Browsing Tag

maa biraja

ଯାଜପୁରରେ ଅନୁଷ୍ଠିତ ହେବ ଯାଜପୁର ଅଧିଷ୍ଠାତ୍ରୀ ମା’ବିରଜାଙ୍କ ପ୍ରସିଦ୍ଧ ରଥଯାତ୍ରା, ଚାଲିଛି ପ୍ରସ୍ତୁତି

ଆରମ୍ଭ ହୋଇଯାଇଛି ପାର୍ବଣ ଋତୁ। ସବୁ ଦେବୀ ପୀଠରେ ଷୋଡଷ ପୂଜା ମଧ୍ୟ ରୀତିନୀତି ଅନୁସାରେ ପାଳନ କରାଯାଉଛି। ଯାହା ପାଇଁ ଚଳଚଂଚଳ ସବୁ ଦେବୀ ପୀଠ। କାରଣ ଆଗକୁ ଆସୁଛି ଜଗତଜନନୀ ମା ଦୁର୍ଗାଙ୍କ ପୂଜା। ସେମିତି ପାଖେଇ ଆସୁଛି ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା' ବିରଜାଙ୍କ ନବଦିନାତ୍ମକ ରଥଯାତ୍ରା।…

ବିରଜାଙ୍କ ରଥ ପାଇଁ ସୁନିଆରୁ ସରିଲା ବନଯାଗ ଯାତ୍ରା

ଧରାପୃଷ୍ଠକୁ ଅବତରଣ କରିବେ ମା’ । ଏଥିପାଇଁ ଚଳଚଂଚଳ ହେଲାଣି ଶକ୍ତିପୀଠ। ମା’ ଙ୍କ ଆଗମନି ପାଇଁ ଚାଲିଛି ପ୍ରସ୍ତୁତି । ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ପୀଠରେ ଆରମ୍ଭ ହୋଇଛି ଷୋଡଶ ଉପଚାର ପୂଜା । ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜା। ଏଠାରେ ଦେବୀ ଦ୍ୱିଭୁଜା ଦୁର୍ଗା…

ମା’ ବିରଜାଙ୍କ ବନଜାଗ ଯାତ୍ରା ସମ୍ପନ୍ନ : ପରମ୍ପରା ଅନୁସାରେ ଦେବୀଙ୍କ ସିଂହଧ୍ୱଜ ରଥ ନିର୍ମାଣ ଲାଗି କଟାଯାଇଛି…

ଯାଜପୁର(କେନ୍ୟୁଜ୍): ମା' ବିରଜାଙ୍କ ବନଜାଗ ଯାତ୍ରା ଅନୁଷ୍ଠିତ । ପବିତ୍ର ସୁନିଆରୁ ଆରମ୍ଭ ହୋଇଛି ମା' ବିରଜାଙ୍କ ଶାରଦୀୟ ପୂଜାର ଶୁଭାରମ୍ଭ ହୋଇଛି । ରଥ ନିର୍ମାଣ ପାଇଁ କାଠ ସଂଗ୍ରହ ତଥା ବିଲ୍ଵବରୁଣ ପୂଜା ଲାଗି ବନଜାଗ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏଥିଲାଗି ନବାଙ୍କ ପୂଜା କରାଯାଇ…

ଯାଜପୁର : ଉନ୍ମୋଚିତ ହେଲା ପୁସ୍ତକ ‘ଶକ୍ତି ପରମ୍ପରାରେ ବିରଜା’

ଯାଜପୁର ଟାଉନ (କେନ୍ୟୁଜ୍‌) : ‘ଶକ୍ତି ପରମ୍ପରାରେ ବିରଜା’ । ଏଇ ପୁସ୍ତକ ଆଜି ଉନ୍ମୋଚିତ ହୋଇଯାଇଛି । ଯାଜପୁର ର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ଉପରେ ଆଧାରିତ ଏହି ପୁସ୍ତକ ଆଜି ଡିଆରଡିଏ ସମ୍ମିଳନୀ କକ୍ଷରେ ଉନ୍ମୋଚିତ ହୋଇଯାଇଛି। ବିରଜା ଜ୍ୟୋତି ପରିବାରବର୍ଗ ପକ୍ଷରୁ ଆୟୋଜିତ ଏକ…

