Browsing Tag

luke warm water

ରକ୍ତ ଜମାଟ ବାନ୍ଧିବା ସମସ୍ୟାରୁ ରକ୍ଷା କରେ ରସୁଣ, ଉଷୁମ ପାଣିରେ ରସୁଣ କୋଲା ପକାଇ ପିଅନ୍ତୁ, ଦେଖନ୍ତୁ ଚତ୍ମକାରିତା

ଅଧିକାଂଶ ଲୋକ ରସୁଣ ଖାଇବାକୁ ପସନ୍ଦ କରନ୍ତି ନାହିଁ। ଏହା ଖାଇବା ଦ୍ୱାରା ମୁଖରେ ଅଲଗା ପ୍ରକାର ଏକ ଗନ୍ଧ ଆସିଥାଏ। ତେଣୁ ଲୋକେ ଏହାକୁ କଞ୍ଚା ଖାଇବାକୁ ପସନ୍ଦ କରନ୍ତି ନାହିଁ। କିନ୍ତୁ କ’ଣ ଆପଣ ଯାଇଛନ୍ତି କି, ରସୁଣ ଖାଇବାର ଅନେକ ଫାଇଦା ରହିଛି। ଗୋଟେ ପାଖୁଡା ରସୁଣ ପ୍ରତିଦିନ ଖାଇବା…