Browsing Tag

maa tarini

ଭାଙ୍ଗିଲା ଘଟଗାଁ ମାଆ ତାରିଣୀଙ୍କ ଟ୍ରଷ୍ଟ ବୋର୍ଡ, ୬ବର୍ଷ ଧରି ଲାଗି ରହିଥିଲା ବିବାଦ

ଘଟଗାଁ(କେନ୍ୟୁଜ୍):ଭାଙ୍ଗିଲା କେନ୍ଦୁଝର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ଘଟଗାଁ ମାଆ ତାରିଣୀଙ୍କ ଟ୍ରଷ୍ଟ ବୋର୍ଡ। ମନ୍ଦିର ଟ୍ରଷ୍ଟବୋର୍ଡ ଗଠନକୁ ନେଇ ୬ ବର୍ଷ ଧରି ଲାଗି ରହିଥିଲା ବିବାଦ। ଏହା ହାଇକୋର୍ଟରେ ବିଚାରାଧିନ ଥିଲା। ନୂଆ ବୋର୍ଡ ନିମନ୍ତେ ହାଇକୋର୍ଟରେ ଏକ ରିଟ୍‌ ପିଟିସନ ଦାଖଲ…

କିମ୍ବଦନ୍ତୀ ଭରା ମା’ ତାରିଣୀଙ୍କ ଆଷାଢି ପର୍ବ

ମା'ତାରିଣୀଙ୍କ ବିଭିନ୍ନ ପର୍ବ ମଧ୍ୟରୁ ଏହି ଆଷାଢୀ ପର୍ବ ହେଉଛି ଖୁବ ନିଆରା ଓ ଭକ୍ତିଭରା । କିମ୍ବଦନ୍ତୀ ଭରା ଏହି ପର୍ବରେ ଜଗତ କଲ୍ୟାଣ ଉଦ୍ଦେଶ୍ୟରେ ମା ଦିନ ସାରା ଉପବାସ ପାଳନ କରିଥାନ୍ତି । ଯେଉଁଥିପାଇଁ ଏହି ଦିନରେ ମନ୍ଦିର ସଂପୂର୍ଣ୍ଣ ବନ୍ଦ ରହିଥାଏ । ସୂର୍ଯ୍ୟାସ୍ତ ପରେ ହିଁ ମନ୍ଦିର…

ଧୂମଧାମରେ ଚାଲିଛି ମାଆ ତାରିଣୀଙ୍କ ୮୬ତମ ଚଇତି ଉତ୍ସବ: ପଣା ସଂକ୍ରାନ୍ତି ପାଇଁ ପ୍ରବଳ ଭିଡ, ସୁନାବେଶକୁ ଦର୍ଶନ…

ଘଟଗାଁ(କେନ୍ୟୁଜ): କେନ୍ଦୁଝର ଜିଲ୍ଲାର ଆରାଧ୍ୟା ଦେବୀ ମାଆ ତାରିଣୀଙ୍କ ୮୬ତମ ଚଇତି ଉତ୍ସବ ଧୂମଧାମରେ ପାଳନ ହେଉଥିବା ବେଳେ ମାଆଙ୍କ ସୁନାବେଶକୁ ଦର୍ଶନ କରୁଛନ୍ତି ଲକ୍ଷାଧିକ ଭକ୍ତ । ଦୀର୍ଘ ୨ବର୍ଷ ପରେ ଉତ୍ସବ ମନାଯାଉଥିବାରୁ ମନ୍ଦିର ପକ୍ଷରୁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଉଛି…

ନଡ଼ିଆ ରାଣୀ ମା’ ତାରିଣୀଙ୍କ ୮୬ ତମ ଚଇତି ପର୍ବ, ଜୋରସୋରରେ ପାଳନ ପାଇଁ ପ୍ରସ୍ତୁତି ଆରମ୍ଭ

ଆସୁଛି କେନ୍ଦୁଝର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ ତାରିଣୀଙ୍କ ଚଇତି ପର୍ବ। ଏଥରକ ପାଳିତ ହେବ ମା’ଙ୍କର ୮୬ ତମ ଚଇତି ପର୍ବ। ଏଥିପାଇଁ ପ୍ରଶାସନ ପକ୍ଷରୁ ଜୋରଦାର ହୋଇଛି ପ୍ରସ୍ତୁତି। ଶାଳ ବଣର ରାଣୀଙ୍କ ବାର୍ଷିକ ଉତ୍ସବ ପାଳନ ପାଇଁ ମନ୍ଦିର ପ୍ରଶାସନ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ…

