Browsing Tag

maa matia mangala temple

ଏଠି ମହିଳାଙ୍କ ମଥାରେ ନଥାଏ ସିନ୍ଦୂର ଓ ହାତରେ ଶଙ୍ଖା

ଆମ ରାଜ୍ୟ ଓଡ଼ିଶାରେ ଅନେକ ଦେବାଦେବୀ ପୀଠ ରହିଛି । ଆଉ ସେହି ପୀଠଗୁଡ଼ିକରେ ରହିଛି ଭିନ୍ନ ଭିନ୍ନ ପରମ୍ପରା । ଆଜି ଆମେ ଆପଣଙ୍କୁ ଓଡ଼ିଶାର ଅନ୍ୟତମ ପ୍ରସିଦ୍ଧ ଦେବୀପୀଠ ସଂପର୍କରେ କହିବାକୁ ଯାଉଛୁ। ଏହି ମନ୍ଦିର ରହିଛି କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକର ବାରଗାଁରେ। ମନ୍ଦିର ନାଁ ମାଆ ମାଟିଆ…