Browsing Tag

lucknow

ଲକ୍ଷ୍ମୌ: ପ୍ରବଳ ବର୍ଷାରେ କାନ୍ଥ ପଡି ୯ ମୃତ, ମୃତକଙ୍କ ମଧ୍ୟରେ ୩ ପିଲା ସାମିଲ

ଲକ୍ଷ୍ମୌରେ ପ୍ରବଳ ବର୍ଷା ଯୋଗୁଁ କାନ୍ଥ ପଡିବାରୁ ୯ ଲୋକ ମୃତ୍ୟୁବରଣ କରିଛନ୍ତି। ଏହାସହିତ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତ୍ୟୁବରଣ କରିଥିବା ଲୋକ ଦିଲକୁଶା ଆର୍ମି ଅଞ୍ଚଳରେ କ୍ୱାର୍ଟର ନିର୍ମାଣ କରିବା ପାଇଁ ଲକ୍ଷ୍ମୌ ଆସିଥିଲେ। ଦୁଇ ମାସ ପୂର୍ବରୁ ନିର୍ମାଣ କାର୍ଯ୍ୟ ସରିଥିଲା। କିନ୍ତୁ…

ଲକ୍ଷ୍ନୌ ହୋଟେଲରେ ଭୟାବହ ଅଗ୍ନିକାଣ୍ଡ; ୨ ଜଣଙ୍କ ମୃତ୍ୟୁ! ଆହତମାନଙ୍କୁ ଭେଟିବା ପାଇଁ ହସ୍ପିଟାଲ ପହଞ୍ଚିଲେ…

ଲକ୍ଷ୍ନୌର ହଜରତଗଞ୍ଜ ଅଞ୍ଚଳର ଏକ ହୋଟେଲରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ହୋଟେଲର ଅନେକ କୋଠରୀକୁ ନିଆଁ ବ୍ୟାପି ଯିବା ଫଳରେ ପୂରା ହୋଟେଲ ଧୂଅାଁମୟ ହୋଇ ଯାଇଛି। କୁହାଯାଉଛି କି, ହୋଟେଲରେ ଅନେକ ଲୋକ ଫସି ରହିଛନ୍ତି। ନିଆଁକୁ କାବୁ କରିବା ପାଇଁ ଘଟଣାସ୍ଥଳରେ ଅଗ୍ନିଶମ ବିଭାଗର ଅନେକ ଗାଡ଼ି…

ଆଉ ସ୍କୁଲ ସାମ୍ନାରେ ବିକ୍ରି ହେବନି ଆଇସ୍‌କ୍ରିମ୍‌, ଚାଟ୍‌, ଗୁପ୍‌ଚୁପ୍‌; ପ୍ରଶାସନ ପକ୍ଷରୁ ଜାରି ହେଲା…

ଆଉ ସ୍କୁଲ ସାମ୍ନାରେ ବିକ୍ରି ହେବନି ଆଇସ୍‌କ୍ରିମ୍‌ ଓ ଫାଷ୍ଟ ଫୁଡ୍‌। ଟ୍ରାଫିକ୍‌ ଜାମ୍‌ ହେଉଥିବାରୁ ଏସବୁ ଦୋକାନକୁ ସ୍କୁଲ ସାମ୍ନାରେ ବିକ୍ରି ବନ୍ଦ କରିବାକୁ ପ୍ରଶାସନ ନିଷ୍ପତ୍ତି ନେଇଛି। ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ପ୍ରଶାସନ ଏଭଳି ଘୋଷଣା କରିଛନ୍ତି। ପ୍ରଶାସନ ପକ୍ଷରୁ ସ୍କୁଲ…

ଉତ୍ତରପ୍ରଦେଶରେ ଆଜି ମିଳିବନି ମଦ; ‘ଡ୍ରାଏ ଡେ’ ଘୋଷିତ କଲେ ସରକାର

ନୂଆଦିଲ୍ଲୀ : ଉତ୍ତର ପ୍ରଦେଶର ସବୁ ଜିଲ୍ଲାକୁ ଆଜି ଡ୍ରାଏ ଘୋଷିତ କରାଯାଇଛି । ଅର୍ଥାତ୍ ଆଜି ରାଜଧାନୀ ଲକ୍ଷ୍ନୌ ସମେତ ସମସ୍ତ ଜିଲ୍ଲାରେ ମଦ ଦୋକାନ ବନ୍ଦ ରହିବ। ଏ ସମ୍ପର୍କରେ ଏକ୍ସାଇଜ୍ ବିଭାଗ ମଧ୍ୟ ଏକ ନିର୍ଦ୍ଦେଶ ଜାରି କରିଛି। ଏହି ନିର୍ଦ୍ଦେଶ ଅନୁଯାୟୀ ଆଜି ସକାଳ ୧୦ ଟାରୁ ୫ ଟା…