ଆଜି ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ଜନ୍ମଦିନ, କରୋନା କଟକଣା ମଧ୍ୟରେ ଚାଲିଛି ରୀତିନୀତି

ଯାଜପୁର: ଆଜି ପବିତ୍ର ତ୍ରିବେଣୀ ଅମାବାସ୍ୟା। ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ସ୍ଵନକ୍ଷତ୍ର ଦିବସ। ପରମ୍ପରା ଅନୁଯାୟୀ, ଆଜି ବଡି ଭୋରରୁ ମାଙ୍କ ନୀତିକାନ୍ତି ଅନୁଷ୍ଠିତ ହୋଇଛି। ଭୋର ୪.୩୦ ମିନିଟ୍‌ରେ ନିତ୍ୟସ୍ନାନ, ବେଶ କାର୍ଯ୍ୟ ସରିବା ପରେ ୭.୦୨ ମିନିଟ୍ ପରେ ଦେବୀଙ୍କୁ…

ଯାଜପୁର: କୋଭିଡ କଟକଣାକୁ ମାନି ମା ବିରଜାଙ୍କ ଦର୍ଶନ କଲେ ଶ୍ରଦ୍ଧାଳୁ, ନୂଆବର୍ଷ ସୁଖମୟ ହେଉ ବୋଲି କଲେ କାମନା

ଯାଜପୁର(କେନ୍ୟୁଜ୍):  ନବବର୍ଷ ଅବସରରେ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ଦର୍ଶନ କଲେ ଶ୍ରଦ୍ଧାଳୁ । କୋଭିଡ କଟକଣାକୁ ମାନି ଶ୍ରଦ୍ଧାଳୁ ମାନେ ମା ବିରଜାଙ୍କ ଦର୍ଶନ କରିଥିଲେ । ରାଜ୍ୟର ଅଧିକାଂଶ ମନ୍ଦିର ଗୁଡିକ ବନ୍ଦ ରହିଥିବା ବେଳେ ଯାଜପୁରରେ ସକାଳୁ ସକାଳୁ ଶ୍ରଦ୍ଧାଳୁଙ୍କ ଭିଡ…

ଯାଜପୁର: ବିନା ଭକ୍ତରେ ଗଡିଲା ମା ବିରଜାଙ୍କ ରଥ, ସେବାୟତ ଓ ପୋଲିସ ଟାଣିଲେ ରଥ

ଯାଜପୁର ଟାଉନ(କେନ୍ୟୁଜ୍):କୋରନା କଟକଣା ଭିତରେ ଆଜି ସନ୍ଧ୍ୟା ରେ ଆରମ୍ଭ ହେଲା  ଯାଜପୁର ର ଅଧିଷ୍ଠାତ୍ରୀ ଦେବୀ ମା ବିରଜା ଙ୍କ ରଥଯାତ୍ରା। ମା’ ବିରଜାଙ୍କର ନବଦିବସୀୟ ରଥଯାତ୍ରା ପାଇଁ ଉତ୍ସବ ମୁଖର ସମଗ୍ର ଅଂଚଳ ହୋଇ ଉଠିଛି।  ପାରମ୍ପରିକ ରୀତିନୀତି ଅନୁଯାୟୀ ରଥ ପୂଜା ଆରମ୍ଭ ହେବା ପରେ…

