Browsing Tag

maa durga

ନବମୀ ଦିନ ମା’ ସିଦ୍ଧିଦାତ୍ରୀଙ୍କୁ କରନ୍ତୁ ପୂଜା, ନବମୀ ତିଥିରେ ୨ରୁ ୯ ବର୍ଷର କନ୍ୟାଙ୍କୁ ଖାଇବାକୁ ଦିଅନ୍ତୁ ଶୁଭଫଳ…

ନବରାତ୍ରିର ପ୍ରତ୍ୟେକ ଦିନ ବହୁତ ମହତ୍ତ୍ୱପୂର୍ଣ୍ଣ ଏବଂ ସ୍ୱତନ୍ତ୍ର ହୋଇଥାଏ। ପ୍ରତିଦିନ ମା’ ଦୁର୍ଗାଙ୍କ ଅଲଗା ଅଲଗା ସ୍ୱରୂପକୁ ପୂଜା କରାଯାଏ। ଶାରଦୀୟ ନବରାତ୍ରିର ନବମୀ ଦିନ ମା’ ସିଦ୍ଧିଦାତ୍ରୀଙ୍କୁ ପୂଜା କରାଯାଏ । ମାତା ସକଳ ପ୍ରକାର ସିଦ୍ଧି ପ୍ରଦାନ କରିଥାନ୍ତି । ଅଷ୍ଟ ସିଦ୍ଧି ଠାରୁ…

ମା’ ମହାଗୌରୀ: ଦୂର କରିବେ ସବୁ ସମସ୍ୟା, ଏମିତି କରନ୍ତୁ ପୂଜା

ଶାରଦୀୟ ନବରାତ୍ରି ଅଷ୍ଟମୀ ତିଥିରେ ମା’ ମହାଗୌରୀଙ୍କୁ ପୂଜା କରାଯାଏ। ଏହିଦିନ କନ୍ୟା ପୂଜନ ମଧ୍ୟ କରାଯାଏ। ଭଗବାନ ଶିବଙ୍କ ପ୍ରତି ମା’ ମହାଗୌରୀ କଠୋର ପୂଜା କରିଥିଲେ ଯେଉଁଥି ପାଇଁ ତାଙ୍କ ଶରୀର କଳା ପଡିଯାଇଥିଲା। ଯେତେବେଳେ ଭଗବାନ ଶିବ ତାଙ୍କୁ ଦର୍ଶନ ଦେଇଥିଲେ ସେତେବେଳେ ତାଙ୍କ କୃପାରୁ…

କଳାହାଣ୍ଡିର ଦେବୀ ମା’ ମାଣିକେଶ୍ଵରୀଙ୍କ ପୂଜା ଅତି ନିଆରା: ପ୍ରତିବର୍ଷ ଆୟୋଜିତ ହୁଏ ପ୍ରସିଦ୍ଧ ଛତର ଯାତ୍ରା,…

ଓଡ଼ିଶାର ସଂସ୍କୃତି ଓ ପରମ୍ପରା ବହୁତ୍ ପୁରୁଣା ଓ ଗଭୀର। ଏହାର ଅନେକ କିମ୍ବଦନ୍ତୀ ରହିଛି, ଯାହାକି ଦେଶର କୋଣ ଅନୁକୋଣରୁ ଅନେକ ଲୋକଙ୍କୁ ଏହାର କଳା, କୀର୍ତ୍ତି ଓ ସଂସ୍କୃତି ପ୍ରତି ଆକର୍ଷିତ କରିଥାଏ। ୧୨ ମାସରେ ତେର ପର୍ବ ପୁଣି ଆୟୋଜନ ହୁଏ ଅନେକ ଯାନିଯାତ୍ରା। ତେବେ ଆପଣ ଜାଣିଥିବେ…

ନବରାତ୍ରିର ପ୍ରଥମ ଦିନରେ କରନ୍ତୁ ହିମାଳୟ ପୁତ୍ରୀ ମା’ ଶୈଳପୁତ୍ରୀଙ୍କ ପୂଜା, ଜାଣନ୍ତୁ କେମିତି

ଆଶ୍ୱିନ ଶୁକ୍ଳ ପକ୍ଷରେ ଶାରଦୀୟ ନବରାତ୍ରି ଆଜିଠାରୁ ଆରମ୍ଭ ହେଉଛି। ନବରାତ୍ରି ଆଜିଠାରୁ ଅର୍ଥାତ୍‌ ୨୬ ସେପ୍ଟେମ୍ବରରୁ ଆରମ୍ଭ ହୋଇ ୫ ଅକ୍ଟୋବର ପର୍ଯ୍ୟନ୍ତ ଚାଲିବ। ଏଥର ନବରାତ୍ରିରେ ମା’ ଦୁର୍ଗା ହାତୀ ଉପରେ ବିରାଜ ହୋଇ ଆସିବେ। ନବରାତ୍ରିର ପ୍ରଥମ ଦିନରେ ମା’ ଶୈଳପୁତ୍ରୀଙ୍କୁ ପୂଜା…

