Browsing Tag

maa majhighariani

ମାଁ ମଝିଘରିଆଣିଙ୍କ ମନ୍ଦିର ହୁଣ୍ଡିରୁ ମିଳିଲା ୧କୋଟି ଟଙ୍କାରୁ ଅଧିକ ଦାନ ରାଶି

ରାୟଗଡା(କେନ୍ୟୁଜ୍): ମାଁ ମଝିଘରିଆଣିଙ୍କ ମନ୍ଦିର ହୁଣ୍ଡିରୁ ମିଳିଲା ୧କୋଟି ଟଙ୍କାରୁ ଅଧିକ ଦାନ ରାଶି। ରାୟଗଡା ସହରର ଅଧିଷ୍ଠାତ୍ରୀ ଦେବୀ ମାଁ ମଝିଘରିଆଣିଙ୍କ ମନ୍ଦିର ହୁଣ୍ଡିରୁ ସର୍ବକାଳୀନ ସର୍ବାଧିକ ଦାନ ରାଶି ମିଳିଛି। ୩ ମାସ ପରେ ଖୋଲାଯାଇଥିବା ହୁଣ୍ଡିରୁ ୧କୋଟି ୨୩ ହଜାର ୩୮୦ ଟଙ୍କା…

ମା’ ମଝିଘରିଆଣୀ ମନ୍ଦିରରେ କଟକଣା ଲଗାଇଲା ଜିଲ୍ଲା ପ୍ରଶାସନ: ଏଥର ସପ୍ତାହକୁ ୩ ଦିନ ବନ୍ଦ ରହିବ ଦର୍ଶନ

ରାୟଗଡା: ମା’ ମଝିଘରିଆଣୀ ମନ୍ଦିରରେ କଟକଣା ଲଗାଇଲା ଜିଲ୍ଲା ପ୍ରଶାସନ। ସପ୍ତାହକୁ ୩ ଦିନ ବନ୍ଦ ରହିବ ମା’ ମଝିଘରିଆଣୀଙ୍କ ଦର୍ଶନ । ମଙ୍ଗଳବାର, ବୁଧବାର ଓ ରବିବାର ଦର୍ଶନ କରିପାରିବେନି ଶ୍ରଦ୍ଧାଳୁ। କରୋନା ସଂକ୍ରମଣ ବଢୁଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି।