Browsing Tag

luxury dogs in kumbh mela

କୁମ୍ଭମେଳାର ଅନ୍ୟତମ ଆକର୍ଷଣ : ସାଧୁ-ସନ୍ଥଙ୍କର କୋଟିପତି କୁକୁର, କିଏ ଖାଉଛି କାଜୁ ବାଦାମ ତ କିଏ ଶୋଉଛି ଡବଲ ବେଡରେ

କୁମ୍ଭ ମେଳା ବାସ୍ତବରେ ଅଲୌକିକ ଅଟେ। ଏହା କେବଳ ପାବନ ନଦୀର ତ୍ରିବେଣୀ ନୁହେଁ, ଆସ୍ଥା,ଆଧ୍ୟାତ୍ମ୍ୟ ଏବଂ ଆଧୁନିକତା ସହିତ ମାନବତାର ମଧ୍ୟ ସଙ୍ଗମ ହୋଇଥାଏ। କେବଳ ମଣିଷ ନୁହେଁ, ଏଠାରେ ପଶୁ-ପକ୍ଷୀ ମଧ୍ୟ ଶ୍ରଦ୍ଧାଳୁ ବନିଛନ୍ତି। ଏଠାରେ ସନ୍ତ-ମହାତ୍ମାଙ୍କ ପାଖରେ ଏମିତି କୁକୁର ରହିଛି,…