Browsing Tag

maa peteichandi

ନୟାଗଡ଼ ଜିଲ୍ଲାର ପ୍ରଖ୍ୟାତ ଠାକୁରାଣୀ ମା’ ପେଟେଇଚଣ୍ଡି, ଆଶୀର୍ବାଦ ପାଇଁ ବାଟରେ ଅଟକି ଯାଆନ୍ତି ଭକ୍ତ

ଆମ ଓଡ଼ିଶାରେ ଅନେକ ଶକ୍ତି ପୀଠ ରହିଛି। ଯାହାକୁ ନେଇ ଭକ୍ତଙ୍କ ମନରେ ମଧ୍ୟ ସେତିକି ବିଶ୍ଵାସ । ତେବେ ସେହି ସବୁ ଶକ୍ତି ପୀଠ ମଧ୍ୟରୁ ଆଉ ଏକ ଶକ୍ତି ପୀଠ ହେଉଛି ନୟାଗଡ଼ ନୂଆଗାଁ ବ୍ଲକ ସିଙ୍ଗାରପଲ୍ଲୀ ପଂଚାୟତରେ । ଏଠାକାର ବନ୍ତଳା ଗ୍ରାମର ମା' ପେଟେଇଚଣ୍ଡି ଠାକୁରାଣୀଙ୍କ ମନ୍ଦିର।…