ମା’ ମୋର ମନସ୍କାମନା ପୂରଣ କରିଛି ଏ କଷ୍ଟ ତ କିଛି ନୁହେଁ, ଦଣ୍ଡ ପ୍ରଣାମ କରି ତାରିଣୀ ଦର୍ଶନ କଲେ ଭକ୍ତ

ଘଟଗାଁ(କେନ୍ୟୁଜ୍): କେନ୍ଦୁଝର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ଘଟଗାଁ ମା ତାରିଣୀ। ନଡ଼ିଆଟିଏ ମାନସିକ କରି ଦେଲେ ସମସ୍ତ ମନସ୍କାମନା ପୂର୍ଣ୍ଣ ହୋଇଥାଏ। ଏହି ବିଶ୍ୱାସ ନେଇ ବହୁ ଦୂର ଦୂରାନ୍ତରୁ ଭକ୍ତମାନେ ମା'ଙ୍କ ପୀଠକୁ ଆସିଥାନ୍ତି। ତେବେ ଆଜି ଜଗତସିଂପୁର ଜିଲ୍ଲା ବାଲିକୁଦା…

କାଲି ଖୋଲିବ ଘଟଗାଁ ମା’ ତାରିଣୀଙ୍କ ମନ୍ଦିର,୧୦ ବର୍ଷରୁ କମ୍‌ ପିଲା ଓ ୬୫ ବର୍ଷରୁ ଅଧିକ ବୟସ୍କଙ୍କୁ ମନ୍ଦିର…

ଘଟଗାଁ(କେନ୍ୟୁଜ୍):  ଆସନ୍ତାକାଲିଠୁ ଖୋଲିବ କେନ୍ଦୁଝର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା' ତାରିଣୀଙ୍କ ମନ୍ଦିର । ଦୀର୍ଘ ମାସ ପରେ ଘଟଗାଁ ତାରିଣୀ ମନ୍ଦିର ଖୋଲିବାକୁ ନିଷ୍ପତ୍ତି ହୋଇଛି । ଏନେଇ ସୂଚନା ଦେଇଛି ତାରିଣୀ ମନ୍ଦିର ଟ୍ରଷ୍ଟବୋର୍ଡ । ସର୍ବସାଧାରଣ ଦର୍ଶନ ପାଇଁ ସ୍ୱତନ୍ତ୍ର…

ଆଜି ଖୋଲିଲା ଘଟଗାଁ ମା ତାରିଣୀଙ୍କ ମନ୍ଦିର, ସମସ୍ତ ଭକ୍ତ ମାସ୍କ ପରିଧାନ କରିବା ବାଧ୍ୟତାମୂଳକ

ଘଟଗାଁ : ଆଜି ଖୋଲିଲା ଘଟଗାଁ ମା ତାରିଣୀଙ୍କ ମନ୍ଦିର । ମା'ଙ୍କ ଦର୍ଶନ ନେଇ ତାରିଣୀ ମନ୍ଦିର ପ୍ରଶାସନ ଗାଇଡ ଲାଇନ ଜାରି କରିଛି । ମନ୍ଦିରକୁ ଯାଉଥିବା ସମସ୍ତ ଭକ୍ତ ମାସ୍କ ପରିଧାନ କରିବା ବାଧ୍ୟତାମୂଳକ କରାଯାଇଛି । ସାଧାରଣ ଦର୍ଶନ ସକାଳ ୮ଟାରୁ ଆରମ୍ଭ ହୋଇ ମଧ୍ୟାହ୍ନ ୧୨ଟା ୩୦ମିନିଟ୍‌ ଯାଏ…

କୋଭିଡ଼ କଟକଣା ମଧ୍ୟରେ ପାଳିତ ହେଲା ମା ତାରିଣୀଙ୍କ ଆଷାଢ଼ୀ ପର୍ବ

ଘଟଗାଁ(କେନ୍ଯୁଜ୍): ସାରା ଦେଶରେ ଏବେ କରୋନା ମହାମାରୀର ଭୟଭୟତା  ଲାଗିରହିଛି । ଏଥିପାଇଁ ରାଜ୍ୟ ସରକାର ସବୁ ପୂଜା ସ୍ଥଳୀ ମାନଙ୍କରେ କୋଭିଡ଼ କଟକଣା ଲାଗୁ କରିଛନ୍ତି । ତେବେ ଏହି କଟକଣା  ମଧ୍ୟରେ ଗତକାଲି ରାତିରେ ମା ତାରିଣୀଙ୍କର ପ୍ରସିଦ୍ଧ ଆଷାଢ଼ୀ ପର୍ବ ପାଳିତ ହୋଇଛି। କଟକଣା ପାଇଁ…