ଯାଜପୁର : ଏଥର ଭକ୍ତ ମା’ ବିରଜାଙ୍କ ରଥ ଟାଣିବେ କି ନାହିଁ, ନିଷ୍ପତ୍ତି ଆସନ୍ତା ୪ ତାରିଖରେ

ଯାଜପୁର ଟାଉନ (କେନ୍ଯୁଜ୍): ଭାରତ ବର୍ଷର ୫୧ଟି ଶକ୍ତି ପୀଠ ମଧ୍ୟରୁ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ପୀଠରେ ରହିଛି ରଥଯାତ୍ରା ଭଳି ସ୍ୱତନ୍ତ୍ର ପରିମ୍ପରା । ମାଙ୍କ ଏହି ରଥଯାତ୍ରା ପ୍ରତିବର୍ଷ ପ୍ରତିପଦ ଠାରୁ ଆରମ୍ଭ ହୋଇ ମହାନବମୀ ପର୍ଯ୍ୟନ୍ତ ଚାଲିଥାଏ । ଏହି ରଥଯାତ୍ରାରେ ସାମିଲ…

ଆଜିଠୁ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମାଆ ବିରଜା

ଯାଜପୁର(କେନ୍ଯୁଜ୍): ଆଜିଠୁ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମାଆ ବିରଜା। ଅଗଷ୍ଟ ଅନ୍‌ଲକ୍‌ ଆରମ୍ଭ ହେବା ପରେ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ମନ୍ଦିରରେ ଭକ୍ତଙ୍କୁ ଦର୍ଶନ ଅନୁମତି ମିଳିଛି। କରୋନା କଟକଣା ମାନି ଶ୍ରଦ୍ଧାଳୁମାନେ ଦର୍ଶନ କରୁଛନ୍ତି। ମନ୍ଦିର ଦୀର୍ଘଦିନ ବନ୍ଦ…

ମା’ବିରଜାଙ୍କ ବରିଷ୍ଠ ସେବାୟତ ତାରାକାନ୍ତ ପାଣିଙ୍କ ପରଲୋକ, କଟକ ମେଡିକାଲରେ ଥିଲେ ଚିକିତ୍ସାଧିନ

ଯାଜପୁର ଟାଉନ(କେନ୍ୟୁଜ୍):  ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ବିରଜାଙ୍କ ଶ୍ରୀ ଅଙ୍ଗ ଲାଗି ବରିଷ୍ଠ ସେବାୟତ ତାରାକାନ୍ତ ପାଣି (୬୮)ଙ୍କ ଆଜି ପ୍ରାତଃ ସମୟରେ  ପରଲୋକ ହୋଇଯାଇଛି । ସେ କିଛି ଦିନ ହେବ କଟକ ମେଡିକାଲରେ ଚିକିତ୍ସାଧିନ ଥିବାବେଳେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା । ସ୍ୱର୍ଗତ…

ଆଜି ମା’ ବିରଜାଙ୍କ ସ୍ବନକ୍ଷତ୍ରୋତ୍ସବ, ଶ୍ରଦ୍ଧାଳୁଙ୍କୁ ସାବିତ୍ରୀ ବେଶରେ ଦର୍ଶନ ଦେବେ ମହାମାୟୀ

ଯାଜପୁର : ପବିତ୍ର ତ୍ରିବେଣୀ ଅମାବାସ୍ୟା ଅବସରରେ ଆଜି ମା ବିରଜାଙ୍କ ଜନ୍ମ ଉତ୍ସବ ପାଳନ ହେଉଛି । ସକାଳୁ ନୀତିକାନ୍ତି ଅନୁସାରେ ମାଙ୍କ ମାହାସ୍ନାନ ସମ୍ପନ୍ନ ହୋଇଛି । ଆଜି ମା ଶ୍ରଦ୍ଧାଳୁଙ୍କୁ ସାବିତ୍ରୀ ବେଶରେ ଦର୍ଶନ ଦେବେ । ଏହି ଅବସରରେ ମନ୍ଦିରରେ ବିଶେଷ ଯଜ୍ଞର ଆୟୋଜନ କରାଯିବା ସହିତ…