ଟ୍ୟୁସନ ଶିକ୍ଷୟିତ୍ରୀଙ୍କୁ ମାସ ମାସ ଧରି ଦୁଷ୍କର୍ମ! ଗର୍ଭବତୀ ହେବା ପରେ ଖୋଲିଗଲା ଡାକ୍ତର ଅଭିଭାବକଙ୍କ ପୋଲ୍‌……

ଆଜିକାଲି ସମାଜରେ ଅପରାଧ ଘଟଣା ଦିନ ଦିନକୁ ବଢ଼ି ଚାଲିଛି। ପ୍ରତିଦିନ ନିଶ୍ଚୟ କେଉଁଠୁ ନା କେଉଁଠୁ ଘଟଣା, ଦୁର୍ଘଟଣା ସାମ୍ନାକୁ ଆସୁଛି। ୟୁପି ରାଜଧାନୀ ଲକ୍ଷ୍ନୌରୁ ଏବେ ସାମ୍ନାକୁ ଆସିଛି ଏକ ଆଶ୍ଚର୍ଯ୍ୟଜନକ ଘଟଣା। ଏଠାରେ ଜଣେ ଡାକ୍ତର ଜଣେ ଶିକ୍ଷୟିତ୍ରୀଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ…

ପୁଣି ନୂଆ ଲୁକ୍‌ରେ ନଜର ଆସିଲେ ହଳଦିଆ ଶାଢି ପିନ୍ଧିଥିବା ଅଫିସର ରୀନା ଦ୍ୱିବେଦୀ, ନୂଆ ଲୁକ୍‌ ଦେଖି ପାଗଳ ହେଲେ…

୨୦୧୯ ବିଧାନସଭା ନିର୍ବାଚନ ସମୟରେ ସୋସିଆଲ ମିଡିଆରେ ହଳଦିଆ ଶାଢି ପିନ୍ଧିଥିବା ଜଣେ ମହିଳାଙ୍କ ଫଟୋ ଖୁବ୍ ଭାଇରାଲ ହୋଇଥିଲା । ସେହି ଫଟୋକୁ ଯୁବପିଢି ଖୁବ୍ ସେୟାର କରି ମଜାଳିଆ ଢଙ୍ଗରେ ଲେଖିଥିଲେ ଯେ, ଏହି ମହିଳାଙ୍କୁ ନିର୍ବାଚନ ବ୍ୟବସ୍ଥାରେ ଲଗାଇଲେ ୧୦୦ ପ୍ରତିଶତ ମତଦାନ ହେବ । ରାତାରାତି…

ପ୍ରେମ କରି ହଟହଟା, ପ୍ରେମିକାକୁ ଦେଖାକରିବାକୁ ଯାଇ କୂଅରେ ଗଳିପଡିଲା ପ୍ରେମିକ

କଥାରେ ଅଛି, ପ୍ରେମ କୁଆଡେ ଅନ୍ଧ। ଆଉ ପ୍ରେମ ପାଇଁ ଆଜିକାଲିର ପ୍ରେମିକା-ପ୍ରେମିକ କିଛି ବି କରିବାକୁ ପଛାଉନାହାନ୍ତି। ପ୍ରେମ କିପରି ଅନ୍ଧ ଏହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ୟୁପିର ରାଜଧାନୀ ଲକ୍ଷ୍ମୌର ବିଜନୋର ମାତି ଅଞ୍ଚଳରେ। କଥା କ’ଣ କି, ପ୍ରେମିକାକୁ ଦେଖାକରିବାକୁ ନୂଆ…

ଅଜବ ଘଟଣା, ଯୁବତୀଙ୍କ ପେଟରୁ ବାହାରିଲା ୨ କେଜିର ଚୁଟି

ଲକ୍ଷ୍ନୌ: ଏକ ବିରଳ ଘଟଣା । ୧୭ ବର୍ଷୀୟ ଝିଅର ପେଟରୁ ବାହାରିଛି ୨ କେଜିର ଚୁଟି। ଅପରେସନ କରୁଥିବା ଡାକ୍ତର ମଧ୍ୟ ଏହା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଏପରି ଅଜବ ଘଟଣା ଉତ୍ତରପ୍ରଦେଶର ବଳରାମପୁରରେ ଦେଖିବାକୁ ମିଳିଛି । ଏହି ଚୁଟି ଗୁଡ଼ିକ ନାବଳିକାଙ୍କ ପେଟରେ ଗୋଲାକାର ଅବସ୍ଥାରେ…

