Browsing Tag

maa budhi thakurani jatra

ଘଟ ଯାତ୍ରା ପାଇଁ ଉତ୍ସବ ମୁଖର ନବରଙ୍ଗପୁରର ମା’ଭଣ୍ଡାର ଘରଣୀଙ୍କ ପୀଠ, ଜାଣନ୍ତୁ ଏହାର ପରମ୍ପରା ଓ କିମ୍ବଦନ୍ତୀ

ନବରଙ୍ଗପୁର(କେନ୍ୟୁଜ୍): ଚାଲିଛି ଚୈତ୍ର ମାସ। ମାଆ ବାହାରିଛନ୍ତି ସହର ବୁଲି। ଝୁଣା ଧୂପ ର ବାସ୍ନାରେ ମହକି ଉଠୁଛି  ସାରା ପରିବେଶ। ଦୀର୍ଘ ଦୁଇ ବର୍ଷ ପରେ ମିଳନ ହେଇଛି ଭକ୍ତ ଆଉ ଭଗବାନଙ୍କର ।  ମା'ଙ୍କ ଆଗମନ କୁ ନେଇ ଉତ୍ସବ ମୁଖରିତ ହୋଇ ଉଠିଛି ପୁରା ନବରଙ୍ଗପୁର ଜିଲ୍ଲା। ଆପଣ ତ…

ମା’ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ପାଇଁ ଶୁଭଖୁଣ୍ଟି ସ୍ଥାପନ, ସୃଷ୍ଟି ହୋଇଛି ଭକ୍ତିମୟ ପରିବେଶ

ଆସୁଛନ୍ତି ମା’। ଘଣ୍ଟ ଘଣ୍ଟା, ଭେରୀ, ତୁରୀ,ଶଙ୍ଖ ମହୁରୀ, ବାଜା ବାଣରେ ଫାଟି ପଡ଼ୁଛି ପୂରା ପରିବେଶ। ଠାକୁରାଣୀ ଯାତ୍ରା ପାଇଁ ଚଳଚଞ୍ଚଳ ହୋଇପଡ଼ିଛି ଗଞ୍ଜାମ ଜିଲ୍ଲା ପାଟପୁର। ବୁଧବାର ରାତିରେ ଅସ୍ଥାୟୀ ମଣ୍ଡପରେ ମା’ଙ୍କ ଘଟ ସ୍ଥାପନ ହୋଇଛି। ସନ୍ଧ୍ୟାରେ ବିରାଟ ଶୋଭାଯାତ୍ରାରେ ମା’ଙ୍କୁ ନିଜ…

୪ ଦିନ ହେଲା ବିରାଜିଲେଣି ମା’, ବିନା କୋଳାହଳରେ ଚାଲିଛି ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା

ଚାଙ୍ଗୁ ବାଜାର ତାଳେ ତାଳେ ପରଭା ନୃତ୍ଯ ହେଉଥିଲା। ଆଉ ଘଣ୍ଟ, ତାଳ ମୃଦଙ୍ଗର ଶବ୍ଦ ଭିତରେ ମା'ଙ୍କ ଘଟ ପହଞ୍ଚିଥିଲା ମହୁରୀଗଡ଼ ରାଜବାଟିରେ। ସାଥିରେ ୮ ଟି ପାର୍ଶ୍ୱ ଘଟ ମଧ୍ଯ ଥିଲେ ହେଲେ ନଥିଲେ ଭକ୍ତ କି ଶ୍ରଦ୍ଧାଳୁ। ଯାତ୍ରାର ମୁଖ୍ଯ ପୁରୋଧା ଦେଶୀ ବେହେରା, କିଛି ସେବାୟତ ଓ ଯାତ୍ରା କମିଟିର…

ଆଉ ମାତ୍ର କିଛି ଦିନ ପରେ ବୁଢ଼ୀ ସାଆନ୍ତାଣୀଙ୍କ ଯାତ୍ରା, ଶାଶୁ ଘରୁ ବାପ ଘରକୁ ବିଜେ କରିବେ ମା’

ବ୍ରହ୍ମପୁର: ଧୀରେ ଧୀରେ ନିୟନ୍ତ୍ରଣକୁ ଆସୁଛି କୋଭିଡ ସ୍ଥିତି । ସବୁ କିଛି ସ୍ୱାଭାବିକ ହେବାରେ ଲାଗିଛି । ଚଳଚଞ୍ଚଳ ହୋଇଉଠିଛି ଧର୍ମାନୁଷ୍ଠାନ । ଆଉ ସେହି କ୍ରମରେ ରେଶମ ସହର ବ୍ରହ୍ମପୁରରେ ହେବାକୁ ଯାଉଛି ମା' ବୁଢ଼ୀ ସାଆନ୍ତାଣୀଙ୍କ ଯାତ୍ରା। ଏଥିପାଇଁ ମା'ଙ୍କର ବାପ ଘର ଏବଂ ଶାଶୁ ଘର…