ଆର୍ଥିକ ସମସ୍ୟା ଏବଂ ଦୁଃଖ କଷ୍ଟ ହେବ ଦୂର, ନବରାତ୍ରି ୯ ଦିନରେ ମଧ୍ୟରେ ଲଗାନ୍ତୁ ଏସବୁ ଗଛ

ଶାରଦୀୟ ନବରାତ୍ରି ଆରମ୍ଭ ହୋଇଛି। ନବରାତ୍ରିର ୯ ଦିନ ହିନ୍ଦୁ ଧର୍ମରେ ବହୁତ ପବିତ୍ର ବୋଲି କୁହାଯାଏ। ଏହି ୯ ଦିନରେ ମା ଦୁର୍ଗାଙ୍କ ୯ଟି ସ୍ୱରୂପକୁ ପୂଜା କରାଯାଏ। ନବରାତ୍ରି ଆଜିଠାରୁ ଅର୍ଥାତ୍‌ ୨୬ ସେପ୍ଟେମ୍ବରରୁ ଆରମ୍ଭ ହୋଇ ୫ ଅକ୍ଟୋବର ପର୍ଯ୍ୟନ୍ତ ଚାଲିବ। ଏଥର ନବରାତ୍ରିରେ ମା’ ଦୁର୍ଗା…

ଚଳିତ ବର୍ଷ ହାତୀ ବାହନରେ ଧରାବତରଣ କରିବେ ମା’ ଦୁର୍ଗା , ଜାଣନ୍ତୁ କଣ ଦେଉଛି ସଂକେତ

ପିତୃପକ୍ଷ ପରେ ଆରମ୍ଭ ହୋଇଯିବ ଶାରଦୀୟ ନବରାତ୍ର। ଆଶ୍ୱିନ ମାସ ଶୁକ୍ଲପକ୍ଷ ପ୍ରତିପଦା ୨୬ ସେପ୍ଟେମ୍ବର ସୋମବାର ଦିନ ନବରାତ୍ରି ପ୍ରାରମ୍ଭ ହେବ ଯାହା ଅକ୍ଟୋବର ୫ ତାରିଖ ପର୍ଯ୍ୟନ୍ତ ପାଳିତ ହେବ। ନବରାତ୍ରୀ ସମୟରେ ମା ଦୁର୍ଗାଙ୍କର ନଅ ପ୍ରକାର ରୂପକୁ ପୂଜା କରାଯାଏ। ନବରାତ୍ରରେ ଦୁର୍ଗାଙ୍କ…

ମଦ୍ୟପ ସ୍ୱାମୀଙ୍କୁ ଥାନାରୁ ଉଦ୍ଧାର କରିବା ପାଇଁ ନିଜକୁ ମା’ ଦୁର୍ଗା ବୋଲି କହି ଏପରି କଲେ ମହିଳା …

ବିହାରର ଜାମୁଇ ଜିଲ୍ଲାରେ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ମଦ୍ୟପ ସ୍ୱାମୀକୁ ଉଦ୍ଧାର କରିବା ପାଇଁ ପୋଲିସ ଷ୍ଟେସନରେ ମହିଳା ପହଞ୍ଚି ନିଜକୁ ଦୁର୍ଗା ବୋଲି କହିବା ଆରମ୍ଭ କରିଥିଲେ। ଏହାକୁ ନେଇ ପୋଲିସ ଷ୍ଟେସନରେ ଏକ ଅଜବ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହା ଦେଖା ଯାଇଥିଲା ପୋଲିସ…

କେଉଁ ବାହନରେ ଆସିବେ ମା’, ବାହନରେ ଆସିଲେ କଣ ହୁଏ, ଏହାକୁ ନେଇ କଣ ରହିଛି ଭବିଷ୍ୟବାଣୀ ଜାଣନ୍ତୁ

ଗୋଟିଏ ବର୍ଷରେ, ମୁଖ୍ୟତଃ ଦୁଇଟି ନବରାତ୍ରୀ ପାଳନ କରାଯାଏ । ଚୈତ୍ର ମାସ ନବରାତ୍ରୀ ଓ ଆଶ୍ୱିନ ମାସ ନବରାତ୍ରୀ । ଚୈତ୍ର ମାସରେ ପଡୁଥିବା ନବରାତ୍ରୀକୁ ଚୈତ୍ର ନବରାତ୍ରୀ ଓ ଆଶ୍ୱୀନ ମାସ ଶୁକ୍ଳ ପକ୍ଷରେ ପଡୁଥିବା ନବରାତ୍ରୀକୁ ଶାରଦୀୟ ନବରାତ୍ରୀ ବୋଲି କୁହାଯାଏ । ଏହି ଦୁଇଟି ଯାକ ନବରାତ୍ରୀର…

