Browsing Tag

LPG gas cylinder price

ମହଙ୍ଗା ମାଡ଼ରୁ ସାମାନ୍ୟ ଆଶ୍ବସ୍ତି: ଆଜିଠୁ କମିଲା ଏଲପିଜି ଦର

ନୂଆଦିଲ୍ଲୀ: ମହଙ୍ଗା ମାଡ଼ରୁ ସାମାନ୍ୟ ଆଶ୍ବସ୍ତି । ଅଏଲ ମାର୍କେଟିଂ କମ୍ପାନୀମାନେ ୧ ଜୁଲାଇରୁ ଏଲପିଜି ସିଲିଣ୍ଡରର ନୂଆ ଦର ଲାଗୁ କରିଛନ୍ତି । ସୂଚନା ଥାଉକି, ଏଲପିଜି ସିଲିଣ୍ଡରର ଦର ୧୯୮କୁ ହ୍ରାସ ପାଇଛି। ତେବେ ଆଜି ଠାରୁ ରାଜଧାନୀ ଦିଲ୍ଲୀରେ ୧୯ କିଲୋର କମର୍ସିଆଲ ସିଲିଣ୍ଡରର ଦର…

ମାର୍ଚ୍ଚ ମାସ ଆରମ୍ଭରୁ ମହଙ୍ଗା ମାଡ଼, ୧୦୫ ବଢିଲା ଏଲପିଜି ସିଲିଣ୍ଡର ଦାମ୍‌

ମାର୍ଚ୍ଚ ମାସ ଆରମ୍ଭରୁ ଗ୍ରାହକଙ୍କୁ ମହଙ୍ଗା ମାଡ଼। ଆଜି ଏଲପିଜି ସିଲିଣ୍ଡରର ନୂଆ ଦାମ୍‌ ଜାରି ହୋଇଛି। ଖବର ମୁତାବକ ସିଲିଣ୍ଡର ଦାମ୍‌ ୧୦୫ ଟଙ୍କା ମହଙ୍ଗା ହୋଇଛନ୍ତି। ୟୁକ୍ରେନ ଓ ରୁଷ ମଧ୍ୟରେ ଯୁଦ୍ଧ ଲାଗି ରହିଥିବା ମଧ୍ୟରେ ଏଲପିଜି ସିଲିଣ୍ଡରର ନୂଆ ରେଟ୍ ଜାରି ହୋଇଯାଇଛି । ସିଲିଣ୍ଡର ଦର…

ଆସନ୍ତା ମାସରେ ହେବ ବଜେଟ ଉପସ୍ଥାପନ, ଏହିସବୁ ନିୟମରେ ହେବ ବଡ଼ ପରିବର୍ତ୍ତନ, ଜାଣିନିଅନ୍ତୁ

ନୂଆବର୍ଷର ପ୍ରଥମ ମାସ ମାନେ ଜାନୁଆରୀ ମାସ ଏବେ ସରିଯିବ । ଆସନ୍ତା ମାସ ଫେବୃଆରୀ ମାସର ପ୍ରଥମ ଦିନରୁ ହିଁ ଅନେକ ନିୟମରେ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି।ଫେବୃଆରୀ ମାସରେ ଓ୍ଵାର୍କିଂ ସେକ୍ଟରକୁ ନେଇ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ୧ ଫେବୃଆରୀରୁ ଅର୍ଥମନ୍ତ୍ରୀ ନିର୍ମଳା ସିତାରମଣ ଚଳିତ…

୫୦ଟଙ୍କା ଶସ୍ତା ହେଲା ଏଲପିଜି ଗ୍ୟାସ ସିଲିଣ୍ଡର, ଏହି ଉପାୟରେ କରନ୍ତୁ ବୁକିଂ

କରୋନା ମହାମାରୀରେ ମହଙ୍ଗା ମାଡରେ ଲୋକ ଘାଇଲା ହେଉଛନ୍ତି। ଏହାରି ମଧ୍ୟରେ ସବୁ ଜିନିଷର ଦରଦାମ ମଧ୍ୟ ବଢ଼ିଚାଲିଛି। ପରିବା ଠୁ ଆରମ୍ଭ କରି ରୋଷେଇ ଗ୍ୟାସ ସିଲିଣ୍ଡର ଦର ଆକାଶ ଛୁଆଁ ହେଲାଣି। ତେଣୁ ମଧ୍ୟବିତ୍ତ ତଥା ଗରିବ ଶ୍ରେଣୀର ଲୋକ ଏଥିପାଇଁ ବିଶେଷ ଭାବେ ପ୍ରଭାବିତ ହେଉଛନ୍ତି। କିନ୍ତୁ…