ମା’ ତାରିଣୀଙ୍କ ଆଶୀର୍ବାଦ ପାଇବା ପାଇଁ ୧୦୦ କିମି ଚାଲିଚାଲି ପୁଣି ଗୁରୁଣ୍ଡି ଗୁରୁଣ୍ଡି ଭକ୍ତ ପହଞ୍ଚିଲେ ସିଂହଦ୍ୱାରରେ

କେନ୍ଦୁଝର( କେ ନ୍ୟୁଜ) : ଲକଡାଉନରେ ମନ୍ଦିର ବନ୍ଦ ରହିଛି। କିନ୍ତୁ ଲୋକ ଆସ୍ଥା ମରିନି। ଲୋକେ ଏହି ମହାମାରୀରୁ ବଞ୍ଚିବା ପାଇଁ ଭଗବାନଙ୍କ ଶରଣ ପସିଛନ୍ତି। ଭଗବାନଙ୍କ ଆର୍ଶୀବାଦ ପାଇବା ପାଇଁ ଚାହିଁବସିଛନ୍ତି ଶ୍ରଦ୍ଧାଳୁ। ତେଣୁ ମନ୍ଦିର ବନ୍ଦ ରହିଥିଲେ ସୁଦ୍ଧା ବାହାରେ ନିଜର ଦୁଃଖ କଷ୍ଟକୁ…

ଆରମ୍ଭ ହେଲା ଘଟଗାଁ ମା’ତାରିଣୀଙ୍କ ଆଷାଢୀ ପର୍ବ, ସଂସାରର ମଙ୍ଗଳ ମନାସୀ ମା ରୁହନ୍ତି ଉପବାସରେ

କେନ୍ଦୁଝର:  ଜଗତ ଜନନୀ  ମା’ତାରିଣୀଙ୍କ ବିଭିନ୍ନ ପର୍ବ ମଧ୍ୟରୁ ଆଷାଢୀ ପର୍ବ ଏକ ଭିନ୍ନ ପର୍ବ । ଏହି ଦିନକୁ ମାଙ୍କ ଜନ୍ମ ଦିନ ଭାବେ ପାଳନ କରାଯାଉଥିବା ବେଳେ ଏହି ଆଷାଢୀ ପର୍ବରେ ମା ସାରା ସଂସାରର ଶୁଭକାମନା କରି ଦିନ ସାରା ଉପବାସ ରହିଥାନ୍ତି ଏବଂ ସଂନ୍ଧ୍ୟା ସମୟରେ ସୁନାବେଶରେ ଭକ୍ତ…

ଘଟଗାଁ ମା ତାରିଣୀ ମନ୍ଦିରରେ ବ୍ରତ ପାଳନ କଲେ ହଜାର ହଜାର ମହିଳା

କେନ୍ଦୁଝର(କେନ୍ଯୁଜ୍): କେନ୍ଦୁଝର ଜିଲ୍ଲା ଅଧିଷ୍ଟାତ୍ରୀ ଦେବୀ ମା ତାରିଣୀଙ୍କ ପୀଠରେ ଆଜି ପାଳିତ ହୋଇଛି ତାରିଣୀ ବ୍ରତ। ପ୍ରତ୍ୟକ ବର୍ଷ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରା ଓ ବାହୁଡା ଯାତ୍ରା ମଧ୍ୟରେ ମଙ୍ଗଳବାରରେ ଏହି ବ୍ରତ ପାଳିତ ହୋଇଥାଏ । ଏହି ଅବସରରେ ତାରିଣୀ ମନ୍ଦିରରେ ହଜାର ହଜାର…

କେନ୍ଦୁଝର : ଆଜିଠୁ ଆରମ୍ଭ ମା’ ତାରିଣୀଙ୍କ ଚଇତି ପର୍ବ

କେନ୍ଦୁଝର : ଆଜିଠୁ ଆରମ୍ଭ ହୋଇଛି ଘଟଗାଁର ଅଧିଷ୍ଠାତ୍ରୀ ଦେବୀ ମାଆ ତାରିଣୀଙ୍କ ଚଇତି ପର୍ବ । ଏହି ସମୟରେ ସୁନାବେଶରେ ଦର୍ଶନ ଦିଅନ୍ତି ମାଆ। ଏହି ଦୁର୍ଲଭ ବେଶ ଦେଖିବା ପାଇଁ ହଜାର ହଜାର ଭକ୍ତଙ୍କ ଭିଡ଼ ଜମିଥାଏ। ଆଜି ସକାଳେ ମାଆଙ୍କ ସ୍ନାନ ପରେ ସୁନାବେଶ କରାଯାଇ ମଙ୍ଗଳ ଆଳତୀ କରାଯାଇଥିଲା।…