଯୋଗୁଁ ପେଟ୍ରୋଲ ଏବଂ ଡିଜେଲ ବିକ୍ରିରେ ହ୍ରାସ ଘଟିଛି । ଏହି ସମୟରେ ପେଟ୍ରୋଲ ବିକ୍ରିରେ ୧୭.୬ ପ୍ରତିଶତ ଏବଂ ଡିଜେଲ ବିକ୍ରିରେ ୨୬ ପ୍ରତିଶତ ବିକ୍ରି ହ୍ରାସ ଘଟିଛି । ଏହାଛଡା ବିମାନ ଇନ୍ଧନ ଏଟିଏଫ୍‍…

ତେଲ ପରେ ବଢିଲା ଗ୍ୟାସ୍

ଭୁବନେଶ୍ବର(କେନ୍ଯୁଜ୍) : ବୃଦ୍ଧି ପାଇଲା ଗ୍ଯାସ୍ ଦର । ଅଣସବସିଡି ଏଲ୍‌ପିଜି ଦର ସିଲିଣ୍ଡର ପିଛା ୫୯ଟଙ୍କା ବୃଦ୍ଧି ପାଇଥିବାବେଳେ ସବସିଡ୍‌ ଏଲ୍‌ପିଜି ଦର ୨ଟଙ୍କା ୮୯ପଇସା ବଢିଛି। ସେପ୍‌ଟେମ୍ବରରେ କମ୍ପାନୀ ଗୁଡିକ ଏଲପିଜି ସିଲିଣ୍ଡର ପିଛା ୩୨୦ଟଙ୍କା ୪୯ପଇସା ସବସିଡି ଦେଉଥିବାବେଳେ…