Browsing Tag

lungs infection

୩୬ ଦିନ ପରେ ବି କରୋନା ସହ ଲଢ଼େଇ କରୁଛନ୍ତି ଟିଭି ଆକ୍ଟର ଅନିରୁଦ୍ଧ, ସେଲ୍ଫି ସେୟାର କରି କହିଲେ ମନର କଥା

ଟିଭି ଅଭିନେତା ଅନିରୁଦ୍ଧ ଦବେଙ୍କ କରୋନା ସହ ଲଢ଼େଇ ଏବେ ଯାଏଁ ସରିନାହିଁ। ସେ ଗତ ୩୬ ଦିନ ହେଲା କରୋନା ଭାଇରସ ସହ ଜୀବନ ବଞ୍ଚାଇବାକୁ ଯୁଦ୍ଧ କରୁଛନ୍ତି। ଅନିରୁଦ୍ଧ କରୋନା ସଂକ୍ରମିତ ହୋଇଥିବା ନେଇ ତାଙ୍କ ପତ୍ନୀ ଶୁଭି ଆହୁଜା ସୂଚନା ଦେଇଥିଲେ। ସ୍ୱାମୀଙ୍କ ଅବସ୍ଥା ଗୁରୁତର ଥିବା କହିଥିଲେ…

କରୋନା କାଳରେ ଗଳା ଓ ଫୁସଫୁସକୁ ସୁସ୍ଥ ରଖିବା ପାଇଁ ଆପଣାନ୍ତୁ ଏସବୁ ଘରୋଇ ଉପାୟ

କରୋନା ମହାମାରୀ ମଧ୍ୟରେ ସୁସ୍ଥ ରହିବା ପାଇଁ ସମସ୍ତେ ଉଦ୍ୟମ କରୁଛନ୍ତି। ଆଗକୁ ବର୍ଷା ଦିନ ଆସିବାକୁ ଯାଉଛି। ଋତୁ ବଦଳିଲେ ତଣ୍ଟି ଓ ଫୁସଫୁସ ସଂକ୍ରମଣର ଅଧିକ ଆଶଙ୍କା ରହିଛି। ଏଭଳି ସ୍ଥିତିରେ ଏବେଠୁ ହିଁ ସଜାଗ ରହିବା ଆବଶ୍ୟକ। ତେବେ ଆସନ୍ତୁ ଜାଣିବା ତଣ୍ଟି ଓ ଫୁସଫୁସକୁ ସଂକ୍ରମଣମୁକ୍ତ…