Browsing Tag

lpg price increased

ପୁଣି ବଢ଼ିଲା ରନ୍ଧନ ଗ୍ୟାସ୍‌ ଦର, ମାସକରେ ବଢ଼ିଲାଣି ୩ ଥର

ତୈଳ କମ୍ପାନୀଗୁଡ଼ିକ ଆଜି ଏଲ୍‌ପିଜି ସିଲିଣ୍ଡର ଦର ପୁଣି ବଢ଼ାଇ ଦେଇଛନ୍ତି। ଦିଲ୍ଲୀରେ ରନ୍ଧନ ଗ୍ୟାସ୍‌ ସିଲିଣ୍ଡର ଦର ୨୫ ଟଙ୍କା ବଢ଼ି ୭୯୪ ଟଙ୍କା ହୋଇଛି। ଚଳିତ ମାସରେ ତୃତୀୟ ଥର ପାଇଁ ଦର ବଢ଼ିଛି। ଦର ପାଖାପାଖି ୮୦୦ ଦିଲ୍ଲୀରେ ଅଣ ସବ୍‌ସିଡିଯୁକ୍ତ ସିଲିଣ୍ଡର ୭୯୪ ଟଙ୍କା ହୋଇଯାଇଛି।…

ପୁଣି ବଢ଼ିଲା ଗ୍ୟାସ୍‌ ସିଲିଣ୍ଡର ଦର, ଜାଣନ୍ତୁ କେଉଁ ରାଜ୍ୟରେ ରହିଛି କେତେ ଦାମ୍‌

ନୂଆଦିଲ୍ଲୀ: ଆଜିଠୁ ଘରୋଇ ରନ୍ଧନ ଗ୍ୟାସ୍‌ର ମୂଲ୍ୟ ସିଲିଣ୍ଡର ପିଛା ୧୫ ଟଙ୍କା ବୃଦ୍ଧି ପାଇଛି। ଅନ୍ତର୍ଜାତୀୟ ବଜାରରେ ପେଟ୍ରୋଲ ଓ ଡିଜେଲ ଦରରେ ବୃଦ୍ଧି ଘଟିବା ପରେ କେନ୍ଦ୍ର ସରକାର ୧୪ କିଲୋ ବିଶିଷ୍ଟ ଅଣ ସବସିଡ଼ି ଗ୍ୟାସ୍‌ ସିଲିଣ୍ଡରର ମୂଲ୍ୟ ୧୫ ଟଙ୍କା ବୃଦ୍ଧି କରିଛନ୍ତି। ଏହି ବର୍ଦ୍ଧିତ…