Browsing Tag

maa cuttack chandi

ଶାରଦୀୟ ଦୁର୍ଗାପୂଜା ପାଇଁ ଚଳଚଞ୍ଚଳ ମା କଟକ ଚଣ୍ଡୀ ଓ ଗଡ଼ ଚଣ୍ଡୀଙ୍କ ପୀଠ, ଆରମ୍ଭ ହେଲା ଷୋଡ଼ଶ ଉପଚାର ପୂଜା ବିଧି

କଟକ(କେନ୍ୟୁଜ୍): ଶାରଦୀୟ ଦୁର୍ଗାପୂଜା ପାଇଁ ଚଳଚଞ୍ଚଳ ମା କଟକ ଚଣ୍ଡୀ ଓ ଗଡ଼ ଚଣ୍ଡୀ ଙ୍କ ପୀଠ। ଗତକାଲିଠାରୁ ଆରମ୍ଭ ହେଲା ଷୋଡ଼ଶ ଉପଚାର ପୂଜା ବିଧି। ସହସ୍ର କୁମ୍ଭାଭିଷେକ ସହ ଘଟ ସ୍ଥାପନ କରାଯାଇଛି। ଆଜି ମା କଟକ ଚଣ୍ଡୀ ଙ୍କର ସୁନାବେଶ । ସୁନାବେଶ ରେ ଦର୍ଶନ ଦେବେ ମା କଟକ ଚଣ୍ଡୀ।…

ମା’ କଟକ ଚଣ୍ଡୀ ମନ୍ଦିରରେ 5T ସଚିବ, ବିଭିନ୍ନ ସମସ୍ୟା ନେଇ ବରିଷ୍ଠ ଅଧିକାରୀଙ୍କ ସହ କଲେ ଆଲୋଚନା

କଟକ(କେନ୍ୟୁଜ୍) : ମା’ କଟକ ଚଣ୍ଡୀଙ୍କ ମନ୍ଦିର ପରିଦର୍ଶନ କଲେ 5T ସଚିବ । ମା’ଙ୍କ ଦର୍ଶନ କରିବା ସହ ମନ୍ଦିର ପ୍ରକଳ୍ପ ଉନ୍ନତିକରଣ କାର୍ଯ୍ୟର ସମୀକ୍ଷା କରିଛନ୍ତି ଭି.କେ ପାଣ୍ଡିଆନ୍‌। ବର୍ଷାଜଳ ନିଷ୍କାସନ, ପାର୍କିଂ ସମସ୍ୟା ନେଇ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ମନ୍ଦିର…

ଆଜି ପୀଠରେ ମହାଷ୍ଟମୀ ଓ ମଣ୍ଡପରେ ସପ୍ତମୀ, ମହାକାଳୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମାଆ କଟକ ଚଣ୍ଡି

କଟକ(କେନ୍ଯୁଜ୍): ଧରାବତରଣ କରିଛନ୍ତି ମାଆ ଦୁର୍ଗା। ଚାରିଆଡେ ପାର୍ବଣ ପରିବେଶ। ଆଜି ପୀଠରେ ମାଆଙ୍କ ମହାଷ୍ଟମୀ ଓ ମଣ୍ଡପରେ ସପ୍ତମୀ। ଗତକାଲି ବିଳମ୍ବିତ ରାତ୍ରରେ ମାଆଙ୍କ ଚକ୍ଷୁଦାନ କରାଯାଇଛି। କରୋନା କଟକଣା ଭିତରେ ଚାଲିଛି ପୂଜାର୍ଚ୍ଚନା। ପୀଠାରେ ମାଆଙ୍କର ନବରାତ୍ର ପୂଜା ସହ ଚାଲିଛି…

ଚଳଚଞ୍ଚଳ କଟକ ଚଣ୍ଡୀ ମନ୍ଦିର: ୧୬ ଦିନ ପର୍ଯ୍ୟନ୍ତ ବିଭିନ୍ନ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମାଆ

କଟକ(କେନ୍ଯୁଜ୍): ଆମେ ଭାରତୀୟ ବିଭିନ୍ନ ପ୍ରକାର ପର୍ବ ପର୍ବାଣୀ ପାଳନ କରିଥାଉ । ସେଥି ମଧ୍ୟରୁ ଶାରଦୀୟ ଦୁର୍ଗାଙ୍କ ପୂଜା ହିନ୍ଦୁମାନଙ୍କର ଏକ ବଡ ପର୍ବ । ମା ଦୁର୍ଗାଙ୍କ ପୂଜା ବିଶେଷ ଭାବରେ ଭାରତର ବିହାର, ପଶ୍ଚିମବଙ୍ଗ, ଆସାମ, ଓଡିଶା ଓ ତ୍ରିପୁରା ପରି ରାଜ୍ୟରେ ଧୁମଧାମରେ ପାଳନ କରାଯାଏ…

ପ୍ରମୁଖ ଦେବୀ ପୀଠରେ ଚାଲିଛି ମାଆ ଜଗଜ୍ଜନନୀଙ୍କର ଷୋଡ଼ଶ ଉପଚାର ପୂଜା, ଆଜି ନବମୀ ତିଥିରେ ମାଆ କଟକ ଚଣ୍ଡୀ ମହାଲକ୍ଷ୍ମୀ…

କଟକ: ରାଜ୍ୟର ପ୍ରମୁଖ ଦେବୀ ପୀଠରେ ଚାଲିଛି ମାଆ ଜଗଜ୍ଜନନୀଙ୍କର ଷୋଡ଼ଶ ଉପଚାର ପୂଜା । ଆଜି ନବମୀ ତିଥିରେ ମାଆ କଟକ ଚଣ୍ଡୀ ମହାଲକ୍ଷ୍ମୀ ବେଶରେ ଦର୍ଶନ ଦେଉଛନ୍ତି। ଗତକାଲି ମହାକାଳୀ ବେଶରେ ଦର୍ଶନ ଦେଇଥିଲେ ମଆ । ମୂଳାଷ୍ଟମୀରେ ଘଟ ସ୍ଥାପନ ପରଠୁ ଷୋଡ଼ଶ ଉପଚାର ଦୁର୍ଗାପୂଜା ଆରମ୍ଭ ହୋଇଥିଲା…

ଚାଲିଛି ମାଆ ଜଗଜ୍ଜନନୀଙ୍କର ଷୋଡ଼ଶ ଉପଚାର ପୂଜା, ଆଜି ତ୍ରିପୁରା ଭୈରବୀ ବେଶରେ ଦର୍ଶନ ଦେଉଛନ୍ତି ମାଆ କଟକ ଚଣ୍ଡି

କଟକ :ରାଜ୍ୟର ପ୍ରମୁଖ ଦେବୀ ପୀଠରେ ଚାଲିଛି ମାଆ ଜଗଜ୍ଜନନୀଙ୍କର ଷୋଡ଼ଶ ଉପଚାର ପୂଜା । ଆଜି ତ୍ରିପୁରା ଭୈରବୀ ବେଶରେ ଦର୍ଶନ ଦେଉଛନ୍ତି ମାଆ କଟକ ଚଣ୍ଡି। ଗତକାଲି ବନଦୁର୍ଗା ବେଶରେ ଦର୍ଶନ ଦେଇଥିଲେ। ମୂଳାଷ୍ଟମୀରେ ଘଟ ସ୍ଥାପନ ପରଠୁ ଷୋଡ଼ଶ ଉପଚାର ଦୁର୍ଗାପୂଜା ଆରମ୍ଭ ହୋଇଥିଲା । ଚଳିତ…