ନବରାତ୍ରିର ୯ ଦିନରେ ମା’ଙ୍କୁ ଏହି ଭୋଗ ଲଗାଇ କରନ୍ତୁ ପୂଜା, ଦୂରେଇ ଯିବ ସବୁ ସଙ୍କଟ

୨୦୨୧ ନଭେମ୍ବର ୭ରୁ ନବରାତ୍ରୀ ଆରମ୍ଭ ହୋଇଛି । ନବରାତ୍ରିର ୯ ଦିନ ମଧ୍ୟରେ ମା ଦୁର୍ଗାଙ୍କ ଅଲଗା ଅଲଗା ସ୍ୱରୂପକୁ ପୂଜା କରାଯାଇଥାଏ । ୯ ଦିନ ରେ ମା’ଙ୍କୁ ଅଲଗା ଅଲଗା ଭୋଗ ଲଗାଇ ପୂଜା କରାଯାଏ । ଏପରି କରିବା ଦ୍ୱାରା ମା’ ଦୁର୍ଗା ନିଜ ଭକ୍ତଙ୍କ ଉପରେ ଖୁବଶୀଘ୍ର ପ୍ରସନ୍ନ ହୋଇଥାନ୍ତି ।…

ନବରାତ୍ରୀର ୯ଦିନରେ ମାଁଙ୍କୁ ପିନ୍ଧାନ୍ତୁ ଏହିସବୁ ରଙ୍ଗର ବସ୍ତ୍ର, ପୂରଣ ହେବ ସବୁ ମନସ୍କାମନା

ଆଜିଠାରୁ ଆରମ୍ଭ ହୋଇଛି ଶାରଦୀୟ ନବରାତ୍ରୀ । ନବରାତ୍ରୀ ସମୟରେ ମାଁଙ୍କର ୯ଟି ରୂପ ପୂଜା କରାଯାଇଥାଏ। ଧାର୍ମିକ ମାନ୍ୟତା ଅନୁଯାୟୀ ନବରାତ୍ରୀ ସମୟରେ ମାଁଙ୍କ ପୂଜ-ଅର୍ଚ୍ଚନା କରିବା ଦ୍ୱାରା ମାଁଙ୍କ ଆଶୀର୍ବାନ ପ୍ରାପ୍ତ ହୋଇଥାଏ। ଏହି ସମୟରେ ମାଁ ଙ୍କର ଶୃଙ୍ଗାର ମଧ୍ୟ ବିଶେଷ ରୂପେ…

ଆସନ୍ତା ୧୭ ଅକ୍ଟୋବରରେ ଆରମ୍ଭ ହେବ ନବରାତ୍ରୀ, ଜାଣନ୍ତୁ ଚଳିତ ବର୍ଷ କେଉଁ ବାହନରେ ଆଗମନ କରିବେ ମାଁ ଦୁର୍ଗା

ଚଳିତ ବର୍ଷ ମଳମାସ ପଡିବା କାରଣରୁ ଶାରଦୀୟ ନବରାତ୍ରୀ ପାଖାପାଖି ଏକ ମାସ ପରେ ଆରମ୍ଭ ହେବ। ହିନ୍ଦୁ ପଞ୍ଚାଗ ଅନୁଯାୟୀ ପ୍ରତ୍ୟେକ ବର୍ଷ ପିତୃପକ୍ଷ ସମାପ୍ତିର ପରଦିନରୁ ହିଁ ଶାରଦୀୟ ନବରାତ୍ରୀ ଆରମ୍ଭ ହୋଇଥାଏ। କିନ୍ତୁ ଚଳିତବର୍ଷ ମଳମାସ କାରଣରୁ ପିତୃପକ୍ଷ ସମାପ୍ତି ପରେ ନବରାତ୍ରୀ ପୂଜା…

ଦଶହରାରେ ମା’ ଦୁର୍ଗାଙ୍କର ପ୍ରିୟ ସୁଜି ହାଲୱା ପ୍ରସ୍ତୁତ କରନ୍ତୁ ଏପରି

ଶାରଦୀୟ ଦୁର୍ଗାପୂଜା ଆରମ୍ଭ ହୋଇସାରିଛି । ମା ଦୁର୍ଗାଙ୍କ ପାଇଁ ସମର୍ପିତ ଏହି ନଅ ଦିନ ବହୁତ ପବିତ୍ର ଅଟେ । ଦଶହରାରେ ଶୁଦ୍ଧ ଓ ପବିତ୍ର ମନରେ ପୂଜା କରିବା ଦ୍ୱାରା ମା' ପ୍ରସନ୍ନ ହୋଇଥାନ୍ତି ଏବଂ ମନସ୍କାମନା ପୂରଣ କରିଥାନ୍ତି । ଶ୍ରଦ୍ଧା ମନରେ ମା'ଙ୍କୁ ଯାହାବି ଦେଲେ ସେ ପ୍ରସନ୍ନ…