Browsing Tag

maa Annapurna temple

ଏହି ମନ୍ଦିରରେ ଧନତେରାସରେ ବଣ୍ଟାଯାଏ ‘ମୂଲ୍ୟବାନ ଜିନିଷ’, ଯାହାକୁ ନେଇ ଟ୍ରେଜେରୀରେ ରଖନ୍ତି ଲୋକେ

ଭାରତରେ ଅନେକ ମନ୍ଦିର ରହିଛି। ଯେଉଁଠିକୁ ପ୍ରତିଦିନ ଶ୍ରଦ୍ଧାଳୁ ନିଜର ଆସ୍ଥା ଓ ବିଶ୍ୱାସ ନେଇ ଯାଇଥାନ୍ତି। କିନ୍ତୁ ଭାରତରେ ଏପରି ଏକ ମନ୍ଦିର ରହିଛି, ଯେଉଁଠାରେ ବର୍ଷକୁ ଚାରିଦିନ ‘ମୂଲ୍ୟବାନ ଜିନିଷ ’ ମିଳିଥାଏ। ଧନତେରାସ ଅବସରରେ ଏଠାରେ ଏହି ଜିନିଷ ବଣ୍ଟାଯାଏ। ଏପରି ଏକ ଅଦ୍ଭୁତ ମନ୍ଦିର…