ଅଗଷ୍ଟ ୧୫ ପୂର୍ବରୁ ବଡ଼ ଆକ୍ରମଣ ପାଇଁ ଯୋଜନା କରିଥିଲେ ଆତଙ୍କବାଦୀ

ଉତ୍ତରପ୍ରଦେଶ ଏଟିଏସ୍‌କୁ ରବିବାର ମିଳିଛି ବଡ଼ ସଫଳତା । ରାଜଧାନୀ ଲକ୍ଷ୍ନୌରେ ଏଟିଏସ୍‌ ଟିମ୍‌ ଚଢ଼ଉ କରି ଆତଙ୍କବାଦୀ ସଙ୍ଗଠନ ଅଲକାଏଦାର ଦୁଇଜଣ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ଗିରଫ କରିଛି । ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଏହି ସନ୍ଦିଗ୍ଧ ଆତଙ୍କୀଙ୍କ ଟାର୍ଗେଟରେ ମୁଖ୍ୟମନ୍ତ୍ରୀ ଯୋଗୀ…

ମାତ୍ର ୫୦୦ ଟଙ୍କା ଚାଲାଣକୁ ନେଇ ଚଳନ୍ତା ଟ୍ରେନରୁ ଯାତ୍ରୀଙ୍କୁ ଠେଲିଦେଲେ ଟିଟିଇ: ଯାତ୍ରୀ ମୃତ, ଟିଟିଇ ଗିରଫ

ମରିଯାଉଛି ମଣିଷର ମାନବିକତା। ଦିନକୁ ଦିନ ମଣିଷ ଏତେ କ୍ରୁର ହେଉଛି କାହିଁକି। କରୋନା ମହାମାରୀ ଅନେକଙ୍କ ଜୀବନ ନେଉଥିବା ବେଳେ ମଣିଷ ମଧ୍ୟ ମାନବିକତା ଭୁଲିଯାଉଛି। ଏମିତି ଏକ ଘଟଣା ଘଟିଛି, ଯାହା ବିଷୟରେ ଶୁଣିଲେ ଆପଣ ନିଶ୍ଚିତ ଦୁଃଖରେ ଭାଙ୍ଗିପଡିବେ। କରୋନା କାଳରେ ଲକଡାଉନ ପାଇଁ ଠପ୍…

ଲକ୍ଷ୍ନୌ: ବିଜେପି ସାଂସଦଙ୍କ ପୁଅଙ୍କୁ ଗୁଳିମାଡ କଲେ ଦୁର୍ବୃତ୍ତ, ଜୀବନରୁ ମାରିଦେବାକୁ ହୋଇଥିଲା ଉଦ୍ଯମ

ଉତ୍ତର ପ୍ରଦେଶ: ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ଆଇନ କାନୁନ ବ୍ୟବସ୍ଥା ଦିନକୁ ଦିନ ବିଗିଡିବାରେ ଲାଗିଛି । ଯାହାର ଜଳ୍ବନ୍ତ ଉଦାହରଣ ଦେଖିବାକୁ ମିଳିଛି। ଏଠାରେ ବିଜେପି ସାଂସଦ କୌଶଳ କିଶୋରଙ୍କ ପୁଅ ଆୟୁଷଙ୍କୁ କିଛି ଦୁର୍ବୃତ୍ତ ଗୁଳିମାଡ କରିଛନ୍ତି । ଦୁର୍ବୃତ୍ତମାନେ ବାଇକରେ ଆସି…

ଲକ୍ଷ୍ମୌ: ଆତ୍ମହତ୍ଯା କଲେ ଡାକ୍ତର ବାପା ଓ ପୁଅ, ସୁଇସାଇଡ ନୋଟରେ ଲେଖିଲେ ‘ଆଉ ସହି ହେଉନି’

ଲକ୍ଷ୍ମୌ: ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ମୌର ବିଭୂତିଖଣ୍ଡ ଅଞ୍ଚଳରେ ଏକ ଚାଞ୍ଚଲ୍ଯକର ଘଟଣା ଦେଖିବାକୁ ମିଳିଛି। ଏଠାରେ ରହୁଥିବା ଡାକ୍ତର ବାପା ଏବଂ ପୁଅ ସୁଇସାଇଡ ନୋଟ ଲେଖି ଆତ୍ମହତ୍ଯା କରିଛନ୍ତି। ଘଟଣାସ୍ଥଳରୁ ଡାକ୍ତରଙ୍କ ପାଖରୁ ୩ଟି ସୁଇସାଇଡ ନୋଟ ଜବତ କରିଛି ପୋଲିସ। ଆଉ ପୁଅ ପାଖରୁ ଏକ…