Browsing Tag

maa samalei temple

ମା’ସମଲେଶ୍ୱରୀ ମନ୍ଦିର ଦୀପ ଘରେ ଅଗ୍ନିକାଣ୍ଡ, ସର୍ଟ ସର୍କିଟ ଯୋଗୁ ଘଟିଛି ଅଗ୍ନିକାଣ୍ଡ

କେନ୍ୟୁଜ୍(ବ୍ୟୁରୋ): ମା’ ସମଲେଶ୍ୱରୀ ମନ୍ଦିର ଦୀପ ଘରେ ଅଗ୍ନିକାଣ୍ଡ । ସର୍ଟ ସର୍କିଟ ଯୋଗୁ ଅଗ୍ନିକାଣ୍ଡ ଘଟିଛି । ଗତକାଲି ରାତି ୨ଟା ସମୟରେ ନିଆଁ ଲାଗିଥିଲା । ଦୀପ ଘରେ ଘିଅ ରହିଥିବାରୁ ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି । ଦୀର୍ଘ ସମୟ ପରେ ନିଆଁକୁ ଆୟତ୍ତ କଲା ଅଗ୍ନିଶମବାହିନୀ ।…